HHR News
- Home
- India
- Jharsuguda
- HHR News
Language : Odia, Hindi, English

01/04/2025
: - -
: 01-04-2025,
ଆଜିଠୁ ବଦଳିବ ୫ଟି ଆର୍ଥିକ ନିୟମ:ନୂଆ ଆୟକର ସ୍ଲାବ୍,ନିଷ୍କ୍ରିୟ ନମ୍ବର ପାଇଁ ନୂଆ ୟୁପିଆଇ ନିୟମ,ନୂଆ କ୍ରେଡିଟ୍ କାର୍ଡ ନିୟମ,ଏକୀକୃତ ପେନସନ ଯୋଜନା ଓ ନୂଆ ଜିଏସଟି ସୁରକ୍ଷା ଫିଚର।
ଭୁବନେଶ୍ବର:୨୧,୪୬୨ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ଵ କୋଠା ନାହିଁ, ବିଦ୍ୟୁତ୍ ସଂଯୋଗ ୨୩,୮୨୩ କେନ୍ଦ୍ରରେ ନାହିଁ।
ପୁରୀ:ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ?୪ ଓ ୫ତାରିଖରେ ଶୃଙ୍ଖଳାର ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ।
କମିବ ଖରା, କିଛି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା : ବଦଳିପାରେ ପାଣିପାଗ ମିଜାଜ।
ସୁଭଦ୍ରା ଆବେଦନ ଅବଧି ଶେଷ, ମାର୍ଚ୍ଚ ୩୧ ଥିଲା ଆବେଦନର ଶେଷ ତାରିଖ।
ଆଜିଠୁ ଡିପ୍ଲୋମା ଓ ପୋଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଅନଲାଇନ୍ ରେ ନାମଲେଖା ଆବେଦନ ଆରମ୍ଭ।
୨୦୨୪-୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ଇତିହାସରେ ସର୍ବାଧିକ ଆୟ ସହ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି।
କେନ୍ଦ୍ରାପଡାରୁ ଆସିଲା ସାଂଘାତିକ ଅଭିଯୋଗ; ପ୍ରଧାନମନ୍ତ୍ରୀ ଆବାସ ଘର ସର୍ଭେ ପରେ ବ୍ଲକ ଅଧିକାରୀ ମାଗୁଛନ୍ତି ଟଙ୍କା।
କେନ୍ଦୁଝର ଜିଲ୍ଲା କଳିଗାଁ ପଞ୍ଚାୟତ:ଅବଧି ସରିଲା, ଧାନ ବିକି ପାରିଲେନି ଚାଷୀ, ଫେବୃୟାରୀରୁ ଆସିଥିଲା ଟୋକନ୍।
ଚୌଦ୍ବାର:ସରିଲା ଟ୍ରାକ ମରାମତି, ଚୌଦ୍ବାର ନିର୍ଗୁଣ୍ଡିରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ।
କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ; ୭ ଆନ୍ତରାଜ୍ୟ ସାଇବର ଠକ ତାମିଲନାଡ଼ୁ ଓ କର୍ଣ୍ଣାଟକରୁ ଗିରଫ।
ଭୁବନେଶ୍ୱର:CTTC ଓ CIPET ଡିପ୍ଲୋମା ପ୍ରବେଶିକା ପରୀକ୍ଷା ପାଇଁ କୋଚିଙ୍ଗ ସହାୟତା:9937201957,9937295957
ଅମାନିଆ ଗାଡି ଚାଳକ ସାବଧାନ,ବାକିଥିବା ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ।
ଯାଜପୁର ରୋଡ଼:କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ୧୭ ଗିରଫ।
ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ, ୪ ଟି ମାମଲା ରୁଜୁ।
ସମ୍ବଲପୁର : ଭିସୁଟର ପାସ୍ ଆଉଟ ଛାତ୍ରୀ ମୃତ୍ୟୁ ଘଟଣାରେ, ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଗିରଫ।
ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କର କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ : ଛତିଶଗଡ଼ ହାଇକୋର୍ଟ।
ଚଣ୍ଡୀଗଡ଼:ସ୍ତ୍ରୀର ରିଲ୍ସ ପାଇଁ ଚାଲିଗଲା ସ୍ୱାମୀଙ୍କ ଚାକିରି; ବିଚ୍ ରାସ୍ତାରେ ପତ୍ନୀ ନାଚିବା ପରେ ନିଲମ୍ବିତ ହେଲେ କନେଷ୍ଟବଳ।
ସୀମା ମୁକୁଳା , ବଢୁଛି ଅନୁପ୍ରବେଶ: ବାଂଲାଦେଶ- ଭାୟା ପଶ୍ଚିମବଙ୍ଗ- ଠିକଣା ଓଡ଼ିଶା।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଏହାର ସାଢ଼େ ୭ କୋଟି ସଦସ୍ୟଙ୍କ ଲାଗି ଅଗ୍ରିମ ଅର୍ଥ ଉଠାଣ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ୫ ଗୁଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି।
ମୁମ୍ବାଇ: ଅଶ୍ବିନୀଙ୍କୁ ୪ ଓ୍ବିକେଟ୍, ମୁମ୍ବାଇର ପ୍ରଥମ ବିଜୟ,କେକେଆର ୮ ଓ୍ବିକେଟ୍ ରେ ପରାସ୍ତ
ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପରୀକ୍ଷଣ ଆରମ୍ଭ କଲା ଭାରତ।
ଭାରତର ସବୁଠାରୁ ଧନୀ ଆଇଏଏସ୍ ଅଫିସର, ଦରମା ୧ ଟଙ୍କା – ୨୦୦୪ ଛତିଶଗଡ଼ କ୍ୟାଡରର ବିଶିଷ୍ଟ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମିତ କଟାରିଆ।
ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା। ୨, ୩ , ୪ ତାରିଖରେ ବର୍ଷା
ଆସନ୍ତା ୧୫ରୁ ୨୦ ଦିନ ଭିତରେ ସରକାର ନୂଆ ଅବକାରୀ ନୀତି ଆଣିବେ
ସୁଭଦ୍ରା ମାଗଣା ଟଙ୍କା ପାଇବାପାଇଁ ଆବେଦନ ଅବଧି ଶେଷ, ମାର୍ଚ୍ଚ ୩୧ ଥିଲା ଶେଷ ତାରିଖ।
ଆଜିଠାରୁ ଡିପ୍ଲୋମା ଓ ପୋଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଅନଲାଇନ୍ ରେ ନାମଲେଖା ଆବେଦନ ଆରମ୍ଭ।
ରାଜ୍ୟର ୨୧,୪୬୨ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ଵ କୋଠା ନାହିଁ, ବିଦ୍ୟୁତ୍ ସଂଯୋଗ ୨୩,୮୨୩ କେନ୍ଦ୍ରରେ ନାହିଁ।
ପୁରୀରେ ଭକ୍ତଙ୍କୁ ଭଦ୍ରୋଚିତ ବ୍ୟବହାର ଉପରେ ୪ ଓ ୫ତାରିଖରେ ଟିଉସନ ହେବେ ଶ୍ରୀମନ୍ଦିର ସେବାୟତ।
ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠପଢିଲେ ଓ ସରକାରୀ ଚାକିରି କଲେ ବୋଲି କଂଗ୍ରେସର ଅଭିଯୋଗ
ଓଡିଶା ସୀମା ମୁକୁଳା। ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ସିଧା ଆସୁଛନ୍ତି ଓଡ଼ିଶା। ରାଜଧାନୀ ଜାଭିୟର ଛକରେ ବୁର୍ଖା ପିନ୍ଧା ରୋହିଙ୍ଗା ଭିକାରୀ ଭିଡିଓ ଭାଇରାଲ
କେନ୍ଦୁଝର ଜିଲ୍ଲାରେ ସମୟ ସରିଲା, ଧାନ ବିକି ପାରିଲେନି ଚାଷୀ, ଫେବୃୟାରୀରୁ ଆସିଥିଲା ଟୋକନ୍।
ଗାଡି ଚଳାଇବା ନିୟମ କଡ଼ାକଡ଼ି। ବାକିଥିବା ଟ୍ରାଫିକ ଇ-ଚାଲାଣ ଟଙ୍କା ସରକାରଙ୍କୁ ନଦେଲେ ଲାଇସେନ୍ସ କ୍ୟାନସଲ ହେବ
କଟକ ଚୌଦ୍ବାରରେ ସରିଲା ଟ୍ରାକ ମରାମତି, ଚୌଦ୍ବାର ନିର୍ଗୁଣ୍ଡି ରୁଟରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ।
ସମ୍ବଲପୁର ଭିସୁଟର ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଗିରଫ
ବାଲେଶ୍ଵର ନୀଳଗିରିରେ ଗଛତଳୁ ମୃତଦେହ ଉଦ୍ଧାର। ବେକରେ ଦଉଡି, କିନ୍ତୁ ମାଟିରେ ବସିଛି ମୃତଦେହ।
ଯାଜପୁର କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ୧୭ ଗିରଫ।
ଭୁବନେଶ୍ୱର ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ, ୪ ଟି ମାମଲା ରୁଜୁ
ବାଲେଶ୍ଵର ସୋରରେ ପଣ୍ଡ ହେଲା ବ୍ୟାଙ୍କ ଲୁଟ ଉଦ୍ୟମ, ଗ୍ରାମ୍ୟ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରେ ଥିବା ବାକ୍ସଗୁଡିକୁ ଭାଙ୍ଗିଛନ୍ତି
ଗତବର୍ଷ ନନ୍ଦନକାନନ ଇତିହାସରେ ସର୍ବାଧିକ ଆୟ ସହ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି।
ଛତିଶଗଡ଼ ଦନ୍ତେୱାଡା, ବିଜାପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଏକାଧିକ ମାଓବାଦୀ ମୃତ
କୁମ୍ଭମେଳା ଭାଇରଲ ଗାର୍ଲ ମୋନାଲିସା ରକ୍ଷା ପାଇଗଲା। ଫିଲ୍ମ ଅଫର ଦେଇଥିବା ନିର୍ମାତା ସନୋଜ ମିଶ୍ର ଦୁଷ୍କର୍ମ ଅଭିଯୋଗରେ ଗିରଫ
ଦିଲ୍ଲୀର ପଞ୍ଜାବୀ ବାଗରେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ। ୨ ପିଲାଙ୍କ ମୃତ୍ୟୁ, ଜଣେ ଆହତ
ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ହରିୟାଣାର ଜିନ୍ଦ-ସୋନିପତ ରୁଟରେ ପରୀକ୍ଷଣ ଆରମ୍ଭ
ଆଇପିଏଲ କ୍ରିକେଟରେ ଅଶ୍ବିନୀଙ୍କୁ ୪ ଓ୍ବିକେଟ୍, ମୁମ୍ବାଇର ପ୍ରଥମ ବିଜୟ, କେକେଆର ୮ ଓ୍ବିକେଟ୍ ରେ ପରାସ୍ତ
ଆଜିଠାରୁ ୧୨ଲକ୍ଷ ୭୫ ହଜାର ପର୍ଯ୍ୟନ୍ତ ଆୟରେ ପଡ଼ିବନି ଆୟକର, ୟୁପିଆଇ ଟ୍ରାଞ୍ଜାକସନ ଓ କ୍ରେଡିଟ କାର୍ଡରେ ନୂଆ ନିୟମ
ପ୍ରୋଭିଡେଣ୍ଟ ଫଣ୍ଡ ଉଠାଣ ସୀମା ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
ଅନେକ ପର୍ଯ୍ୟଟକ ଆମେରିକା ଯାତ୍ରା ବାତିଲ କରୁଛନ୍ତି। ଏହା ଆମେରିକା ଅର୍ଥନୀତିରେ ପ୍ରଭାବ ପକାଇପାରେ
=======================
#ଆଜି_ଉତ୍କଳ_ଦିବସ
ଆଜି ଜନ୍ମଦିନ: ଗୁରୁ ତେଗ ବାହାଦୂର, ତରୁଣ ଗୋଗୋଇ, ଅଜିତ ୱାଦେକର, କେବି ହେଡଗେୱାର, ତଥଗତ ଶତପଥୀ, ମଧୁସୂଦନ କାନୁନଗୋ (ବ୍ରହ୍ମପୁର)
ଇତିହାସରେ ଆଜି ଦିନ: (୧୯୩୫) ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥାପିତ/ (୧୯୭୩) ବାଘ ସୁରକ୍ଷା ପ୍ରୋଜେକ୍ଟ ଆରମ୍ଭ/ (୨୦୦୪) ଗୁଗୁଲ ଦ୍ୱାରା ଜିମେଲ ସେବା ଆରମ୍ଭ/ (୧୯୪୯) କିଛି ଦେଶଙ୍କୁ ନେଇ ନାଟୋ ଗଠିତ
=======================
ଗଛ ବଞ୍ଚାନ୍ତୁ। କାଗଜ ବ୍ୟବହାର ନକରି ମୋବାଇଲ ଓ ଟିଭିରେ ଖବର ଦେଖନ୍ତୁ
मंगलवार, 01 अप्रैल 2025 के मुख्य सामाचार
West Bengal : बंगाल के 24 परगना में गैस सिलेंडर फटा, 4 बच्चों समेत 7 लोगों की मौत मचा हड़कंप
J&K: आतंकियों व सुरक्षा बलों के बीच मुठभेड़, तीन दिनों के भीतर दूसरा Encounter, 3 आतंकी घिरे
'समंदर के संरक्षक हम, भारत का नहीं लेना देना'; मोहम्मद यूनुस के विवादित बोल
मोदी सरकार 2 अप्रैल को पेश कर सकती है वक्फ संशोधन विधेयक
वक्फ बिल पर सहमति बनाने के पक्ष में नहीं कांग्रेस, संविधान पर बताया हमला; रिजिजू का दावा- समर्थन में विपक्षी पार्टियां
7 Sisters Of India: भारत के ‘7 सिस्टर्स’ पर बांग्लादेश की बुरी नजर, मोहम्मद यूनुस ने ड्रैगन को दे दिया बड़ा ऑफर
डोनाल्ड ट्रंप बोले- नॉर्थ कोरिया से बातचीत की एक लाइन खोली गई, भविष्य में समझौते की संभावना
औरंगजेबपुर अब शिवाजी नगर; उत्तराखंड में 17 जगहों के बदले गए नाम, CM धामी की मुहर
जम्मू-कश्मीर में बड़े पैमाने पर आतंकी घुसपैठ, 120 से अधिक आतंकवादी एडवांस हथियारों के साथ छिपे, सर्च ऑपरेशन तेज
जरा बचके! अप्रैल-जून में आसमान से बरसेगी 'आग', गर्मी होगी और भी खतरनाक; IMD का अलर्ट
कुणाल कामरा के घर पहुंची मुंबई पुलिस, कमीडियन ने ली चुटकी- 'ये वक्त की बर्बादी'
चिराग पासवान की मां और चाचा पारस की पत्नी के बीच हुआ झगड़ा, घर से निकाला, कमरों में लगाया ताला
NASA: 'बोइंग के स्टारलाइनर कैप्सूल पर फिर भरेंगे उड़ान', नौ महीने बाद घर लौटने पर बोले बुच और सुनीता विलियम्स
LPG: नए वित्त वर्ष में एलपीजी सस्ती होने के आसार, शुल्क तय करने के लिए सरकार लाई नई नीति बनाने का प्रस्ताव
मेरठ में नमाज के दौरान जमकर पत्थर चले, फायरिंग:मुरादाबाद में हंगामा, दोबारा नमाज कराई; सहारनपुर में फिलिस्तीनी झंडा लहराया...
उदयपुर में पूर्व केंद्रीय मंत्री गिरिजा व्यास झुलसीं:गणगौर की पूजा के दौरान चुन्नी ने पकड़ ली आग; अहमदाबाद रेफर
राजस्थान की जेलों में प्रतिबंधित सामानों की रोकथाम के लिए बड़ा कदम, जेल कर्मचारियों को मिलेगा इनाम और प्रमोशन
भारत ने हिंदुस्तान एयरोनॉटिक्स लिमिटेड पर रूस को 'अवैध' तकनीक बेचने के NYT के आरोपों को किया खारिज
IPL 2025 Points Table: मुंबई को पहली जीत से मिला जबरदस्त फायदा, करारी शिकस्त के बाद केकेआर आखिरी स्थान पर फिसला
वक्फ संशोधन बिल 2 अप्रैल को पेश हो सकता है, रिजिजू बोले- इसकी तैयारी कर रहे; शाह ने कहा था- इसी सत्र में लाएंगे
वक्फ संशोधन विधेयक संविधान पर सीधा हमला', केंद्र पर बरसे जयराम रमेश; TDP और JDU से पूछा उनका रुख
मोहन भागवत ने सोमवार को कहा कि आज पूरा विश्व भारत की ओर समाधान की तलाश में देख रहा है। उन्होंने जोर देकर कहा कि भारत की प्राचीन ज्ञान परंपरा, विशेष रूप से हमारे शास्त्रों में निहित ज्ञान, न केवल भारत के लिए बल्कि संपूर्ण विश्व के उत्थान के लिए महत्वपूर्ण है
वरिष्ठ RSS नेता भैयाजी जोशी ने 'औरंगजेब विवाद' को बताया अनावश्यक, कहा- 'मकबरा बना रहेगा,आरएसएस के नेता ने नागपुर में एक कार्यक्रम से इतर संवाददाताओं से एक सवाल के जवाब में कहा कि जिसकी भी आस्था है, वह महाराष्ट्र के छत्रपति संभाजीनगर में स्थित उसकी कब्र पर जाएगा।
दैनिक भास्कर से बोलीं सुनीता विलियम्स- भारत महान, जल्द आऊंगी, लोगों से मिलकर एक्सपीरियंस शेयर करूंगी, अंतरिक्ष से हिमालय देखना शानदार
कठुआ में सुरक्षाबलों और आतंकियों के बीच मुठभेड़, 3 दहशतगर्दों के छिपे होने की आशंका, सर्च ऑपरेशन जारी
अब और ताकतवर बनेगा भारत! अमेरिका के साथ मिलकर परमाणु रिएक्टरों का करेगा डिजाइन और निर्माण, चीन को मिलेगी टक्कर
HAL की ऊंची उड़ान: 30400 करोड़ की रिकॉर्डतोड़ कमाई, ऑर्डर भी बढ़े
राउत बोले- मोदी रिटायरमेंट पर चर्चा करने नागपुर गए, RSS उत्तराधिकारी तय करेगा; फडणवीस बोले- पिता के रहते उत्तराधिकार पर चर्चा हमारी संस्कृति नहीं
उत्तराखंड में कई जगहों के नाम बदले, हरिद्वार का औरंगजेबपुर अब शिवाजीनगर से जाना जाएगा,अकबरपुर-मोहम्मदपुर और अब्दुलपुर जैसे नाम भी बदले गए
पश्चिम बंगाल में सिलेंडर ब्लास्ट, 7 की मौत, मरने वालों में 4 बच्चे और 2 महिलाएं शामिल, विस्फोट से घर में रखे पटाखे जलने से आग फैली
अहमदाबाद-बरौनी एक्सप्रेस में आग, इटारसी के पास सवा घंटे खड़ी रही ट्रेन; आग वाली बोगी को अलग कर रवाना की गई
पूर्व केंद्रीय मंत्री गिरिजा व्यास और कांग्रेस की वरिष्ठ नेता हादसे का शिकार, आरती करते समय दुपट्टे में आग लगने से झुलसीं
2 हाथ लंबी मूंछ, हाथों में तलवार और भाले; जयपुर में निकली गणगौर माता की शाही सवारी-
सावधान! अप्रैल से जून में खूब पड़ने वाली है गर्मी, लू की मार भी करेगी बेहाल; मौसम विभाग ने चेताया,आज से ही झेलनी होगी तपिश
मुंबई ने IPL 2025 में पहला मैच जीता, कोलकाता को 8 विकेट से हराया; अश्विनी कुमार को 4 विकेट, रायन रिकेलटन की फिफ्टी
https://whatsapp.com/channel/0029VaBfLZSDuMRkcFIObV28
नए टैक्स रिजीम में 12.75 लाख तक की छूट, एटीएफ 6 हजार रुपए सस्ता, इनएक्टिव मोबाइल पर UPI बंद; आज से लागू हुए बदलाव
म्यांमार में भूकंप से मरने वालों की संख्या 2,000 के पार, 3,900 से ज़्यादा लोग घायल, जीवित बचे लोगों की तलाश जारी
===============================
https://whatsapp.com/channel/0029VaBfLZSDuMRkcFIObV28
01/04/2025
ଆଜିର ରାଶିଫଳ, ୦୧ ଅପ୍ରେଲ ୨୦୨୫
#ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
#ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
#ମିଥୁନ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
#କର୍କଟ : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
#ସିଂହ: ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
#କନ୍ୟା: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
#ତୁଳା: ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
#ବିଛା : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
#ଧନୁ : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
#ମକର :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
#କୁମ୍ଭ: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
#ମୀନ: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

31/03/2025
:
: 31_03_2025_Monday
https://whatsapp.com/channel/0029VaBfLZSDuMRkcFIObV28
ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ,ରାଜ୍ୟ ସରକାରଙ୍କ ନିଷ୍ପତ୍ତି।
ଦିଶିଲା ଚାନ୍ଦ, ଆଜି ପାଳିତ ହେବ ଇଦ ଉଲ ଫିତର।
ପୁରୀ: ଶ୍ରୀଜିଉମାନଙ୍କର ଖସାପଡା ନୀତି, ଅପରାହ୍ନ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
ଭବାନୀପାଟଣା ଓ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ।
ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ମୋଟ ୧୦୦ ମାର୍କ ବଦଳରେ ୯୪ ମାର୍କ ପ୍ରଶ୍ନପତ୍ର।
ମା’ ବିରଜା ପୀଠରେ ଧସେଇ ପଶିଲେ ବିଦେଶୀ ପଯ୍ୟଟକ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ
ଭୁବନେଶ୍ୱର:୪୦ ଡିଗ୍ରୀ ଉପରେ ୮ ସହର,ବୈ।ଦ୍ଧ ସବୁଠୁ ଉତ୍ତପ୍ତ।
ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫୦ ହଜାର ଲୋକଙ୍କୁ ମିଳିବ ଘର।
ପୁରୀ:ଆଜିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ।
ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ।ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ।
ଢେଙ୍କାନାଳ:ଧରାହେଲା ୧୦ ଜଣିଆ ଚୋର ଗ୍ୟାଙ୍ଗ, ଲୁଟ୍ ପାଇଁ ମଦଭାଟିକୁ କରୁଥିଲେ ଟାର୍ଗେଟ।
ଏବେ ବର୍ଷକୁ ୨ଥର ହେବ ମାଟ୍ରିକ୍ ପରୀକ୍ଷା, ୧୦ମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ନୂଆ ସିଲାବସ୍ ଜାରି କଲେ CBSE।
ମାଲକାନଗିରି:୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ନାଁରେ ଥିଲା ୬୮ ଲକ୍ଷ ଟଙ୍କା ପୁରସ୍କାର।
ହିମାଚଳପ୍ରଦେଶର ମଣିକର୍ଣ୍ଣ ଅଞ୍ଚଳରେ ଭୂସ୍ଖଳନ, ୬ ମୃତ।
କାମାକ୍ଷା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଘଟଣା: ତଦନ୍ତ କରିବେ ରେଳ ସୁରକ୍ଷା ଆୟୁକ୍ତ, ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ।
ବିଶାଖାପାଟଣା:ଷ୍ଟାର୍କ, କୁଲଦୀପଙ୍କ ବୋଲିଂ ସଫଳତା; ଦିଲ୍ଲୀର ୨ୟ ବିଜୟ।
ଗୁଆହାଟୀ:ହସରଙ୍ଗା,ରାଣାଙ୍କ ରାଜୁତି; ଚେନ୍ନାଇକୁ ହରାଇଲା ରାଜସ୍ଥାନ।
ୟାଙ୍ଗନ:ମିଆଁମାର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୭୦୦ ଛୁଇଁଲା।
ପାକିସ୍ତାନରେ ୧୨ ଆତଙ୍କବାଦୀ ନିପାତ,୧୦ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଉତ୍ତଜନା।
କଥା ନ ମାନିଲେ ବୋମା ବର୍ଷିବ, ଇରାନକୁ ଏମିତି ଚେତାବନୀ ଦେଲେ ଟ୍ରମ୍ପ।
ଆଜିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା। ଏପ୍ରିଲ ୨ ତାରିଖରୁ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ହାଲୁକା ବର୍ଷା ଓ କାଳବୈଶାଖୀ
ଓଡ଼ିଶା ଦିବସ ଠାରୁ ଅପ୍ରେଲ ୧୪ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ
ସାମ୍ବାଦିକଙ୍କ ପରୀକ୍ଷାରେ ତ୍ରୁଟି। ଅଭିଯୋଗ ପରେ ଓପିଏସ୍ସି କହିଲା ପ୍ରିଣ୍ଟିଂଗ ଭୁଲ ହେଇଗଲା।
ମହାପ୍ରଭୁଙ୍କ ଖସାପଡା ନୀତି, ଅପରାହ୍ନ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା । କଳାହାଣ୍ଡିରୁ ଶୁଭାରମ୍ଭ, ଘର ପାଇଁ ଟଙ୍କା ଦେବେ ସରକାର
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରହସନ, ଆଜିଠାରୁ ୪ ଦିନ କାମ ବନ୍ଦ
ଏବେ ବର୍ଷକୁ ୨ଥର ହେବ ମାଟ୍ରିକ୍ ପରୀକ୍ଷା, ୧୦ମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ନୂଆ ସିଲାବସ୍ ଜାରି କଲେ ସିବିଏସଇ
କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କୁ ନେଇ ଗୁଆହାଟୀ ଗଲା ସ୍ବତନ୍ତ୍ର ଟ୍ରେନ୍।
କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଦେବ ରେଳବାଇ
ଇଦ୍ ଓ ରାମ ନବମୀ ପାଇଁ ଭୁବନେଶ୍ଵରରେ ହାଇ ସିକ୍ୟୁରିଟି । ପୋଲିସର କନଭୟ ପାଟ୍ରୋଲିଂ ଆରମ୍ଭ
ବ୍ରହ୍ମପୁର ସିଟି ହସ୍ପିଟାଲ୍ରେ ସୂଚନା ପ୍ରଣାଳୀ ମେସିନ୍ ଅଚଳ। ପରିଚାଳନା ଅବ୍ୟବସ୍ଥା ଯୋଗୁଁ ଏମିତି ହେଲା।
ଉତ୍କଳ ବିଶ୍ଵବିଦ୍ୟାଳୟ ମଧୁସୂଦନ ଛାତ୍ରାବାସରେ ଫିଲୋସଫି ଦ୍ଵିତୀୟ ବର୍ଷର ଛାତ୍ର ତାପସ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ
ଯାଜପୁର କୋରେଇ ଥାନା ପୋଲିସଙ୍କୁ ସଂଘବଦ୍ଧ ଆକ୍ରମଣ, ଚୋରଙ୍କୁ ଛଡେଇ ନେଲେ ଦୁର୍ବୃତ୍ତ
ସୁରକ୍ଷା କର୍ମୀଙ୍କୁ ନମାନି ଯାଜପୁର ବିରଜା ମନ୍ଦିରରେ ବଳପୂର୍ବକ ପ୍ରବେଶ କଲେ ବିଦେଶିନୀ
ବରଗଡ଼ ବଜାରରେ ବୁଲିଲା ବୁଲଡୋଜର, ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଯାଏ ଜବରଦଖଲ ଉଚ୍ଛେଦ, ଭାଙ୍ଗିଲା ଘର ଓ ଦୋକାନ।
ଭୁବନେଶ୍ୱର ପଳାଶୁଣୀରେ ହାଇୱା କଲା ସିରିଜ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଗଲେ ସ୍କୁଟି ଚାଳିକା, କାର ଚାଳକ, ପୋଲିସ
କାମାକ୍ଷାନଗର ଗାଡି ଧକ୍କାରେ ଚିକିତ୍ସାଧୀନ ସ୍ୱାମୀଙ୍କ ମୃତ୍ୟୁ, ପତ୍ନୀ ଗୁରୁତର। ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ
କଣ୍ଟାବାଞ୍ଜି ଗୁଡ଼ିଘାଟ ଗାଁରେ ବନ୍ଦ ଘର ଭିତରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର
କବିସୂର୍ଯ୍ୟନଗର ପଥରପାଲିରେ ଅଜଣା ବ୍ୟକ୍ତି ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଲକ୍ଷ୍ମୀ ନାରାୟଣ ପାଇକରାୟ ମୃତ।
ଢେଙ୍କାନାଳରେ ଧରାହେଲା ୧୦ ଜଣିଆ ଚୋର ଗ୍ୟାଙ୍ଗ, ଲୁଟ୍ ପାଇଁ ମଦଭାଟିକୁ କରୁଥିଲେ ଟାର୍ଗେଟ।
ଭୁବନେଶ୍ବର ସ୍ବେରେଜ୍ ବୋର୍ଡ ସହକାରୀ ପ୍ରକଳ୍ପ ପରିଚାଳକ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଗିରଫ
ଛତିଶଗଡ଼ ରେ ମାଓବାଦୀଙ୍କ ଶିବିର ଧ୍ୱଂସ କରି ୧୧ ମହିଳା ନକ୍ସଲଙ୍କୁ ନିପାତ କଲେ ଯବାନ
ଆଇପିଏଲ କ୍ରିକେଟରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ। ଚେନ୍ନାଇକୁ ହରାଇଲା ରାଜସ୍ଥାନ।
ହିମାଚଳପ୍ରଦେଶର ମଣିକର୍ଣ୍ଣ ଅଞ୍ଚଳରେ ଭୂସ୍ଖଳନ, ୬ ମୃତ।
ପ୍ରଶାନ୍ତ ମହାସାଗରର ଦ୍ବୀପ ରାଷ୍ଟ୍ର ଟୋଙ୍ଗାରେ ୭.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ସତର୍କତା।
ପାକିସ୍ତାନରେ ୧୨ ଆତଙ୍କବାଦୀ ନିପାତ,୧୦ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଉତ୍ତଜନା।
ପୁଟିନଙ୍କୁ ହତ୍ୟା ଉଦ୍ୟମ। ବିଳାସପୂର୍ଣ୍ଣ କାର ବିସ୍ଫୋରଣ ନେଇ ଆତଙ୍କ ସୃଷ୍ଟି
=======================
ଆଜି ଇଦ ଉଲ ଫିତର
#ଆଜି_ଜନ୍ମଦିନ: ଆନନ୍ଦୀ ଯୋଶୀ (ପ୍ରଥମ ମହିଳା ଡାକ୍ତର), ଶୀଲା ଦୀକ୍ଷିତ, ମୀରା କୁମାର, ଗୁରୁ ଅଙ୍ଗଦ, ନେହା କପୁର, ହମ୍ପି କୋନେରୁ, ହଳଧର ନାଗ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ହେମା ଗମାଙ୍ଗ
#ଆଜି_ତିରୋଧାନ: ଆଇଜାକ ନିଉଟନ, ମୀନା କୁମାରୀ, ବ୍ରାଣ୍ଡନ ଲି
#ଇତିହାସରେ_ଆଜିଦିନ: (୧୭୭୪) ଭାରତରେ ପ୍ରଥମ ପୋଷ୍ଟ ଅଫିସ ଖୋଲିଲା/ (୧୮୬୭) ବମ୍ବେରେ ପ୍ରାର୍ଥନା ସମାଜ ସ୍ଥାପିତ/ (୧୮୭୦) ଆମେରିକାରେ ପ୍ରଥମ କଳା ନାଗରିକଙ୍କ ଭୋଟଦାନ/ (୧୭୪୫) ପ୍ରାଗରୁ ଜିଉ ମାନଙ୍କୁ ବାହାର କରାଗଲା/ (୨୦୨୦) ବ୍ରିଟିଶ ନାଗରିକ ରବର୍ଟ ୧୧୨ ବର୍ଷରେ ବିଶ୍ୱର ବୟସ୍କ ବ୍ୟକ୍ତି ହେଲେ/ (୨୦୨୧) ନ୍ୟୁୟର୍କ ରେ ଖୁସିବାସିରେ ଗଞ୍ଜେଇ ସେବନ ଆଇନ ସମ୍ମତ ହେଲା/ (୨୦୨୧) ଭାରତର ଜନସଂଖ୍ୟା ହେଲା ୧୨୧ କୋଟି
=======================
୍ଚାନ୍ତୁ_କାଗଜ_ବ୍ୟବହାର_ନକରି_ମୋବାଇଲ_ଓ_ଟିଭିରେ_ଖବର_ଦେଖନ୍ତୁ
ବନ୍ଦେ ଉତ୍କଳ ଜନନୀ
Hindi
#सोमवार__31_मार्च_2025 के मुख्य सामाचार
मारे गए आतंकियों के शव बरामद, तो वहीं J&K में घुसपैठ पर बड़ा खुलासा,...
‘समझौता करो, नहीं तो बमबारी होगी’, ट्रंप ने परमाणु समझौते को लेकर ईरान को दी धमकी
म्यांमार भूकंप में 300 परमाणु बम एक साथ फूटने जितनी तबाही!10 हजार मौतों की आशंका
हथियार डाल दो तो हमास नेताओं को गाजा छोड़ने देंगे, बेंजामिन नेतन्याहू की दो टूक
PM बनने के बाद पहली बार RSS मुख्यालय पहुंचे मोदी, संघ को बताया भारतीय संस्कृति का ‘वट वृक्ष’
ईद से पहले बीड की मस्जिद में विस्फोट, ओवैसी ने पूछा- क्या ये आरोपी आतंकी नहीं, UAPA क्यों नहीं लगाई?
Greenland: 'हम किसी के अधीन नहीं, अपना भविष्य खुद तय करेंगे', ग्रीनलैंड के PM का अमेरिकी राष्ट्रपति पर पलटवार
Earthquake: म्यांमार और बैंकॉक के बाद 7.1 तीव्रता के भूकंप से थर्राया टोंगा, सुनामी की चेतावनी जारी
Train Accident Video: ओडिशा ट्रेन हादसे में एक की मौत, 8 घायल, बैंगलोर-कामाख्या के 11 डिब्बे पटरी से उतरे
Bihar Politics : ‘अब इधर-उधर जाने का सवाल ही नहीं’, सीएम नीतीश ने गृहमंत्री अमित शाह को दिया भरोसा
कठुआ में 3 नहीं, 5 आतंकी मौजूद:सुरक्षाबलों ने 10KM के दायरे में घेरा; आतंकियों की मदद करने वाले 10 संदिग्धों से पूछताछ जारी
पानी का रिपोर्ट कार्ड:देश के 161 जलाशयों में 42% पानी, एक हफ्ते में 3% घटा; MP समेत 4 राज्यों के 26 जलाशयों में पर्याप्त पानी
3 राज्यों में हीटवेव, 2 में बारिश का अलर्ट:राजस्थान में न्यूनतम तापमान 10 डिग्री के नीचे पहुंचा; छत्तीसगढ़ के रायपुर में पारा 40° पार
कन्हैया कुमार के बाउंसर और समर्थकों के बीच झड़प, VIDEO:अररिया में यात्रा को बीच में ही छोड़कर दिल्ली निकले, समर्थक बोले- राहुल गांधी ने बुलाया है
बिलासपुर में मोदी बोले-कांग्रेस सरकार में खूब घोटाले हुए:PM ने कहा- जैसे किचन तक पाइप से पानी पहुंचता है, वैसे अब गैस भी पहुंचेगी
पाकिस्तान में आतंकवादियों के खिलाफ सैन्य अभियान : सुरक्षाबलों ने अलग-अलग स्थानों पर की फायरिंग, 10 आतंकवादी ढेर
पीएम मोदी ने दी राजस्थान दिवस की बधाई, कहा- विकसित राजस्थान के लक्ष्य की प्राप्ति हेतु हमारी सरकार पूर्णतः प्रतिबद्ध
दिल्ली ने हैदराबाद टीम को दहलाया... स्टार्क के बाद बल्लेबाजों की आंधी में उड़ी SRH, लगातार दूसरा मैच हारे
RR vs CSK: चेन्नई को 6 रनों से हरा राजस्थान ने खोला जीत का खाता, नीतीश के बाद हसरंगा चमके; ऋतुराज की मेहनत पर फिरा पानी
बिलासपुर में मोदी बोले-कांग्रेस सरकार में खूब घोटाले हुए, PM ने कहा- जैसे किचन तक पाइप से पानी पहुंचता है, वैसे अब गैस भी पहुंचेगी
शाह बोले-लालू को लाज नहीं, गाय का चारा खा गए, सिर्फ अपने परिवार को सेट किया; NDA सरकार बनाइए, बिहार को बाढ़ मुक्त कर देंगे
गृहमंत्री शाह का हरियाणा दौरा, मेडिकल कॉलेज को देंगे हॉस्टल और आईसीयू की सौगात; CM सैनी भी रहेंगे साथ
19 अप्रैल से चलेगी कश्मीर की पहली वंदे भारत एक्सप्रेस, जम्मू स्टेशन पर काम बाकी, इसलिए पीएम कटरा स्टेशन से हरी झंडी दिखाएंगे
आज देश मनाएगा ईद… दिल्ली टू बंगाल शांति बनाए रखने के लिए प्लान; संभल में भी हाई अलर्ट
संयुक्त किसान मोर्चा और KMM आज पंजाब में प्रदर्शन करेंगे। किसानों के दोनों फोरम आज दोपहर से सीएम भगवंत मान के अलावा अन्य कैबिनेट मिनिस्टर व विधायकों के खिलाफ ये प्रदर्शन करेंगे
हिमाचल में लैंडस्लाइड से कारें दबीं, 6 मरे, हरियाणा की युवती घायल, पंजाब के टूरिस्ट की मौत; तूफान में पेड़ गिरने के बाद मिट्टी ढही
आखिरी 30 गेंदों में CSK की बैटिंग हुई फेल, धोनी-जडेजा की धीमी बल्लेबाजी पड़ी टीम पर भारी, राजस्थान ने 6 रन से जीता मैच
IPL में दिल्ली की लगातार दूसरी जीत, हैदराबाद को 7 विकेट से हराया, स्टार्क ने झटके 5 विकेट; डु प्लेसिस की फिफ्टी
शेयर बाजार आज ईद की छुट्टी के चलते बंद रहेगा, इंडिगो पर ₹944.20 करोड़ का जुर्माना, कंपनियों को टू-व्हीलर के साथ 2 ISI हेलमेट देना जरूरी
शेयर बाजार में इस हफ्ते उतार-चढ़ाव का अनुमान, US टैरिफ अपडेट से लेकर FII-DII फ्लो तक; यह फैक्टर्स तय करेंगे बाजार की चाल
मौसम विभाग ने पहले ही अप्रैल को लेकर अलर्ट जारी कर दिया है। इसके मुताबिक, अप्रैल की गर्मी इस बार रिकॉर्ड तोड़ने वाली है। हालांकि आने वाले दिनों में कुछ राज्यों में बारिश का अलर्ट जारी किया गया ह
तीसरी बार राष्ट्रपति बनने को लेकर सीरियस हैं ट्रंप, कहा- 'मैं मजाक नहीं कर रहा''समझौता करो, नहीं तो बमबारी होगी...''न्यूक्लियर डील' को लेकर ट्रंप की ईरान को खुली धमकी
==============================
31/03/2025
ଆଜିର ରାଶିଫଳ, ୩୧-୦୩-୨୦୨୫, ସୋମବାର
#ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
#ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
#ମିଥୁନ: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ ।
#କର୍କଟ : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
#ସିଂହ: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ ।
#କନ୍ୟା: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
#ତୁଳା: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
#ବିଛା: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
#ଧନୁ : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
#ମକର : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
#କୁମ୍ଭ : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
#ମୀନ : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

30/03/2025
: - -
: 30-03-2025
https://whatsapp.com/channel/0029VaBfLZSDuMRkcFIObV28
ଗ୍ରୀଷ୍ଣ ପ୍ରବାହ ସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ,ଗ୍ରୀଷ୍ଣ ପ୍ରବାହ ମୁକାବିଲା ସଂପର୍କିତ ମାର୍ଗ ଦର୍ଶିକା ପାଳନ ସହ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ।
ଭୁବନେଶ୍ୱର:ମାର୍ଚ୍ଚ ୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।
ଜଗତସିଂହପୁରରେ ହେବ ମେଡିକାଲ କଲେଜ, ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୂଚନା।
ଭୁବନେଶ୍ୱର:ସୁଭଦ୍ରାରୁ ବାଦ ପଡ଼ିଲେ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା।
ଭୁବନେଶ୍ୱର:ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି।
ମାଲକାନଗିରି:ସୁକୁମାରେ ଗୁଳି ବିନିମୟ,୧୭ ମାଓବାଦୀ ନିପାତ,୪ ଜବାନ ଆହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ।
ନୂଆପଡ଼ା:ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭ ବାଇକ୍ ଜବତ।
ପୁରୀ:ସାହିଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ; ଏବେଠୁ ସଜ ହେଲେଣି କଳାକାର।
ସମ୍ବଲପୁର:ଜହର ହେଉଛି ମହାନଦୀ ପାଣି ; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଲା ସତର୍କବାଣୀ।
ଜଳେଶ୍ଵର:ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ SI ବିଜୟ ସାହୁ ଗିରଫ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀଡ଼ିତା।
୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର, ୬ ଜିଲ୍ଲାକୁ ସତର୍କ ସୂଚନା ଜାରି।
ଭୁବନେଶ୍ବର ବିମାନ ବନ୍ଦରରୁ ଲଗେଜ୍ ଭିତରୁ ଜୀବନ୍ତ ସାପ, ଗୋଧି, କଇଁଚ ଜବତ – ଜଣେ ଅଟକ।
ଭୁବନେଶ୍ୱର:୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି।
କିଟରେ ଇଫ୍ତାର ପାଳିତ: ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ କହିଲେ ଡ. ସାମନ୍ତ।
ବାଲେଶ୍ୱର: ମାର୍ଚ୍ଚ ୨୯ରେ ପାଳନ ହେଲା ମୁଢି ଦିବସ, GI ଟ୍ୟାଗ ପାଇଁ ହେଉଛି ଦାବି।
ଓଏଏସ୍ ସ୍ତରରେ ଅଦଳବଦଳ, ମୃଣାଳ କାନ୍ତି ଦାସ ହେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ
ଏପ୍ରିଲରୁ ଆସିପାରେ ନୂଆ ନିୟମ,ବ୍ୟାଙ୍କ କର୍ମଚାରୀମାନେ ଖୁସି ହେଉଥିଲା ବେଳେ , ଆଶା ଆଶଙ୍କାରେ ଗ୍ରାହକ।
IPL: ପ୍ରସିଦ୍ଧ,ସିରାଜଙ୍କ ବୋଲିଂ ସଫଳତା, ମୁମ୍ବାଇକୁ ହରାଇଲା ଗୁଜୁରାଟ।
ଆଜି ଦିଲ୍ଲୀ -ସନରାଇଜର୍ସ, ରାଜସ୍ଥାନ -ଚେନାଇ ଯୁଗଳ ଲଢେ଼ଇ।
ବାଘାହା(ବିହାର):ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ,ଜଳିଗଲା ୬୦ ଘର; ଅଧ ଡଜନ ଆହତ; ତିନି ଜଣ ନିଖୋଜ।
ମିଆଁମାରରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୬୪୪ରେ ପହଞ୍ଚିଲା; ତିନି ହଜାରରୁ ଊର୍ଦ୍ଧ୍ବ ଆହତ।
ମିଆଁମାର ଭୂକମ୍ପ ପୀଡ଼ିତଙ୍କ ପାଇଁ ଭାରତ ପଠାଇଲା ଫିଲ୍ଡ ହସ୍ପିଟାଲ, ୧୧୮ ଜଣିଆ ଡାକ୍ତରୀ ଦଳ ସାମିଲ।
୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲ ହେବେ ମୂଳପୋଛ: ଅମିତ୍ ଶାହା
ଇଦରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ସିରିୟାରୁ ଶୀଘ୍ର ସ୍ବଦେଶ ଫେରିବାକୁ ନିଜ ନାଗରିକଙ୍କୁ ଅପିଲ୍ କଲା ଆମେରିକା।
ସୁଭଦ୍ରା ଦ୍ଵିତୀୟ କିସ୍ତିରେ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା । ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି। ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା। ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି। ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି।
କାଳବୈଶାଖୀ ବର୍ଷା ପରେ ଏବେ ରାଜ୍ୟବାସୀଙ୍କୁ କଲବଲ କଲାଣି ଗ୍ରୀଷ୍ମ । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆହୁରି ୨ ଦିନ ଯାଏଁ ତାତିରୁ ମିଳବନି ନିସ୍ତାର। ଅସମ୍ଭାଳ ତାତିକୁ ନେଇ ୨ ଦିନ ଯାଏଁ ହିଟ ୱେଭ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।*
ରାଜ୍ୟ ସରକାର ଓଡ଼ିଶାର ଜଗତସିଂପୁର ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବେ। ଆଜି ବିଧାନସଭାରେ ବ୍ୟୟବରାଦ ବିଲ୍ ଉପରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି।ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ଜଗତସିଂପୁରରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବେ। ସରକାର ଜିଲ୍ଲାରେ ଏକ ଏୟାରଫିଲ୍ଡ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନେଉଛନ୍ତି।
ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା (JP Nadda) ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଦଳର ସାଂଗଠନିକ ଢାଞ୍ଚାକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ନେତୃତ୍ୱଙ୍କ ସହ ଯୋଗାଯୋଗ କରିବା ଲକ୍ଷ୍ୟରେ ରହିଛି।
ଲୋକସଭାରେ ପ୍ରସ୍ତାବିତ ଏବଂ ପାରିତ ତ୍ରିଭୁବନ ସହକାରୀ ବିଶ୍ଵବିଦ୍ୟାଳୟ ବିଲ୍ ୨୦୨୫କୁ ସ୍ଵାଗତ IFFCO ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିସହ କୁହାଯାଇଛି ଯେ, ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଗ୍ରାମୀଣ ଅର୍ଥନୀତି ମଜବୁତ ହେବ, ନୂଆ ରୋଜଗାର ସୃଷ୍ଟି ହେବ ଏବଂ ସହକାରୀ ମଣ୍ଡଳୀକୁ ଆଧୁନିକ ଶିକ୍ଷା ଏବଂ ଗବେଷଣା ସହିତ ସଂଯୁକ୍ତ କରାଯିବ।
ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ସକାଳ ୭.୩୦ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଚାଲିଥିଲା। ମୋଟ ୩୭୩ ଜଣ ଭୋଟରଙ୍କ ଭୋଟରଙ୍କ ମଧ୍ୟରୁ ୩୪୨ ଜଣ ଓକିଲ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ବରିଷ୍ଠ ଆଇନଜୀବୀ ସୁବାସ ଭୂଷଣ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରସନ୍ନ କୁମାର ମହାନ୍ତି ସମ୍ପାଦକ ଭାବରେ ବିଜୟ ଲାଭ କରିଛନ୍ତି ।ସେହିପରି ଉପସଭାପତି ଭାବେ ସରୋଜ କୁମାର ବିଶ୍ବାଳ, ଯୁଗ୍ମ ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ଅଲେଖ ଚରଣ ବାରିକ ବିଜୟ ଲାଭ କରିଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇ ଥିବା ବେଳେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।
ଜଣେ ୧୨ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ପଦ୍ମପୁର ପୋଲିସ ଜଣେ ଫରେଷ୍ଟରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରେଷ୍ଟରଙ୍କ ନାମ ନରସିଂହ ସତପଥୀ। ଖବର ଅନୁଯାୟୀ ପୀଡିତା ଅଭିଯୁକ୍ତଙ୍କ ପଡ଼ୋଶୀ ଥିଲେ। ଶୁକ୍ରବାର ଦିନ ପୀଡିତା ତାଙ୍କ ପଡ଼ୋଶୀଙ୍କ ଘରେ ପାଠପଢ଼ୁଥିବା ସମୟରେ ଏହି ଘଟଣା ଘଟିଥିଲା। କେନ୍ଦୁଗୁଡ଼ା ବନ ବିଭାଗରେ ବନ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ସତପଥୀ ଯୁବତୀଙ୍କୁ ପ୍ରଲୋଭିତ କରି ତାଙ୍କ ଘରକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଲୋୟର ପିଏମଜିରେ କଂଗ୍ରେସ ଦଳର ବିକ୍ଷୋଭ ସମୟରେ ଘଟିଥିବା ହିଂସା ଘଟଣାରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ମିର୍ଜା ଇସଲାମ ବେଗ ନାମକ ଜଣେ ବ୍ୟକ୍ତି ପାହଳ ଅଞ୍ଚଳର ହରିଦାଶପୁରର ବାସିନ୍ଦା।
ଆଜିଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ। କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର।
ଲୋକପ୍ରିୟ ଯାତ୍ରା କଳାକାର ନରୀ ପଣ୍ଡାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ନିଜେ ନରୀ ଏନେଇ ଗଣମାଧ୍ୟମରେ ମୁହଁ ଖୋଲି ପ୍ରକାଶ କରିଛନ୍ତି । ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ ଏବଂ ତାଙ୍କର କିଛି ସହଯୋଗୀ ନରୀଙ୍କୁ ଏକ ଢାବାକୁ ଡାକି ମାଡ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ଅପ୍ରେଲ ୩ ରୁ ୫ ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା
ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତିରେ ମାଗଣା ଟଙ୍କା ପାଇବାରୁ ବାଦ୍ ପଡ଼ିଲେ ୧.୮୩ ଲକ୍ଷରୁ ଅଧିକ ମହିଳା
ଜଗତସିଂହପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ଘୋଷଣା କଲେ ସରକାର।
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବଳ, ହାତେଇଛନ୍ତି ପରିଚୟ ପତ୍ର। ଠାବ କରିବ ଏସଟିଏଫ
ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ପଦବୀ ଖାଲି, ବହୁ ମାମଲା ବିଚାରାଧୀନ
ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି
କୋରାପୁଟ ତେନ୍ତୁଳିଗୁମ୍ମା ଗ୍ରାମରେ ଶାହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଅବହେଳିତ, ପରିବାର ଲାଗୁଛନ୍ତି ଦିନମଜୁରୀ।
ବିଧାନସଭାରେ ସୂଚନା, ମଦରୁ ୭୭୫୬.୧୪ କୋଟି ଟଙ୍କାର ରାଜସ୍ବ ପାଇଛନ୍ତି ରାଜ୍ୟ ସରକାର
ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
ଖୋର୍ଦ୍ଧା ବାଲିଅନ୍ତା ବ୍ଲକ୍ ସୁଧଷଡ଼ଙ୍ଗୀ ମୌଜାରେ ୨୦ଲକ୍ଷ ଖର୍ଚ୍ଚରେ ହୋଇଥିବା ବୋରୱେଲ୍ ଦୁଇମାସ ନପୁରୁଣୁ ଅଚଳ।
ଭୁବନେଶ୍ୱର ପଥରଗାଡ଼ିଆରେ ସରକାରୀ ଜମିରେ ଘର କରି ବିକୁଛନ୍ତି, ଦାମ ୩.୫ଲକ୍ଷ
ସମ୍ବଲପୁରରେ ବିଷାକ୍ତ ହେଉଛି ମହାନଦୀ ପାଣି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଲା ସତର୍କବାଣୀ।
ଗଂଜାମ ଭଞ୍ଜନଗରରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ
ନୂଆପଡ଼ାରେ ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭ ବାଇକ୍ ଜବତ।
ବାଲେଶ୍ଵର ଜଳେଶ୍ଵରରେ ଅନୈତିକ ସମ୍ପର୍କ ଅଭିଯୋଗରେ ସବ ଇନ୍ସପେକ୍ଟର ଗିରଫ
ଭୁବନେଶ୍ବର ବିମାନ ବନ୍ଦରରୁ ଲଗେଜ୍ ଭିତରୁ ଜୀବନ୍ତ ସାପ, ଗୋଧି, କଇଁଚ ଜବତ।
ସୁନ୍ଦରଗଡ କିରେଇ ଗାଁ ସାଥି ରମେଶ ସିଂ ହତ୍ୟାକାଣ୍ଡରେ ମହିଳାଙ୍କୁ ଆଜୀବନ ଜେଲ, ଜ୍ବାଇଁ ନିର୍ଦ୍ଦୋଷରେ ଖଲାସ
ସମ୍ବଲପୁର ମଣପୁରମ ଲୁଟ୍ ଘଟଣାରେ ନୂଆ ଲିଙ୍କ, ୭ ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ
ପୁରୀ ସାକ୍ଷୀଗୋପାଳ ଜୟା ହୋଟେଲ ଖୋଲିବା ପାଇଁ ଅନୁମତି। ଦିଆଯିବ ପୋଲିସ ସୁରକ୍ଷା। ଗାଈମାଂସ ମଟନ ପାଇଁ ହୋଇଥିଲା ବଦନାମ
ବାଲେଶ୍ୱରରେ ମାର୍ଚ୍ଚ ୨୯ରେ ପାଳନ ହେଲା ମୁଢି ଦିବସ, ଜିଆଇ ଟ୍ୟାଗ ପାଇଁ ହେଉଛି ଦାବି।
ଓଡ଼ିଆ ନୂଆବର୍ଷରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଗୁଣ୍ଡିଚା ମନ୍ଦିର ପାଖରେ ରହିବ ସୂଚନା କେନ୍ଦ୍ର, ଲାଗିବ ଏଲସିଡ଼ି ଡିସ୍ପ୍ଲେ
ଆଗାମୀ ଦୁଇ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି।
ଛତିଶଗଡ଼ ରେ ଯବାନଙ୍କ ଗୁଳିରେ ଟଳିଲେ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ
ଆଇପିଏଲ କ୍ରିକେଟରେ ପ୍ରସିଦ୍ଧ ଓ ସିରାଜଙ୍କ ବୋଲିଂ ସଫଳତା, ମୁମ୍ବାଇକୁ ହରାଇଲା ଗୁଜୁରାଟ।
ଆଇପିଏଲ ରେ ଆଜି ଦିଲ୍ଲୀ -ସନରାଇଜର୍ସ ଏବଂ ରାଜସ୍ଥାନ -ଚେନାଇ ଯୁଗଳ ଲଢେ଼ଇ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ଘୋଷଣା, ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ
ସାଉଦି ଆରବରେ ଇଦ୍ର ଚାନ୍ଦ୍। ଭାରତରେ ମାର୍ଚ୍ଚ ୩୧ରେ ପାଳନ ହେବ ଇଦ୍-ଉଲ୍-ଫିତର।
ଇଦରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସିରିୟାରେ ନିଜ ନାଗରିକଙ୍କୁ ସତର୍କ କଲା ଆମେରିକା।
ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଅପ୍ରେଲ ୧୪ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ମ୍ୟାମାରରେ ପ୍ରକୃତିର କୋପ, ଭୂକମ୍ପରେ ପୁଣି ଦୁଇଥର ଥରିଲା ଦେଶ
ମ୍ୟାମାରରେ ମୃତ୍ୟୁର ତାଣ୍ଡବ, ହଜାର ହଜାର ଲୋକ ନିଖୋଜ, ଜନଜୀବନ ବିପର୍ଯ୍ୟସ୍ତ। ଭାରତ ପଠାଇଲା ଫିଲ୍ଡ ହସ୍ପିଟାଲ, ୧୧୮ ଜଣିଆ ଡାକ୍ତରୀ ଦଳ ସାମିଲ
ଆମେରିକାକୁ ଓଡ଼ିଶାର ଷ୍ଟାର୍ଟଅପ୍ ପଠାଇବ ପ୍ରତିରକ୍ଷା ଡ୍ରୋନ୍
=======================
ଆଜି ଚୈତ୍ର ନବମୀ
ଆଜି ରାଜସ୍ଥାନ ଦିବସ
ଆଜି ଜନ୍ମଦିନ: ଦେବୀକା ରାଣୀ ଚୌଧୁରୀ, ରାଜୀବ ରୁଡ଼ି, ପଲକ ମୁଛଲ, ସ୍ୱାମୀ ଯୋଗାନନ୍ଦ, ନୋରା ଜୋନସ
ଆଜି ତିରୋଧାନ: ଗୁରୁ ହରକିଶନ, ଆନନ୍ଦ ବକ୍ସି
ଇତିହାସରେ ଆଜି ଦିନ: (୧୯୧୯) ଭାରତରେ ରୋଲାଟ ଆଇନକୁ ବିରୋଧ/ (୧୯୪୪) ବୁଲାଗେରିଆ ଉପରେ ମିଳିତ ସେନାର ବୋମାମାଡ/ (୧୯୪୯) ରାଜସ୍ଥାନ ପ୍ରଦେଶ ସ୍ଥାପିତ/ (୧୯୫୯) ଦଲାଇ ଲାମା ଭାରତକୁ ଗୁପ୍ତରେ ଆସିଲେ/ (୧୯୯୨) ସତ୍ୟଜିତ ରାୟ ଓସ୍କାର ପୁରସ୍କାର ପାଇଲେ/ ଫ୍ଲୋରିଡାରେ ପ୍ରାଦେଶିକ ସରକାର ତିଆରି
=======================
୍ଚାନ୍ତୁ_କାଗଜ_ବ୍ୟବହାର_ନକରି_ମୋବାଇଲ_ଓ_ଟିଭିରେ_ଖବର_ଦେଖନ୍ତୁ
#ବନ୍ଦେ_ଉତ୍କଳ_ଜନନୀ
रविवार, 30 मार्च 2025 मुख्य सामाचार
म्यांमार में आए भूकंप से हाहाकार...अब तक 1600 से ज्यादा लोगों की मौत, 3400 घायल और हजारों लापता
पीएम मोदी ने म्यांमार भूकंप पर जुंटा प्रमुख से की बातचीत, कहा- भारत एकजुटता के साथ खड़ा है
‘ऑपरेशन ब्रह्मा’: भारत ने भूकंप प्रभावित म्यांमा के लिए बचाव दल और राहत सामग्री भेजी
PM Modi: गुड़ी पड़वा पर आज नागपुर में रहेंगे मोदी; बतौर PM पहली बार जाएंगे संघ मुख्यालय; छत्तीसगढ़ को भी सौगात
चीन को एक अच्छे मित्र के रूप में देखना चाहता है बांग्लादेश, चीनी राष्ट्रपति से मुलाकात कर बोले मुहम्मद यूनुस
मुख्तार अंसारी गैंग के शूटर अनुज कनौजिया को यूपी STF ने जमशेदपुर में किया ढेर, ढाई लाख का था इनाम
छत्तीसगढ़ में फिर बड़ा एनकाउंटर, सुरक्षाबलों ने 16 नक्सली किए ढेर
Amit Shah: पटना पहुंचे केंद्रीय गृह मंत्री अमित शाह, गोपालगंज से बिहार विधानसभा चुनाव की करेंगे शंखनाद
पश्चिम बंगाल के मालदा में हिंसा- इंटरनेट बंद, 34 गिरफ्तार:उपद्रवियों ने दुकानें-गाड़ियां तोड़ीं, सामान लूटा; कलकत्ता हाईकोर्ट ने मांगी रिपोर्ट
देश में बनी 103 दवाओं के सैंपल फेल:हिमाचल में बनी 36 दवाएं शामिल, जांच में मानकों पर खरा नहीं उतरी
कांग्रेस बोली- मोदी सरकार ने बैंकों को कलेक्शन एजेंट बनाया:खड़गे बोले- मिनिमम बैलेंस न रखने पर जनता से ₹43,500 करोड़ वसूले
जम्मू से सेना के जवानों को लद्दाख भेजने से आतंकवादियों को मिला मौका, सुरक्षा के लिए बेहतर कदम उठाए जाने की जरुरतः उमर अब्दुल्ला
जम्मू-कश्मीर पुलिस ने फिलिस्तीन समर्थक प्रदर्शनकारियों पर यूएपीए के तहत मामला दर्ज किया
रिटायर्ड जस्टिस निर्मल यादव 17 साल पुराने मामले में बरी, घर के दरवाजे पर मिली थी नोटों की गड्डी
America: आंखें देखकर पहचाने प्रदर्शनकारियों के चेहरे, अमेरिका में इजरायल के खिलाफ किया था प्रदर्शन; अब होगा कार्रवाई
ट्रंप की टैरिफ धमकी के बीच अच्छी खबर! भारत-अमेरिका व्यापार समझौते के पहले दौर की बातचीत पूरी
परीक्षा को लेकर तनाव में हूं... चेन्नई में NEET की तैयारी कर रही 21 वर्षीय छात्रा ने की आत्महत्या
जम्मू-कश्मीर में CM Omar ने शहीद पुलिसकर्मियों को दी श्रद्धांजलि
IPL 2025 GT vs MI Highlights: गुजरात ने मुंबई को पटक खोला जीत का खाता, 36 रनों से जीता मैच🙏
!! 🚩हिंदू नववर्ष संवत २०८२!!🚩
!! 🚩चेत्र नवरात्रि - गुढी पाडवा!!🚩
पीएम मोदी के मन की बात का 120वां एपिसोड, नवरात्र, हिंदू नववर्ष, राननवमी और सुनीता विलियम्स पर बात कर सकते हैं
मोदी 12 साल बाद आज RSS मुख्यालय नागपुर जाएंगे, CM रहते गए, पीएम बनने के बाद पहली यात्रा; हेडगेवार और गोलवलकर के स्मारक पर जाएंगे
हिंदी की किसी भाषा से प्रतिस्पर्धा नहीं, इसके नाम पर देश को तोड़ना बंद करें', राजनाथ सिंह की नसीहत
राजनाथ सिंह ने कहा, यदि आप इतिहास उठाकर देखें तो पाएंगे कि जब जब भारत के सार्वजनिक जीवन में महिलाओं की सक्रिय भागीदारी बढ़ी है, एक नए भारत का उदय हुआ है। उन्होंने कहा, हमारे प्रधानमंत्री नरेंद्र मोदी ने महिलाओं की क्षमता और प्रतिभा पर पूरा विश्वास जताया है। आज देश में महिला नीत विकास की बात हो रही है। महिलाओं को जीवन के उन क्षेत्रों में भी काम करने का मौका दिया जा रहा है, जहां उनके लिए रास्ते बंद थे
अमित शाह आज से दो दिवसीय बिहार दौरे पर, देंगे करोड़ों की सौगात, लालू के गढ़ में करेंगे चुनावी सभा
MP-महाराष्ट्र की तर्ज पर बिहार में वोट प्रतिशत बढ़ाइए', अमित शाह ने बैठक में नेताओं को दिए निर्देश, कहा- कमजोर बूथों को मजबूत कीजिए
118 लोगों की मेडिकल टीम, म्यांमार पहुंचे दो और भारतीय विमान, मदद के लिए भारत चला रहा 'ऑपरेशन ब्रह्मा'
156 लड़ाकू हेलीकॉप्टर खरीद रहा है भारत, रक्षा मंत्रालय ने HAL से किया 62 हजार 700 रुपये का सौदा
ऑफशोर माइनिंग टेंडर पर राहुल गांधी की PM को चिट्ठी, लिखा- यह समुद्री जीवन के लिए खतरा, सरकार इसे कैंसिल करे
कांग्रेस बोली- मोदी सरकार ने बैंकों को कलेक्शन एजेंट बनाया, खड़गे बोले- मिनिमम बैलेंस न रखने पर जनता से ₹43,500 करोड़ वसूले
धार्मिक स्थलों के 500 मीटर के दायरे में नहीं बिकेगा मांस, अवैध बूचड़खाने भी होंगे बंद, नवरात्रि से पहले CM योगी ने दिए सख्त निर्देश
कॉमेडियन कुणाल कामरा पर 3 नए केस दर्ज, संजय राउत बोले- वह आतंकवादी नहीं, उन्हें कंगना की तरह स्पेशल प्रोटेक्शन मिलना चाहिए
शराब से 5 हजार करोड़, दूध से 210 करोड़ टैक्स, दिल्ली में 2023-24 में हर रोज 6 लाख लीटर शराब बिकी; विधानसभा में सरकार ने बताया आंकड़ा
- 10वें मैच में भिड़ेंगी दिल्ली-हैदराबाद, DC ने अपना पहला मैच जीता, SRH को एक में जीत एक में हार मिली; ईशान-हेड पर रहेंगी नजरें
गुजरात टाइटंस वर्सेस मुंबई इंडियंस,आईपीएल मैच, मुंबई को मिली लगातार दूसरी हार, गुजरात ने 36 रन से हराया
म्यांमार में भूकंप के हुई भीषण तबाही में अब तक 1644 लोगों की मौत हो चुकी है। अब भी मृतकों की संख्या बढ़ने की आशंका है। वहां आलम यह है कि लोगों के लिए अस्पतालों में जगह कम पड़ गई है। सड़कों पर उनका इलाज किया जा रहा है। भारत ने संकट की इस घड़ी में सबसे पहले मदद के लिए हाथ आगे बढ़ाए हैं।
https://whatsapp.com/channel/0029VaBfLZSDuMRkcFIObV28
==============================
(Sunday)
×××××××××××××××××××××××
×××××××××××××××××××××××
Happy Ugadi/Gudi Padwa 🙏🏻🥭🌺🌻🌹🌷🍂🚩
VISVAVASU SAMVATSARA
It is celebrated on the first day of the Shukla paksha of the Indian month of Chaitra
Ugadi or Yugadi literally means 'the beginning of a new age'. With reference to the commencement of the Kali Yuga that started when Lord Krishna left the world, Ugadi is celebrated as the New Year in the Deccan region that lies between the Vindhyachal hills and the Kaveri river,consisting of the states of Andhra Pradesh, Maharashtra, Goa and Karnataka.
2. President Droupadi Murmu has extended her greetings to the people on the eve of Chaitra Sukladi, Ugadi, Gudi Padava, Cheti Chand, Navreh and Sajibu Cheiraoba.
3. Prime Minister Shri Narendra Modi ’s Mann Ki Baat programme will air today at 11 AM.
4. Union Home Minister Amit Shah said that Government Aims to Eradicate Naxalism by March 2026.
5. PM Modi will visit Maharashtra and Chhattisgarh today (Sunday) . In Maharashtra, he will travel to Nagpur & visit Deekshabhoomi, he will lay the foundation stone of Madhav Netralaya Premium Centre in Nagpur and address a public meeting. He will also inaugurate the Loitering Munition Testing Range and Runway facility for UAVs at Solar Defence and Aerospace Limited in the city.
Thereafter, the Prime Minister will travel to Bilaspur in Chhattisgarh and dedicate multiple development projects worth over 33,000 crore rupees.
6. The Kosi Mechi Intra-State Link Project is initiative aimed at improving irrigation and flood management in Bihar. Recently approved by the Cabinet, this project is part of the Pradhan Mantri Krishi Sinchai Yojana-Accelerated Irrigation Benefits Programme (PMKSY-AIBP).
7. The Lok Sabha has recently passed the Carriage of Goods by Sea Bill, 2024. This legislation aims to update India’s maritime laws to align with international standards. It replaces the outdated Indian Carriage of Goods by Sea Act, 1925.
8. Telangana state government is likely to extend the deadline for payment of regularisation charges under the layout regularisation scheme (LRS) by a month and extend it up to April 30, following a surge in payments over the past week.
9. The India Meteorological Department has forecast that the maximum temperature is likely to increase over northwest India by 4 to 6 degrees Celsius from tomorrow till 2nd April.
10. The Indian Banks Association (IBA), a key representative body of the banking industry, has appointed State Bank of India (SBI) Chairman Challa Sreenivasalu Setty as its new chairman for the next fiscal year.
×××××××××××××××××××××××
××××××××××××××××××××××
1. Cash-at-judge's door case : CBI court acquits Nirmal Yadav in 17-year-old-case
Three other accused, Ravinder Singh Bhasin, Rajiv Gupta and Nirmal Singh, were also acquitted in the 2008 cash-at-judge's door case.
2. The CBI court pronounced its verdict after 28 years in the much talked bitumen scam case in Ranchi. The court of CBI’s special judge P.K. Sharma has sentenced five convicts, including former Bihar minister Md Ilyas Hussain, to three years of imprisonment each.
3. In Chhattisgarh, 17 Maoists, including 11 female Maoists, were killed in an encounter with security forces in the Sukma district of the Bastar division. Four security personnel were injured in this encounter.
4. In Jharkhand, police and security forces have achieved another success in the state-wide campaign being conducted against Naxalites. CRPF and police personnel have arrested Murari Bhuinya, area commander of banned extremist organization JJMP, from the Katia forest area under the Chhipadohar police station of the Latehar district.
"""""""" """""""""
A total of 131 National Security Guard commandos from the Gandhinagar regional hub were rescued by Surat Fire and Emergency Services (SFES) after they were trapped in a four-storey commercial complex due to a fire in the early hours of Saturday.
The commandos were in the city for the past three days for a drill in association with city police.
×××××××××××××××××××××××
××××××××××××××××××××××
₹ 86 (Approx)
💷 ₹111(Approx)
€ : ₹ 92 Approx)
🇨🇳 ¥ : ₹ 12
************************
77,414.92 −191.51 (0.25%)🔻
23,519.35 −72.60 (0.31%)🔻
***********************
Rates in Financial Capital Mumbai
: ₹ 90,900/ 10gm (24 krt)
: ₹ 105,100/KG
1. The Union Cabinet of India approved the Electronics Component Manufacturing Scheme. This initiative is backed by a substantial budget of ₹22,919 crore. The scheme aims to enhance India’s electronics manufacturing capabilities, focusing on the production of crucial electronic components.
2. Yield Engineering Systems (YES), a global leader in materials and interface engineering equipment, has shipped its first India-manufactured semiconductor tool, the VeroTherm Formic Acid Reflow, from its Coimbatore facility to a leading global semiconductor manufacturer. This marks a significant milestone as it is the first advanced semiconductor tool produced in India.
×××××××××××××××××××××××
×××××××××××××××××××××××
movie is scheduled to be theatrically released worldwide on today @ 30 March 2025.
The film stars Salman Khan and Rashmika Mandanna, and is directed by A.R. Murugadoss and produced by Sajid Nadiadwala.
××××××××××××××××××××
××××××××××××××××××××
1. India has approved a major defence deal worth Rs 62,000 crore to acquire 156 Light Combat Prachand helicopters from Hindustan Aeronautical Limited for the Indian Army and Air Force. These helicopters are capable of operating at high altitudes and are equipped with advanced attack systems. The formal induction to the Indian Air Force occurred in October 2022.
In June 2024, HAL received an order for 156 Light Combat Helicopters. Out of these 156 helicopters, 90 will be allocated to the Indian Army and 60 to the Indian Air Force. These helicopters are manufactured at HAL's Tumukru plant in Karnataka.
2. *OPERATION BRAHMA* : India to airlift filed hospital to Myanmar, sends naval ships. India has dispatched two naval ships to the neighbouring country while a field hospital is slated to be airlifted.
3. The 14th edition of the Indian-Russia bilateral naval exercise INDRA is scheduled from 28 March to 2 April 2025 off the coast of Chennai. This exercise represents milestone in the maritime partnership between India and Russia.
4. The Indian Army has recently developed the 'Kharga' Kamikaze drone, a significant advancement in aerial warfare technology. This high-speed, lightweight drone is designed for intelligence, surveillance, and targeted strikes, capable of reaching speeds of up to 40 meters per second.With a payload capacity of 700 grams of explosives, it is equipped with GPS navigation.
5. Indian High Commissioner to Bangladesh Pranay Verma called on Chief of Army Staff General Upendra Dwivedi in New Delhi and discussed a range of geostrategic issues. They exchanged views on issues of mutual interest, focusing on strengthening bilateral defence cooperation, enhancing military collaboration and exploring avenues for joint initiatives for strengthening regional security.
××××××××××××××××××××××
✈
××××××××××××××××××××××××
1. PM Modi will visit to the island nation Sri Lanka from the 4th to the 6th of April.
2. Prime Minister Narendra Modi spoke with Senior General Min Aung Hlaing of Myanmar over the phone following a devastating earthquake.
3. Foreign Secretary Vikram Misri has emphasized the strengthening alignment of strategic interests between India and the United States. Congratulating US Deputy Secretary of State Christopher Landau after his recent confirmation by the US Senate. The two officials also discussed increasing bilateral trade, defense, and technology collaboration, as well as issues related to mobility and migration.
4. India and Japan formalised loan agreements totalling 191.736 billion Japanese yen. This funding aims to support six diverse projects under Japan’s Official Development Assistance (ODA). The projects focus on crucial areas including urban transport, aquaculture, forest management, and biodiversity.
××××××××××××××××××××××××
🌎 🌍
========================
1. United States is grappling with a significant increase in measles cases. U.S. health authorities have said.
2. Four people have been killed and 21 injured in a Russian drone attack on the central Ukrainian city of Dnipro.
3. The death toll in Myanmar earthquake has risen to 1,000 following a powerful 7.7 magnitude quake on the Richter Scale.
4. The United Nations World Food Programme said on Friday it had halted its plans to halve rations for the million-plus Rohingya refugees living in Bangladesh after a successful appeal for more foreign aid.
5. The Philippines, Japan, and the US conducted a multilateral Maritime Cooperative Activity (MCA) within the Philippines’ Exclusive Economic Zone.
6. During the ‘Nutrition for Growth’ event hosted by France on March 27-28, 2025, UNESCO releases a new report highlighting meal quality. Titled Education and Nutrition: Learn to Eat Well, the report urged governments to enhance the nutritional quality of school meals worldwide.
************************
🚣🚴🏇🏊
*************************
Indian Premier League 2025
74 T20s
Mar 22 - May 25
Saturday, 29 Mar 2025
9th Match • Ahmedabad, Narendra Modi Stadium
gujarat-titans
GT: 196-8 (20)
Vs
Mumbai-Indians
MI: 160-6 (20)
Gujarat Titans won by 36 runs
2. In Table Tennis, India’s Manav Thakkar created history by becoming the first Indian to qualify for the final eight of a WTT Star Contender event. He defeated Andre Bertelsmeier of Germany, 3-2 in the men’s singles prequarterfinal at the WTT Star Contender in Chennai.
3. In Asian Wrestling Championship-2025, in 62 kg category, Manisha Bhanwala clinched India’s first gold medal since 2021 edition, while Antim Panghal settled for a bronze at Amman in Jordan .
""""""""""""""""""""""""""""""""""""""""
🇮🇳 🇮🇳
=======================
Rajasthan foundation day or Rajasthan Diwas: 30 Mar 1949
Rajasthan 'Land of Kings') covers 342,239 square kilometres or 10.4% of India's total geographical area. It is the largest Indian state by area and the seventh largest by population. Thar Desert (also known as the Great Indian Desert) and shares a border with the Pakistani provinces of Punjab to the northwest and Sindh to the west, along the Sutlej-Indus River valley
=======================
😀
=======================
“In a conflict between the heart and the brain, follow your heart.” =======================
=======================
Papa- Beta agr tum fail ho jao to mujhe papa mt kehna🤥
(Some days later)
Papa -Bete result ka kya hua?🤔🙄
Son- Dimag kharab mt kr "MangiLal"😡
"""""""""""""""""""""""""""""""""""""""
😳 ❓❓❓
------------------------------------
How do ants find their way to sweet products?
Ants, like other insects, use chemosense to detect sugar and other food. They have the ability to detect chemical substances in their environment. When these chemicals are even at low concentrations), they can be detected as smells by the olfactory receptors — small bristles on the insect's body.
Many species of ants communicate with their nest-mates using chemical scents known as pheromones. Each ant leaves a trail of pheromone as it looks for food. Once they reach the food, they grab a piece and turn around, following the same trail back to the nest. On the way back, they reinforce the trail by laying down more pheromone.
=======================
Sanskrit🙏🏻
=======================
अनन्तरम् - बाद में
=======================
🤔 IT WORKS ⁉ =======================
How are soft drinks made?
Soft drink is mainly carbonated water, sugar, citric acid and artificial flavourings. Sugar, citric acid and artificial flavourings are added in clarified carbonated water.
Sugar gives that sweet taste to the beverage and citric acid is responsible for the tangy taste. Citric acid also reduce the pH of the soft drink and gives it a mild preservation. Carbonation process is the process of adding Co2 to the liquid, which gives it that fizz, the bubbles which comes up when you open the bottle.
=======================
💁🏻♂ TODAY
=======================
First dam in India : Kallanai Dam, one of the world's oldest, still in use; build across the Kaveri river in Thiruchirapalli District in the state of Tamil Nadu in South India. originally constructed by the Chola king Karikala Cholan around the 2nd century AD
====================
The instrument used to measure Blood pressure?
: Sphygmomanometer
=======================
TODAY 🐣💐
=======================
Romesh Chandra (30 March 1919 – 4 July 2016) was an Indian leader of the Communist Party of India (CPI).
He took part in the Indian independence struggle as student leader of CPI after joining it in 1939.
He became president of the World Peace Council in 1977.
=======================
🙏🏻 & PHRASES
=======================
Slow and steady wins the race
Reliability is more important than speed
=========================
Alive × Dead
Deliberate : Planned
=========================
🛕 GYAN
(kindly inform, if given info is variance with actual facts🙏🏻) =======================
, "उगादि" शब्द संस्कृत के दो शब्दों "युग" (युग/आयु) और "आदि" (शुरुआत) से मिलकर बना है, जिसका अर्थ है "नए युग की शुरुआत.
UGADI is the New Year festival celebrated in the Indian states of Andhra Pradesh, Telangana, and Karnataka. It usually falls in March or April, marking the beginning of the Hindu lunisolar calendar. The festival signifies the arrival of spring and is associated with new beginnings.
Festive Foods: Special dishes like Ugadi Pachadi, a mix of jaggery, neem leaves, tamarind, and raw mango, symbolize the bittersweet nature of life.
In Maharashtra: Gudi Padwa is a traditional Maharashtrian festival celebrating the Hindu New Year. It marks the arrival of spring.
Setting up a 'Gudi' (a decorated pole with a tarpaulin or cloth) outside homes.
Preparing traditional sweets and dishes such as Puran Poli and shrikhand.
=======================
🧬 CARE: HOME REMEDIES🩺
( Note : These home tips followed in villages/ancient traditions, it is up to you to use it or not🙏🏻) =======================
Health Benefits of Buttermilk or Chaas
Reduces Acidity.
Fights Constipation.
Cooling Effect.
Prevents Dehydration.
Rich in Calcium.
Helps in Detoxification.
Reduces Blood Pressure.
=======================
Harihar Rajhans...✒️
÷÷÷÷÷÷ HHR News HHR News ÷÷÷÷÷÷÷
🙏 PLZ SHARE IT
Highlights
Address
Jharsuguda, Odisha
Jharsuguda
768213
Website
Alerts
Be the first to know and let us send you an email when HHR News posts news and promotions. Your email address will not be used for any other purpose, and you can unsubscribe at any time.