Star Odisha 24

  • Home
  • Star Odisha 24

Star Odisha 24 Contact information, map and directions, contact form, opening hours, services, ratings, photos, videos and announcements from Star Odisha 24, News & Media Website, .

ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
31/10/2023

ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଫଟୋ ସାମ୍ନାକୁ ଆସିବା ପରେ ସବୁଠି ଚର୍ଚ୍ଚା ଜୋର....

ଧର୍ମଘଟ ପ୍ରତ୍ୟାହାର ପାଇଁ ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ ସହ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବସ୍ ମାଲିକ ସଂଘର...
20/10/2023

ଧର୍ମଘଟ ପ୍ରତ୍ୟାହାର ପାଇଁ ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ ସହ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବସ୍ ମାଲିକ ସଂଘର ନିଷ୍ପତ୍ତି ଏକତରଫା ବୋଲି କହିବା ସହ ପୂଜା ସମୟରେ ଲୋକେ କିପରି ହଇରାଣ ନ ହୁଅନ୍ତୁ ଦୃଷ୍ଟି ଦେବାକୁ କହିଲେ ମନ୍ତ୍ରୀ, ଏଥିସହ ସେ କହିଛନ୍ତି; ୨୬ରେ ବସ୍ ମାଲିକ ସଂଘ ସହ ଆଲୋଚନା ହେବ, ଲକ୍ଷ୍ମୀ ଯୋଜନାକୁ ବସ୍ ମାଲିକ ସଂଘ ସହଯୋଗ କରୁ, ଧର୍ମଘଟ ନୁହେଁ ଆଲୋଚନା ମାଧ୍ୟମରେ ଦାବି ସମାଧାନ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି

🏵️ ୭୩ ବର୍ଷ ବୟସରେ ଆଜି ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୋଦିଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ନିକଟକୁ ଆଜ...
17/09/2023

🏵️ ୭୩ ବର୍ଷ ବୟସରେ ଆଜି ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୋଦିଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ନିକଟକୁ ଆଜି ଦେଶ ଭିତରୁ ଓ ବାହାରୁ ଶୁୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଶ୍ରୀ NNarendra ModiMNarendra Modiଙ୍କୁ ଜନ୍ମଦିନର ଶୁଭେଚ୍ଛା

 #ଗାଡି_ଅଟକାଇ_ଫିଙ୍ଗିଲେ_ଅଣ୍ଡାକଳାହାଣ୍ଡି ନର୍ଲାରେ ୩ ଜଣ ବିଜେଡି ବିଧାୟକଙ୍କୁ ଅଣ୍ଡାମାଡଅଣ୍ଡାମାଡ ସହ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ  ...
05/09/2023

#ଗାଡି_ଅଟକାଇ_ଫିଙ୍ଗିଲେ_ଅଣ୍ଡା
କଳାହାଣ୍ଡି ନର୍ଲାରେ ୩ ଜଣ ବିଜେଡି ବିଧାୟକଙ୍କୁ ଅଣ୍ଡାମାଡ
ଅଣ୍ଡାମାଡ ସହ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ

ଆରପାରିରେ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
02/09/2023

ଆରପାରିରେ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

5 T ସଚିବ ଙ୍କ ତିନିଦିନିଆ ଯାଜପୁର ଗ୍ରସ୍ତ ବେଳେ ଦୁତିୟ ଦିନରେ ଯାଜପୁର ସ୍ଥିତ ରାମ ମନ୍ଦିର ନିକଟରେ ବିଜେପି ବିରୋଧ ପ୍ରଦର୍ଶନ
01/09/2023

5 T ସଚିବ ଙ୍କ ତିନିଦିନିଆ ଯାଜପୁର ଗ୍ରସ୍ତ ବେଳେ ଦୁତିୟ ଦିନରେ ଯାଜପୁର ସ୍ଥିତ ରାମ ମନ୍ଦିର ନିକଟରେ ବିଜେପି ବିରୋଧ ପ୍ରଦର୍ଶନ

5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼। ପୁରୀ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼। ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ କାଳିମ...
19/08/2023

5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼। ପୁରୀ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼। ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ କାଳିମାଡ।

 #ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର  #ସୁନୀତା_ମିଶ୍ର  #ରାଜସ୍ଥାନର_ଉଦୟପୁରସ୍ଥିତ  #ମୋହନଲାଲ_ସୁଖାଡିଆ_ବିଶ୍ୱବିଦ୍ୟାଳୟର କୁଳପତି ଭାବେ ...
18/08/2023

#ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର #ସୁନୀତା_ମିଶ୍ର #ରାଜସ୍ଥାନର_ଉଦୟପୁରସ୍ଥିତ #ମୋହନଲାଲ_ସୁଖାଡିଆ_ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି।

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
16/08/2023

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

 #ଯାଜପୁର_ରେ_ମାତିଛନ୍ତି_ବାଲି_ଚୋରନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିପରି ଭାବରେ ଡଙ୍ଗାରେ ବେଆଇନ୍ ବାଲି ଉଠାଯାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ...
01/08/2023

#ଯାଜପୁର_ରେ_ମାତିଛନ୍ତି_ବାଲି_ଚୋର
ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିପରି ଭାବରେ ଡଙ୍ଗାରେ ବେଆଇନ୍ ବାଲି ଉଠାଯାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ପଠା ଯାଉଛି କାହା ବଳରେ ଏମାନେ ବଳବାନ୍ ? ଆଙ୍କ ପଛରେ କାହାର ହାତ ଅଛି ଯାଜପୁର ଜିଲ୍ଳାପାଳ ଓ ଯାଜପୁର ତହସିଲଦାର ଚୁପ୍ ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି କି ଯାଜପୁରଜିଲ୍ଲା ପ୍ରଶାସନ ଏବଂ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକା ସମ୍ପର୍କ ଜିଲ୍ଲା ପ୍ରଶାସନ ର କେବେ ନିଦ ଭାଙ୍ଗୁଛି ଦେଖିବା

20/01/2023

#ଯାଜପୁରର_ଗୌରବ_ରାଜେନ୍ଦ୍ର
ଡ଼ିଜି ଏବଂ ଆଇଜି ଆଲଇଣ୍ଡିଆ ସମ୍ମିଳନୀରେ ଗୃହ ମନ୍ତ୍ରଣାଳୟର ସରକାରୀ ନିର୍ଦ୍ଦେଶକ ରାଜେନ୍ଦ୍ର ନାରାୟଣ ମିଶ୍ର ସମ୍ମାନୀତ

19/01/2023

#ସାମ୍ୱାଦିକଙ୍କୁ_ଦୁର୍ବ୍ୟବହାର_ଦେଖାଇଲେ_ଯାଜପୁର_IIC

Address


Website

Alerts

Be the first to know and let us send you an email when Star Odisha 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Star Odisha 24:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share