Binjharpur Khabar

Binjharpur Khabar Media

11/05/2025
11/02/2025

ଯାଜପୁର ମହୋତ୍ସବରେ ବୋଲିଉଡ଼ ସିଙ୍ଗର ସଂଗୀତରେ ଦର୍ଶକ ଝୁମିଲେ l Sukhwinder Singh JAJPUR KHABAR(JPK)

11/02/2025

ଯାଜପୁର ଜିଲ୍ଲା ପ୍ରଶାସନିକ ପଡ଼ିଆରେ ଯଯାତି 2025 ମହୋତ୍ସବରେ ଜିଲ୍ଲାବାସୀ ବୋଲିଉଡ଼ କଣ୍ଠଶିଳ୍ପ ସୁଖମିନ୍ଦେର ସିଂଙ୍କ ସଂଗୀତରେ ଝୁମିଲେ l

08/02/2025
23/04/2024

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟରଙ୍କୁ ସଚେତନ କରିବା ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି

01/10/2023

ନବ ନିର୍ବାଚିତ ବାଚସ୍ପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ବିଂଝାରପୁରବାସୀ, ତାଉଁତରା ଛକ ନିକଟରେ ଜଣାଇଲେ ସମ୍ବୋଧନା, ସ୍ୱାଧୀନ ଭାରତର ପ୍ରଥମ ମହିଳା ବାଚସ୍ପତି ଭାବେ ମନୋନିତ ହୋଇଥିଲେ ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ l

25/09/2023

ଯାଜପୁର ଗାଁ ଦାଣ୍ଡ ରେ ସରପଞ୍ଚଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ। ଆହତ ସରପଞ୍ଚ ହେଲେ ବରୀ ବ୍ଲକ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀ ପ୍ରସାଦ ମିଶ୍ର। ଏ ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଦ୍ବିତୀୟ ଥର ପାଇଁ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ୍ୟୁ ପରେ ଟାଟା ପାଓ୍ବାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ l   ...
23/02/2023

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଦ୍ବିତୀୟ ଥର ପାଇଁ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ୍ୟୁ ପରେ ଟାଟା ପାଓ୍ବାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ l

Address

Jajpur
755004

Website

Alerts

Be the first to know and let us send you an email when Binjharpur Khabar posts news and promotions. Your email address will not be used for any other purpose, and you can unsubscribe at any time.

Share