30/08/2026
ଯଜପୁର ଜିଲ୍ଲା କୋରେଇ ବ୍ଲକର ସମାଜ ଖବର କାଗଜର ବରିଷ୍ଠ ସାମ୍ବାଦିକ ତଥା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ୍ଲିକ ଙ୍କର ସହଧର୍ମଣୀ ଙ୍କର ପରଲୋକ ଘଟିଛି.
ଏହି ଦୁଃଖଦ ମୁହୂର୍ତ୍ତରେ ମାଆ ବିରଜା ମଳୟ ଏବଂ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ🙏🏻
*ଯାଜପୁର ମିରର* ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରୁଛୁ.
ଓଁ ଶାନ୍ତି 🙏🏻🙏🏻