Aparajita Sarangi Fan Club Jajpur

Aparajita Sarangi Fan Club Jajpur Iron Lady With A Very Good Attitude . �

 #ତରବୋଇ_ପାସେଞ୍ଜର_ହଲ୍ଟ_ଉଦଘାଟନ  ➡️ଆଜି ଜଟଣୀ ବିଧାନସଭା ତରବୋଇ ଠାରେ ବହୁ ପ୍ରତିକ୍ଷୀତ ନୂତନ ରେଳ ପାସେଞ୍ଜର ହଲ୍ଟ ( Taraboi Railway Pas...
18/09/2025

#ତରବୋଇ_ପାସେଞ୍ଜର_ହଲ୍ଟ_ଉଦଘାଟନ


➡️ଆଜି ଜଟଣୀ ବିଧାନସଭା ତରବୋଇ ଠାରେ ବହୁ ପ୍ରତିକ୍ଷୀତ ନୂତନ ରେଳ ପାସେଞ୍ଜର ହଲ୍ଟ ( Taraboi Railway Passenger Halt) ଉଦଘାଟନ ହେଲା l

➡️ଏହି ପାସେଞ୍ଜର ନିର୍ମାଣ ପାଇଁ ବିଗତ ଦିନରେ ନିୟମିତ ପ୍ରୟାସ ସହ ବାରମ୍ବାର ସମୀକ୍ଷା କରି ଆସୁଥିଲି l

➡️ଏହାର ପାସେଞ୍ଜର ହଲ୍ଟ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସହଜ ସରଳ ଜୀବନ ପାଇଁ ଖୁବ ସହାୟକ ହେବ l

➡️ଏହି ପାସେଞ୍ଜର ହଲ୍ଟ ପାଇଁ ବିଗତ 10ବର୍ଷ ଧରି ଜନସାଧାରଣ ମନେ ପ୍ରୟାସ କରି ଆସୁଥିଲେ l

➡️ଏହା ଦ୍ୱାରା ତରବୋଇ, ତିରିମଲ, ହରିପୁର, ବେଣାପଞ୍ଜରୀ 4ଟି ପଞ୍ଚଯାତର ବହୁ ସଂଖ୍ୟାରେ ଜନସାଧାରଣ ଉପକୃତ ହେବେ l

➡️IIT, NISER, Fatua, Skill ପରି ବହୁ ସରକାରୀ ଅନୁଷ୍ଠାନ ଏବଂ ବହୁ ସଂଖ୍ୟାରେ ବେସରକାରୀ ଶିକ୍ଷାନୁଷ୍ଠାନ ଉପକୃତ ହେବେ l

➡️ସ୍ଥାନୀୟ ଜନସାଧାରଣ ଉପକୃତ ହେବା ସହ ସ୍ଥାନୀୟ ଅର୍ଥନୀତି ପ୍ରଗତିରେ ବ୍ୟାପକ ଭାବେ ସହାୟକ ହେବେ l

➡️ଏହି ଉଦଘାଟନ ପରେ ପ୍ରଥମ ଟ୍ରେନରେ ନିଜେ ଯାତ୍ରା କରି ଯାତ୍ରୀ ମାନଙ୍କ ସହ ଉପାଦେୟତା ବିଷୟରେ ଆଲୋଚନା ମଧ୍ୟ କଲି l

➡️କାର୍ଯ୍ୟକ୍ରମ ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଗଲା l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି Biswaranjan Badajena ସମସ୍ତ ନେତୃତ୍ୱ ସରକାରୀ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l

PMO India

ଆଜି ଭୁବନେଶ୍ୱରରେ ଆୟୋଜିତ PUBLIC ACCOUNTS COMMITTEE ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲି l1- ମହିଳା ଏବଂ ଶିଶୁ କଲ୍ୟାଣ ବି...
17/09/2025

ଆଜି ଭୁବନେଶ୍ୱରରେ ଆୟୋଜିତ PUBLIC ACCOUNTS COMMITTEE ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲି l

1- ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ l
2- ବିତ୍ତ ବିଭାଗ (ସମସ୍ତ ସରକାରୀ PSU ବ୍ୟାଙ୍କ)
3-ଜଳ ଶକ୍ତି ବିଭାଗ l
4-ଆଦିବାସୀ କଲ୍ୟାଣ ବିଭାଗ l

ଏହି ଅବସରରେ ସମସ୍ତ ସାଂସଦ ଏବଂ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l

PMO India

Met Hon'ble CM Sri Mohan Charan Majhi with my esteemed Colleagues Hon'ble MLA Sri Prasant Kumar Jagadev and Sri Priyadar...
16/09/2025

Met Hon'ble CM Sri Mohan Charan Majhi with my esteemed Colleagues Hon'ble MLA Sri Prasant Kumar Jagadev and Sri Priyadarshi Mishra today.

Sought Govt's support with regard to the following 9 issues of paramount importance for my Bhubaneswar Constituency-

1) Construction of Community Park in Nayapalli Area

2) Final publication of RoRs in favour of 5000 residents of Shampur Mouza in North Bhubaneswar

3) Rejuvenation of Prachi River

4) Settlement of land rights in favour of raiyats in Ekharjat Mahal matter in Begunia, Khordha ,Jatni, Pipli & Delang Tahasils.

5) Development Grant for PN College , Khurdha to the tune of Rs 12.17 crore

6) Construction of New Bus Stand at Khordha for Rs 163 crore

7) Land rights for Vishwakarma Samiti over Vishwakarma Temple land
😎 Declaration of a few villages of BEGUNIA and BOLGARH as N̈ACs

9) A 2000 Bedded Hospital in Bhubaneswar
It was a very fruitful discussion based on all relevant documents. Hon'ble CM assured of all support.
Grateful I am.

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ, ମୋର ସମ୍ମାନିତ ସହକର୍ମୀ ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଓ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ସହିତ ଆଜି ସାକ୍ଷାତ କରିଲି।

ଭୁବନେଶ୍ୱର ମୋର ନିର୍ବାଚନୀ ମଣ୍ଡଳୀର ୯ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସରକାରଙ୍କ ସହଯୋଗ ପାଇଁ ପ୍ରସ୍ତାବ ରଖିଲି—

୧) ନୟାପଲ୍ଲୀ ଅଞ୍ଚଳରେ ଏକ କମ୍ୟୁନିଟି ପାର୍କ ନିର୍ମାଣ।

୨) ଉତ୍ତର ଭୁବନେଶ୍ୱରର ଶମ୍ପୁର ମୌଜାର ୫,୦୦୦ ବାସିନ୍ଧା ଙ୍କ ପକ୍ଷରେ ଆର.ଓ.ଆର୍. (RoR) ର ଅନ୍ତିମ ପ୍ରକାଶନ।

୩) ପ୍ରାଚୀ ନଦୀର ପୁନର୍ଜୀବନ।

୪) ବେଗୁନିଆ, ଖୋର୍ଦ୍ଧା, ଜଟଣୀ, ପିପିଲି ଓ ଦେଳଙ୍ଗ ତହସିଲରେ ଏଖରଜତ୍ ମହଲ ସମ୍ବନ୍ଧୀୟ ବିଷୟରେ ରାୟତମାନଙ୍କ ପକ୍ଷରେ ଜମି ଅଧିକାର ସମାଧାନ।

୫) ପି.ଏନ୍. କଲେଜ୍‌, ଖୋର୍ଦ୍ଧା ପାଇଁ ରୁ. ୧୨.୧୭ କୋଟିର ବିକାଶ ଅନୁଦାନ।

୬) ଖୋର୍ଦ୍ଧାରେ ରୁ. ୧୬୩ କୋଟିରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ।

୭) ବିଶ୍ୱକର୍ମା ସମିତିଙ୍କୁ ବିଶ୍ୱକର୍ମା ମନ୍ଦିର ଜମିରେ ଅଧିକାର।

୮) ବେଗୁନିଆ ଓ ବୋଲଗଡ଼ର କିଛି ଗ୍ରାମକୁ NAC ଭାବେ ଘୋଷଣା।

୯) ଭୁବନେଶ୍ୱରରେ ୨,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ସ୍ଥାପନ।

ସମସ୍ତ ବିଷୟ ଦସ୍ତାବିଜ ଉପରେ ଆଧାରିତ ଏହି ଆଲୋଚନା ଅତ୍ୟନ୍ତ ଫଳଦାୟକ ହୋଇଥିଲା।

ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ସମସ୍ତ ସହଯୋଗର ଆଶ୍ୱାସନ ଦେଲେ।
ମୁଁ କୃତଜ୍ଞ। 🙏

PMO India
CMO Odisha

 #ଟାଙ୍ଗୀ_ହେଲା_ନୂଆ_NAC #ବିଶାଳ_ଜନସଭାଆଜି ଖୋର୍ଦ୍ଧା ବିଧାନସଭା ଟାଙ୍ଗୀକୁ ନୂତନ NAC ଘୋଷଣା ହେବା ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ...
15/09/2025

#ଟାଙ୍ଗୀ_ହେଲା_ନୂଆ_NAC
#ବିଶାଳ_ଜନସଭା

ଆଜି ଖୋର୍ଦ୍ଧା ବିଧାନସଭା ଟାଙ୍ଗୀକୁ ନୂତନ NAC ଘୋଷଣା ହେବା ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଶୋଭାଯାତ୍ରା ପରେ ବିଶାଳ ଜନସଭା ଅନୁଷ୍ଠିତ ହେଲା l

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଶ୍ରୀ Prasant Kumar Jagadev ସମସ୍ତ ନେତୃବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l

PMO India

 #ଟାଙ୍ଗୀ_ହେଲା_ନୂଆ_NACଆଜି ଖୋର୍ଦ୍ଧା ବିଧାନସଭା ଟାଙ୍ଗୀକୁ ନୂତନ NAC ଘୋଷଣା ହେବା ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଶୋଭାଯାତ୍ରା ଅନ...
15/09/2025

#ଟାଙ୍ଗୀ_ହେଲା_ନୂଆ_NAC

ଆଜି ଖୋର୍ଦ୍ଧା ବିଧାନସଭା ଟାଙ୍ଗୀକୁ ନୂତନ NAC ଘୋଷଣା ହେବା ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହେଲା l

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଶ୍ରୀ Prasant Kumar Jagadev ସମସ୍ତ ନେତୃବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l

PMO India

RWA meeting North Bhubaneswarଆଜି ଉତ୍ତର ଭୁବନେଶ୍ୱର ଠାରେ ଜନସାଧାରଣଙ୍କ ଆଗ୍ରହ କ୍ରମେ ଆଜି ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝି...
14/09/2025

RWA meeting
North Bhubaneswar

ଆଜି ଉତ୍ତର ଭୁବନେଶ୍ୱର ଠାରେ ଜନସାଧାରଣଙ୍କ ଆଗ୍ରହ କ୍ରମେ ଆଜି ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କଲୁ l

ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏବଂ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ l

PMO India

Spent good deal of time in Raghurajpur Village of Puri District yesterday- with our talented Odisha Artisans.Great pleas...
14/09/2025

Spent good deal of time in Raghurajpur Village of Puri District yesterday- with our talented Odisha Artisans.
Great pleasure it was to see the immense variety of colourful Handicrafts spread all over the Houses. Food for our Soul , it seems.
Purchased many pieces to adorn my own house- the marks of our Odisha.

Felt proud and happy. It is our good fortune that we belong to a State which boasts of a highly rich History, Art and Cultural Heritage.

ଗତକାଲି ପୁରୀ ଜିଲ୍ଲାର ରଘୁରାଜପୁର ଗାଁରେ ଆମର ପ୍ରତିଭାଶାଳୀ ଓଡ଼ିଶାର କଳାକାରମାନଙ୍କ ସହିତ ସୁନ୍ଦର ସମୟ ଅତିବାହିତ କଲି।

ଘରେ ଘରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ବର୍ଣ୍ଣାଡ଼୍ୟ ହସ୍ତଶିଳ୍ପକଳାକୁ ଦେଖି ବହୁତ ଆନନ୍ଦ ଲାଗିଲା l ଏହା ଆମର ଆତ୍ମାକୁ ଅତ୍ୟନ୍ତ ପ୍ରସନ୍ନତା ପ୍ରଦାନ କରିଥାଏ l

ନିଜ ଘରକୁ ସଜେଇବା ପାଇଁ ବହୁତ ସାମଗ୍ରୀ କିଣିଲି – ଯାହା ଆମ ଓଡ଼ିଶା ଏବଂ ଓଡ଼ିଆର ପରିଚୟର ।

ଗର୍ବିତ ଓ ଖୁସି ଲାଗିଲା। ଏହା ଆମର ସୌଭାଗ୍ୟ, ଯେ ଆମେ ସେହି ରାଜ୍ୟର ସନ୍ତାନ – ଯେଉଁଠାରେ ଅତ୍ୟନ୍ତ ସମୃଦ୍ଧ ଇତିହାସ, କଳା ଓ ସାଂସ୍କୃତିକ ଐତିହ୍ୟ ରହିଛି।
PMO India

ଆଜି ପୁରୀ ଠାରେ ଆୟୋଜିତ Public Accounts Committee ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲି l1-National Highways Authority...
13/09/2025

ଆଜି ପୁରୀ ଠାରେ ଆୟୋଜିତ Public Accounts Committee ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲି l

1-National Highways Authority of India - NHAI
2- Paradeep Port Trust
3-Forest Environment and Climate Change

ଏହି ଅବସରରେ ସମସ୍ତ ସାଂସଦ ଏବଂ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l
PMO India

ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ସହଯୋଗୀ ବନ୍ଧୁ ମାନଙ୍କ ସହ Public Accounts Committee Chairman ଶ୍ରୀ  C Venugopal ଏବଂ ସମସ୍ତ ସଦସ୍...
13/09/2025

ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ସହଯୋଗୀ ବନ୍ଧୁ ମାନଙ୍କ ସହ Public Accounts Committee Chairman ଶ୍ରୀ C Venugopal ଏବଂ ସମସ୍ତ ସଦସ୍ୟଙ୍କୁ ସହକର୍ମୀ ମାନଙ୍କ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲୁ l

ଏହି ଅବସରରେ ସମସ୍ତ ଅଧିକାରୀ ଏବଂ ବହୁ ସଂଖ୍ୟାରେ ସହକର୍ମୀ ଉପସ୍ଥିତ ଥିଲେ l

Accompanied the PUBLIC ACCOUNTS COMMITTEE Team of the Parliament from Kolkata to Bhubaneswar in the afternoon today.
My friends and well wishers welcomed Chairman, Sri K.C. Venugopal and my other Esteemed Colleagues at the Bhubaneswar Airport today to Bhubaneswar/ Odisha.
PMO India

ଆଜି ପଶ୍ଚିମ ବଙ୍ଗ କଲିକତା ଠାରେ ଅସ୍ତ୍ର ଶସ୍ତ୍ର ତିଆରି କାରଖାନା ପରିଦର୍ଶନ କରି ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟ ଆଲୋଚନା କଲୁ lAt the GUN AN...
12/09/2025

ଆଜି ପଶ୍ଚିମ ବଙ୍ଗ କଲିକତା ଠାରେ ଅସ୍ତ୍ର ଶସ୍ତ୍ର ତିଆରି କାରଖାନା ପରିଦର୍ଶନ କରି ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟ ଆଲୋଚନା କଲୁ l

At the GUN AND SHELL FACTORY, KOLKATA
ଏହି ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ ଅବଶକୀୟ ଉପସ୍ଥାପନ କଲି l

ସମସ୍ତ ସହଯୋଗୀ ସାଂସଦ ଅଧିକାରୀ ବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ l
PMO India

ଆଜି ପଶ୍ଚିମବଙ୍ଗ କଲିକତା ଠାରେ PUBLIC ACCOUNTS COMMITTEE ଗସ୍ତରେ INDIAN MUSEUM ପରିଦର୍ଶନ କରି ବିଭିନ୍ନ ବିଷୟ ସମୀକ୍ଷା କରିବା ସହ ବିଭ...
12/09/2025

ଆଜି ପଶ୍ଚିମବଙ୍ଗ କଲିକତା ଠାରେ PUBLIC ACCOUNTS COMMITTEE ଗସ୍ତରେ INDIAN MUSEUM ପରିଦର୍ଶନ କରି ବିଭିନ୍ନ ବିଷୟ ସମୀକ୍ଷା କରିବା ସହ ବିଭିନ୍ନ ବିଷୟ ଉପସ୍ଥାପନ କଲି l

ଏହା ଭାରତର ତଥା ସର୍ବ ବୃହତ Museum ଅଟେ ଯାହା ପ୍ରାୟ 200 ବର୍ଷ ପୂର୍ବରୁ 1814 ମସିହାରେ ଆରମ୍ବ ହୋଇଥିଲା l

ଏହି ଅବସରରେ ସମସ୍ତ ସହଯୋଗୀ ସାଂସଦ ଏବଂ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l
PMO India

Address

Jajpur

Website

Alerts

Be the first to know and let us send you an email when Aparajita Sarangi Fan Club Jajpur posts news and promotions. Your email address will not be used for any other purpose, and you can unsubscribe at any time.

Share

Category