Charming prava

  • Home
  • Charming prava

Charming prava please � follow and like

19/12/2025

ମନେରଖ ଗୋଟେ କଥା,,
ତୁମ ଯେତେ ଭଲ କାମ କର ନା କାହିଁକି ୧୦୦% ରୁ ୯୯% ଭଲ କାମ କରିଥାଓ
୧୦୦% ରୁ 01% ଖରାପ କାମ କରିଦିଅ
ଲୋକ ମାନେ ତୁମର ସେଇ ଖରାପ କାମ କୁ ମନେ ରଖିବେ,,

11/11/2025

Hi everyone! 🌟 You can support me by sending Stars - they help me earn money to keep making content you love.

Whenever you see the Stars icon, you can send me Stars!

11/11/2025

ଅତୀତ କନ୍ଦେଇଛି,
ବର୍ତମାନ କନ୍ଦଉଚି ଆଉ ଲୋକେ କହୁଛନ୍ତି ତୁ କାହିଁକି ବ୍ୟସ୍ତ
ହେଉଛି....🥺
ସବୁଠିକ ହେଇଯିବ ମୁଁ ଜାଣେ ହତଭାଗିନି ର୍ ଅତୀତ,
ବର୍ତ୍ତମାନ ଆଉ ଭବିଷ୍ୟତ ସବୁ ସମାନ .......... 😭😭😭

11/11/2025

Facebook 🆔 ରେ professional dashboard କେମିତି on କରିବେ

11/11/2025

ବୟସ ବଢିବା ସହ
ଆମ ହାତରୁ pencil ✏️ ଛଡାଇ ନେଇ pen 🖊 ଧରାଇଦିଅନ୍ତି , କାରଣ.........
ଏହା ବୁଝେଇବାକୁ ଯେ ଏବେ ଭୁଲ କଲେ ଆଉ ଲିଭେଇ ହେବ ନାହିଁ........!!!

Address


756032

Website

Alerts

Be the first to know and let us send you an email when Charming prava posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share