Odisha Samachar

Odisha Samachar Odisha Samachar123 one of the largest and most trusted media news outlets of odisha for the latest and most unbiased news updates... follows us

18/09/2026

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ମହୋତ୍ସବରେ ଝଲସୁଛି ଜଟଣୀ ସହର,ମୀନାବଜାର,ଅପେରା ଓ ଠାକୁର ଦର୍ଶନ ପାଇଁ ଲାଗୁଛି ଲୋକଙ୍କ ଭିଡ @ Odisha Samachar

18/09/2026

ଜଟଣୀ ଗଣେଶ ମହୋତ୍ସବରେ ଧମାଲ୍ କରୁଛି ଯାତ୍ରା ଶ୍ରୀ ବିଶ୍ୱ ଦରବାର !ଥାନା ପଛପଟ ଯାତ୍ରା ପଡିଆରେ ପୁଣି ସେହି ବହୁ ଚର୍ଚ୍ଚିତ ନାଟକ ଢୋଲିଆ ପରିବେଷଣ ।


18/09/2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଆଇନ ମନ୍ତ୍ରୀ ଙ୍କ ଶୁଭେଚ୍ଛା ବାର୍ତ୍ତା ସହ ଦୀର୍ଘାୟୁ କାମନା।



17/09/2026

ନୟାଗଡ଼ ଏସଡିପିଓ ଙ୍କ ସୂଚନା ଧରାପଡି ଥିବା ଚୋର ଦଳ ଉତ୍ତରପ୍ରଦେଶର ଅଟନ୍ତି।

16/09/2026

ଓଡିଶା ପାଇଁ ଗୌରବ ଆଣିଲେ ନୟାଗଡ଼ର ଝିଅ !
ଥାଇଲାଣ୍ଡ ରେ ହୋଇଥିବା ମିସ୍ ଟିନ୍ ସୁପର ଗ୍ଲୋବରେ ନୟାଗଡ଼ ସୁନାଲଟି ଗାଁର ଆୟାନୀ ବିଜୟ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

16/09/2026

ନୟାଗଡ଼ ସହରରେ ବୁଲୁଛନ୍ତି ମୁଖାପିନ୍ଧା ବାହାର ରାଜ୍ୟର ଚୋର ଦଳ । ଗତକାଲି ରାତିରେ ଘରେ ପଶି ଚୋରି କରୁଥିବା ଦୃଶ୍ୟ ସି ସି ଟିଭି ରେ କୟଦ୍ ହୋଇଛି ।

*ସେକ୍ସ ରାକେଟ୍ ଠାବ ୨ ଯୁବତୀ ୨ ଗ୍ରାହକ ଅଟକ* *-ଅନୁଗୁଳ ସହରରେ ସେକ୍ସ ରାକେଟ୍ ଠାବ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ ସ୍ପେଶାଲ ସ୍କ୍ୱାଡ ଓ ...
16/09/2026

*ସେକ୍ସ ରାକେଟ୍ ଠାବ ୨ ଯୁବତୀ ୨ ଗ୍ରାହକ ଅଟକ*

*-ଅନୁଗୁଳ ସହରରେ ସେକ୍ସ ରାକେଟ୍ ଠାବ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ ସ୍ପେଶାଲ ସ୍କ୍ୱାଡ ଓ ଟାଉନ୍ ପୋଲିସର ମିଳିତ ରେଡ୍ ୨ ଯୁବତୀ, ୨ ଗ୍ରାହକଙ୍କ ସହ ଘର ମାଲିକ ଅଟକ*


15/09/2026

ପୂଜା ଚାନ୍ଦା ଆଦାୟ କୁ ନେଇ ଜୟପୁର ମେନ୍ ରୋଡରେ ଦୋକାନ ଭଙ୍ଗାରୁଜା କରିବା ସହ ଦୋକାନୀଙ୍କୁ ମାଡ ମାରିବା ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି !


14/09/2026

#ଚାଲୁଥିଲା_ଦେହବେପାର_ହଠାତ୍_ଚଢ଼ାଉକଲା_ସ୍ପେଶାଲସ୍କ୍ୱାଡ_୩ଦେହଜୀବୀ_୩ଗ୍ରାହକ_ଥାନାରେ_ଅଅଟକ
ଯାଜପୁର ବ୍ୟାସନଗର ପଦ୍ମପୁର ସ୍ଥିତ ଏକ ଘରେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କାର୍ଡ ଚଢ଼ାଉ କରି ୩ଜଣ ଦେହଜୀବି ସହିତ ୩ ଜଣ ଗ୍ରାହକକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏସଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ହୋଇଥିଲା ଏହି ଚଢ଼ାଉ।

14/09/2026

ଜଟଣୀ ହରିଭାଇନା ଛକରେ ଭୋର୍ ୩ ଟାରେ ଏକ ମୋଟର ସାଇକଲରେ ଦୁଇ ଜଣ ଯୁବକ ଦ୍ରୁତ ଗତିରେ ଆସି ରୋଡ ଦିବାଇଡର ରେ ପିଟି ହୋଇ ମୃତ ।ମୃତ ଯୁବକ ମାନେ ଜଟଣୀ କୁଦିଆରୀ ଗ୍ରାମର ବୋଲି ସୂଚନା।


Address

Bachhara Patna, Street No/12C
Jatni

Alerts

Be the first to know and let us send you an email when Odisha Samachar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share