Swaraj News

Swaraj News fearless journalism with the power of Truth.

04/10/2026

ପୁରୀରେ ମହାତ୍ମା ଗାନ୍ଧୀ ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠା ଦିବସ !

03/10/2026

#କାନ୍ଦି_କାନ୍ଦି_ନେହୁରା_ହେଲେବି_ମିଳୁନାହିଁ_ପ୍ରଧାନମନ୍ତ୍ରୀ_ଗୃହ_ଯୋଜନା ପ୍ରଶାସନ କୁ ବାରମ୍ବାର ଅଭିଯୋଗ ଜଣାଇବା ପରେ କାନ୍ଦି ପକାଇଲେ ଗୋକୁଳ !

03/10/2026

#ଅଧ୍ୟାପକ_ଙ୍କ_ଦ୍ଵାରା_ଛାତ୍ରଙ୍କୁ_ନିର୍ଦ୍ଧୁମ_ମାଡ଼ ଏଭଳି ଘଟଣା ନୂଆପଡ଼ା ଧରମ ବନ୍ଧା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ !

30/09/2026

ବାରମ୍ବାର ଖବର ପ୍ରସାରଣ କରିବା ପରେ ମଧ୍ୟ ବୋଡ଼େନ ବଜାରରେ ଫେଲ୍ ମାରୁଛି ସ୍ୱଚ୍ଛ ଭାରତ ମିଶନ !

30/09/2026

ଆଳୁ ଖୋଳୁ ଖୋଳୁ ମହାଦେବ ଏଭଳି ଦୃଶ୍ୟ, ଅଭିଯୋଗ ଆଳିଲେ ଅଭିଭାବକ !

29/09/2026

ଆମ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନର ବୈଠକ ସଭାପତି ଶ୍ରୀ ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ନରେନ୍ଦ୍ରକୋଣ କାର୍ତ୍ତିକ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା !

29/09/2026

ମାଛ ପେଟିରେ ଗଞେଇର ଅନଲାଇନ୍ ଯାତ୍ରା୩୨ ପ୍ୟାକେଜ୍ ରେ ପ୍ରିୟ ୪ କୁଇଣ୍ଟାଲ ଜବତ ଠିକଣାକୁ ନେଇ ବଢିଲା ରହସ୍ୟ !

29/09/2026

କୋକସରା ରେ ଟ୍ରକଶହ ପିକପ ଭ୍ୟାନ ମୁହାମୁହିଁ ଜଣେ ମୃତ ଜଣେ ଗୁରୁତର ଆହତ ଚକାପନ୍ସର ହେବାରୁ ଦୁଘଟଣା ହୋଇଥିବା ଜଣାପଡିଛୀ !

29/09/2026

ଗଣିଆପୋଲିସ କୁ ବଡ ସଫଳତା,ଗଞ୍ଜେଇ ଜବତ ଜଣେ ଗିରଫ !

29/09/2026

ମୋ ଭବିଷ୍ୟତ ମୋ ହାତରେ କାର୍ଯ୍ୟକ୍ରମ ଅନୁଷ୍ଠିତ !

Address

Kakatpur
Kakatpur
752108

Telephone

+919438648082

Website

Alerts

Be the first to know and let us send you an email when Swaraj News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share