Rajendra Jena

Rajendra Jena Contact information, map and directions, contact form, opening hours, services, ratings, photos, videos and announcements from Rajendra Jena, Digital creator, Jajpur.

11/07/2025

ଆମ ଘରେ ଆଜି ମଟନ ଆଉ ଚିକେନ ହେଇଚି😂🍗

ନାଗାସାକିର ସ୍ଟାଣ୍ଡ ବୟ -  ୧୯୪୫ ମସିହାରେ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକିରେ ପରମାଣୁ ବୋମା ପଡିବା ପରେ ତୋଳା ଯାଇଥିବା ଏକ ଐତିହାସିକ ଫଟ...
19/06/2025

ନାଗାସାକିର ସ୍ଟାଣ୍ଡ ବୟ -
୧୯୪୫ ମସିହାରେ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକିରେ ପରମାଣୁ ବୋମା ପଡିବା ପରେ ତୋଳା ଯାଇଥିବା ଏକ ଐତିହାସିକ ଫଟୋ ଅଟେ। ଏହି ଫଟୋରେ, ପ୍ରାୟ ୧୦ ବର୍ଷ ବୟସର ଏକ ପିଲା ତା'ର ମୃତ ଭାଇକୁ ପିଠିରେ ବାନ୍ଧି ଶ୍ମଶାନ ବାହାରେ ଠିଆ ହୋଇଛି ଏବଂ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରୁଛି।

ଜଣେ ସୈନିକ ତାକୁ କହିଲା, "ତୁମର ମୃତ ଭାଇକୁ ତଳେ ରଖିଦିଅ। ଏହା ତୁମ ପାଇଁ ବୋଝ ହେବ।" ତେବେ ପିଲାଟି କହିଲା, "ଏହା ବୋଝ ନୁହେଁ, ଏ ମୋର ଭାଇ..!" ସୈନିକଟି ବୁଝିପାରିଲା ଏବଂ ଚୁପ୍ ହୋଇଗଲା। ସେଦିନଠାରୁ ଏହି ଫଟୋ ଜାପାନରେ ଏକତାର ପ୍ରତୀକ ହୋଇଛି।

**ଶିକ୍ଷା~~~**
ଭାଇ ବୋଝ ନୁହେଁ—ଯଦି ପଡିଯାଏ ତେବେ ଉଠାଇ ନିଅ, ଯଦି ଥକିଯାଏ ତେବେ ସହାରା ଦିଅ, ଯଦି ଭୁଲ୍ ହୋଇଯାଏ ତେବେ କ୍ଷମା କରିଦିଅ, କାରଣ ଭାଇ ଭାଇ ଅଟେ, ବୋଝ ନୁହେଁ। ଯଦି କେବେ ଦୁନିଆ ତାକୁ ଛାଡିଦିଏ, ତେବେ ତାକୁ ନିଜ ପିଠିରେ ଉଠାଇ ନିଅ…

ଯେ ନିଜ ରକ୍ତର ନୁହେଁ, ସେ କାହାରି ନୁହେଁ। ଟିକେ ଧନ-ସମ୍ପତ୍ତି ପାଇଁ ନିଜସ୍ୱଜନଙ୍କ ସହିତ ସମ୍ପର୍କ ଛିନ୍ନ କରୁଥିବା ଲୋକମାନେ, ଏହି ଘଟଣାରୁ କିଛି ଶିଖ|🙏

25/05/2025

Operation ଜବେଇ || Comedy video

10/05/2025

ହେ ଜଗା ⭕‼️⭕ ゚viralシ

18/04/2025

ଆକାଶରେ ବର୍ଷା ରାଣୀ ସଜେଇ ହଉଛି ଧରା ପୃଷ୍ଟକୁ ଓଲ୍ହେଇବା ପାଇଁ

17/04/2025

ଓଡ଼ିଆ ନୂତନ ବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା 🙏🥳   ❤️ଆମେ ଓଡ଼ିଆ ଭାରି ବଢିଆ❤️   ゚
14/04/2025

ଓଡ଼ିଆ ନୂତନ ବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା 🙏🥳
❤️ଆମେ ଓଡ଼ିଆ ଭାରି ବଢିଆ❤️

13/04/2025

11/04/2025

ଗାଁ ପୋଖରୀ ରେ ମାଛ ଧରା 🐟

11/04/2025

ଗାଁ ପୋଖରୀ ରେ ମାଛ ଧରା 🐟 ゚

07/04/2025

ଭୋଡା ସିମ ରେ ଯୋଡ଼ା ନେଟୱାର୍କ 😂

05/04/2025

ଓଡ଼ିଆ କମେଡି ଭିଡ଼ିଓ 😂

Address

Jajpur

Website

Alerts

Be the first to know and let us send you an email when Rajendra Jena posts news and promotions. Your email address will not be used for any other purpose, and you can unsubscribe at any time.

Share