ବୋକା ଭବାନି - Boka Bhabani

ବୋକା ଭବାନି - Boka Bhabani Contact information, map and directions, contact form, opening hours, services, ratings, photos, videos and announcements from ବୋକା ଭବାନି - Boka Bhabani, Media/News Company, Odisha, Jajpur.

02/06/2025

ବିଜେପି ବାଲାଙ୍କ ଜୁମଲା ଅଫ ଦି ଇଅର...ଭତ୍ତା ୩୦୦୦ଟଙ୍କା କରିବୁ। ସରକାର ଗଠନକୁ ୧୨ମାସ ବିତିଗଲାଣି, ଭତ୍ତା ସ୍ବପ୍ନ ସ୍ୱପ୍ନରେ ହିଁ ରହିଯାଇଛି। ବୁଢାବୁଢ଼ୀଙ୍କୁ ଭତ୍ତା ଯନ୍ତ୍ରଣାରେ ଛଟପଟ କରୁଛି BJP Odisha

01/06/2025

କୁହାମୁଣ୍ଡା କପିଳା ବିଜେପି, ସୁଭଦ୍ରା ନାଁ ରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରତାରଣା ଦେଇଛି। ଏ ଧୋକାର ଜବାବ ମା'ମାନେ ନିଶ୍ଚୟ ଦେବେ।

#ବର୍ଷକରେ_ବର୍ବାଦ


#ରଙ୍ଗ_ମାରି_ବର୍ଷେ

11/05/2025

ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ଭଦ୍ରମୁଖା ମୋହନ ମହାଶୟଙ୍କ ଅସଲ ରୂପ ଇଏ...

11/05/2025

ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ, ଆମ ମାଟିର ବୀରପୁତ୍ର, ଝଡ଼ର ଇଗଲ ଭାବେ ନିଜ ବୀରତ୍ୱ ଏବଂ ସାହାସିକତାର ପରିଚୟ ଦେଇଥିଲେ ବିଜୁ ପଟ୍ଟନାୟକ। ଯାହାକୁ ଆଜି ସମ୍ମାନିତ କରିବାକୁ ଯାଉଛି ଋଷ। ଏହା ହିଁ ତ ଆମ ଅସ୍ମିତାର ପରିଚୟ।

#ବିଜୁ_ବାବୁ_ଅମର_ରହେ

10/05/2025

ସ୍ୱାସ୍ଥ୍ୟ ବିକାଶ ଆଉ ହସ୍ପିଟାଲ ସୁଧାରିବାର ଆଳ ଦେଖାଇ ଲୋକଙ୍କ ଜୀବନ ନେଉଛି ବିଜେପି।

10/05/2025

ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଛାତି ପିଟି ପିଟି କହୁଥିବା ମୋହନ ମାଝୀ ମହାଶୟ, ଲୋକଙ୍କୁ ଭେଟିବାକୁ ବି ପସନ୍ଦ କରନ୍ତିନି।

10/05/2025

ପରିସ୍ଥିତି ଯାହା ବି ହେଉ ନା କାହିଁକି, ପ୍ରତି ସମୟରେ ପ୍ରତି ମୁହୂର୍ତ୍ତରେ ଓଡ଼ିଶାବାସୀଙ୍କ ସାଥିରେ ଥାଆନ୍ତି ଆମ ପ୍ରିୟ ଜନନେତା ନବୀନ

10/05/2025

ଭାରତୀୟ ସେନାପାଇଁ ଆମେ ଗର୍ବିତ

Address

Odisha
Jajpur

Telephone

+918249958441

Website

Alerts

Be the first to know and let us send you an email when ବୋକା ଭବାନି - Boka Bhabani posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ବୋକା ଭବାନି - Boka Bhabani:

Share