ML TV ODIA

ML TV ODIA Welcome To ML TV ODIA Channel
ଓଡିଶା ଖବର ଦୁନିଆରେ ଏକ ନୂଆ ସଂକଳ୍ପ ନେଇ ଆପଣଙ୍କ ପାଖରେ ଆମେ ପହଞ୍ଚିଛୁ
ଆମେ ଦେଖାଇବାକୁ ପ୍ରତେକଟି ନିଚ୍ଛକ ସତ୍ୟ ଓ ନିରପେକ୍ଷ ଖବର
(1)

10/08/2026

#ସ୍ତ୍ରୀମାନଙ୍କ_ପାଇଁ_ଖାଇବା_ନାହିଁ
#ସରକାରୀ_ସହାୟତାରୁ_ବଞ୍ଚିତ_୧୭ନଂ_ୱାର୍ଡବାସୀ
କାଣୀ ନଦୀରେ ଦିତ୍ୱୀୟ ଥର ପାଇଁ ବନ୍ୟା ଆସିବା ଯୋଗୁ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାବିଲ୍ ଗ୍ରାମ ୧୭ ନଂ ୱାର୍ଡ ବାସୀଙ୍କୁ ମିଳୁନି ରିଲିଫ୍ ସହଯୋଗ। ଯାହାକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ ପାଇଛି।

10/08/2026

#ସଚେତନ_କରୁଛନ୍ତି_ଆଶା_ଅଙ୍ଗନବାଡି_ଦିଦି
ଦଶରଥପୁର ବାସୀଙ୍କୁ କଲବଲ କରୁଛି ବନ୍ୟା ଯନ୍ତ୍ରଣା। ବନ୍ୟା ଛାଡିଥିଲେ ମଧ୍ୟ ଅନେକ ଗ୍ରାମ ବନ୍ୟା ପାଣି ଘେରରେ ଅଛନ୍ତି। ଅନେକ ଘର ଭାଙ୍ଗି ଯାଇଛି।

09/08/2026

#ଘାଇମୁହଁ_ଦେଇ_ଗର୍ଜନକରି_ପ୍ରବେଶ_କରୁଛି_ବନ୍ୟା_ପାଣି
#କସପା_ବଜାର_ଜଳମଗ୍ନ

ଦଶରଥପୁର ବ୍ଲକ କାଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଛି। ଡୋଭାବିଲ ପାଟଣାର ମୁକୁଳା ଘାଇ ଦେଇ ବନ୍ୟା ଜଳ ଗ୍ରାମରେ ପ୍ରବେଶ କରିବା ଦ୍ୱାରା ବହୁ ଲୋକେ ପୁନର୍ବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।


09/08/2026

#ଶୌଚ_ହେବାକୁ_ଯାଇ_ଭାସିଗଲେ
#ଓଡ଼୍ରାଫ୍_ପକ୍ଷରୁ_ଉଦ୍ଧାର_ଜାରି

ବନ୍ୟା ପାଣି ଭାସି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ହେଲେ ଦଶରଥପୁର ବ୍ଲକ ଡୋଭାବିଲ ପାଟଣା ଗ୍ରାମର ମହେଶ୍ୱର ସୂତାର। ଶୌଚ ହେବାକୁ ବନ୍ଧ ତଳକୁ ଯିବା ସମୟରେ ଅତଡ଼ା ଖସି ମହେଶ୍ୱର ପାଣିରେ ଭାସି ଯାଇଥିବା ସୂଚନା। ଉଦ୍ଧାର କାର୍ଯ୍ୟ ଜାରି।

09/08/2026

#ମୋର_୨୦୦ନଡ଼ିଆ_ଭାସିଗଲା
#ସନ୍ଧ୍ୟାରୁ_ଏଯାଏଁ_କିଛି_ଖାଇନୁ
ଦଶରଥପୁର ବ୍ଲକ କାଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଡୋଭାବିଲ ପାଟଣାର ମୁକୁଳା ଘାଇ ଦେଇ ବନ୍ୟା ଜଳ ଗ୍ରାମରେ ପ୍ରବେଶ କରିବା ଦ୍ୱାରା ବହୁ ଲୋକେ ପୁନର୍ବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

09/08/2026

#ଗ୍ରାମରେ_ଲହଡ଼ି_ମାରୁଛି_ବନ୍ୟା_ପାଣି
ଦଶରଥପୁର ବ୍ଲକ କାଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଡୋଭାବିଲ ପାଟଣାର ମୁକୁଳା ଘାଇ ଦେଇ ବନ୍ୟା ଜଳ ଗ୍ରାମରେ ପ୍ରବେଶ କରିବା ଦ୍ୱାରା ବହୁ ଲୋକେ ପୁନର୍ବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ଜଳ ଗ୍ରାମ ଭିତରେ ପ୍ରବେଶ କରିଛି।


09/08/2026

#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ବିଧାୟିକା_ଜିଲ୍ଲାପାଳ
ଦଶରଥପୁର ବ୍ଲକ କାଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଡୋଭାବିଲ ପାଟଣାର ମୁକୁଳା ଘାଇ ଦେଇ ବନ୍ୟା ଜଳ ଗ୍ରାମରେ ପ୍ରବେଶ କରିବା ଦ୍ୱାରା ବହୁ ଲୋକେ ପୁନର୍ବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ଯାଜପୁର ଜିଲ୍ଲାପାଳ ଓ ବିଧାୟିକା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।


08/08/2026

#ସୁସୁ_ହୋଇ_ଘାଇ_ମୁହଁ_ଦେଇ__ପଶୁଛି_ବନ୍ୟାପାଣି
#ପୁଣି_କାଣୀ_ନଦୀରେ_ପ୍ରବେଶ_କଲା_ବନ୍ୟା
ଯାଜପୁର ଜିଲ୍ଲା ଦଶରଥୁରପୁର ଡୋଭାବିଲ୍ ପାଟଣାରେ କାଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି

08/08/2026

#ଚେୟାର_ମାଡ଼ରେ_ନାୟିକା_ଆହତ
#ବେକ_କଟା_ସିନ୍_ସହିପାରିଲେନି_ଦର୍ଶକ
ଯାଜପୁର ରୋଡରେ ଚାଲିଥିବା ଅପେରା ଯାଜ୍ଞସେନୀର ପ୍ରଥମ ନାଟକ ସନାତନୀର ପରିବେଷଣ ବେଳେ ଦର୍ଶକ ଦେବତାଙ୍କ ଚେୟାର ମାଡ଼ରେ ମୁଖ୍ୟ ନାୟିକା ତମସା ମିଶ୍ର ଆହତ ହୋଇଥିବା ଦେଖିବାକୁ ମିଳିଛି ।ତେବେ ଏଭଳି ଦର୍ଶକ କାହିଁକି କଲେ ତାହା ଜଣା ପଡ଼ିନାହିଁ। କିନ୍ତୁ ଯାତ୍ରାରେ ନାୟିକାର ବେକକୁ କଟା ଯାଉଥିବାର ଦୃଶ୍ୟକୁ କିଛି ଦର୍ଶକ ଦେଖି ନ ପାରି ଚେୟାର ମାଡ଼ କରିଥିବାର କିଛି ଲୋକେ କହୁଥିବାର ଶୁଣିବାକୁ ମିଳୁଛି।

08/08/2026

#ଦେଖେଇଦେବୁ_ସରକାର_କେମିତି_ପତନ_ହୁଏ
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନ କ୍ରମେ ଯାଜପୁରରେ ଧାରଣା ଓ ପ୍ରତିବାଦ। ଜିଲ୍ଲାସଙ୍ଘର ସଭାପତି ସୁମନ କୁମାର ରାଉତଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଏକ ପ୍ରତିବାଦ ଶୋଭାଯାତ୍ରାରେ ଯଯାତି କେଶରୀ ମେଡ଼ିକାଲ କଲେଜ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ସମ୍ପାଦକ ପବିତ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ପ୍ରତିବାଦ ସଭା କରାଯାଇଥିଲା। ପରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଓଷ୍ଟା ସମେତ ସମନ୍ୱୟ ସମିତିର ସମସ୍ତ ସହଯୋଗୀ ସଂଗଠନର ପଦାଧିକାରୀ,କାର୍ଯ୍ୟକର୍ତ୍ତା ଶିକ୍ଷକ/ଶିକ୍ଷିକା, କର୍ମଚାରୀ ସାଥିଗଣ ବିପୁଳ ସଂଖ୍ୟାରେ ଯୋଗ ଦେଇ ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ।

Address

MAHABIR CHHAK
Jajpur
755001

Alerts

Be the first to know and let us send you an email when ML TV ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ML TV ODIA:

Shortcuts

Share