Bijay Kumar Mohanta

Bijay Kumar Mohanta social Activities

ଆଜି ପବିତ୍ର ସଂକଟତାରିଣୀ ବ୍ରତରେ ଜଗତ୍ ଜନନୀ ମାଆ ତାରିଣୀ ଠାକୁରାଣୀଙ୍କର  ସୁନାବେଶ ଦର୍ଶନ ଦେଉଛନ୍ତି ଭକ୍ତମାନଙ୍କୁ 😍🙏❤️
01/07/2025

ଆଜି ପବିତ୍ର ସଂକଟତାରିଣୀ ବ୍ରତରେ ଜଗତ୍ ଜନନୀ ମାଆ ତାରିଣୀ ଠାକୁରାଣୀଙ୍କର ସୁନାବେଶ ଦର୍ଶନ ଦେଉଛନ୍ତି ଭକ୍ତମାନଙ୍କୁ 😍🙏❤️

ରଜ ପର୍ବର ତୃତୀୟ ଦିବସ ରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦିବ୍ୟ ସୁନା ବେଶ ଦର୍ଶନ 🙏🌺🙏❤️🚩🌺🚩🙏ଜୟ ମା ତାରିଣୀ 🙏🏻
16/06/2025

ରଜ ପର୍ବର ତୃତୀୟ ଦିବସ ରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦିବ୍ୟ ସୁନା ବେଶ ଦର୍ଶନ 🙏🌺🙏❤️🚩🌺🚩🙏
ଜୟ ମା ତାରିଣୀ 🙏🏻

15/06/2025

#ସୁନାବେଶରେ_ମା_ତାରିଣୀ
ରଜ ସଂକ୍ରାନ୍ତିରେ ଭକ୍ତଙ୍କୁ ସୁନାବେଶରେ ଦେଉଛନ୍ତି ମାଆ ତାରିଣୀ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁର ମାଆ ତାରିଣୀ ଆଜି ରଜ ସଂକ୍ରାନ୍ତିରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ରଜପର୍ବ କେନ୍ଦୁଝର ଜିଲ୍ଲାର ଗଣପର୍ବ ହୋଇଥିବାବେଳେ, ଆଜି ଭଳି ପବିତ୍ର ଦିନରେ ମାଆ ତାରିଣୀଙ୍କ ସୁନାବେଶ ଦର୍ଶନ କଲେ ଅହୋଭାଗ୍ୟ ପ୍ରାପ୍ତି ହେବା ସହ ସବୁ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ସକାଳୁ ମାଆଙ୍କର ବିଶେଷ ନୀତି ଅନୁଷ୍ଠିତ ହୋଇ ସକାଳ ଆଳତୀ ଶେଷ ହେବା ପରେ ସୁନାବେଶରେ ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଜମିଛି ।

ଜଗା ଦୁଆରେ ଜନସମୁଦ୍ର....
11/06/2025

ଜଗା ଦୁଆରେ ଜନସମୁଦ୍ର....

ଘଟଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଆଜିର ପ୍ରାତଃ ଦର୍ଶନ 🙏🔱🚩❤️
06/06/2025

ଘଟଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଆଜିର ପ୍ରାତଃ ଦର୍ଶନ 🙏🔱🚩❤️

04/06/2025

Heart touching song 😭💔

15/05/2025

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ କେନ୍ଦୁଝର ଡିଏଫଓ ଏଚ୍ ଡି ଧନରାଜଙ୍କ ତତ୍ବାବଧାନରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ବନ ବିଭାଗ ଏକ ବଡଧରଣର ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ କେତେକ ଘର ଭିତରେ ଗଚ୍ଛିତ ଥିବା ୧୪ ଟି ଟ୍ରାକ୍ଟର ଭର୍ତ୍ତି କାଠ ଜବତ କରାଯାଇଛିା। ତେବେ ସାନ୍ତରାପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିଲା । କିନ୍ତୁ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି ।

ଆଜି ପବିତ୍ର ବୃଷ ସଂକ୍ରାନ୍ତି ରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା  ତାରିଣୀ ଦିବ୍ୟ  ସୁନା ବେଶ ଦର୍ଶନ 🙏🙏❤️❤️
15/05/2025

ଆଜି ପବିତ୍ର ବୃଷ ସଂକ୍ରାନ୍ତି ରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଦିବ୍ୟ ସୁନା ବେଶ ଦର୍ଶନ 🙏🙏❤️❤️

ଆଜି ପବିତ୍ର ମଙ୍ଗଳବାର ରେ ଦେବୀ ମା ତାରିଣୀ ଙ୍କ ଦିବ୍ୟ  ଦର୍ଶନ🙏
13/05/2025

ଆଜି ପବିତ୍ର ମଙ୍ଗଳବାର ରେ ଦେବୀ ମା ତାରିଣୀ ଙ୍କ ଦିବ୍ୟ ଦର୍ଶନ🙏

ପୁଣି ମର୍ମନ୍ତୁଦ ଦୁର୍ଘଟଣା,ଟ୍ରକ,କାର୍ ଏବଂ ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ, ବିଲେଇପଦା, କେନ୍ଦୁଝର
22/04/2025

ପୁଣି ମର୍ମନ୍ତୁଦ ଦୁର୍ଘଟଣା,
ଟ୍ରକ,କାର୍ ଏବଂ ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ, ବିଲେଇପଦା, କେନ୍ଦୁଝର

15/04/2025

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ର ଉଡା ଯାତ୍ରା ଆଜି ମଧ୍ୟ ବିଶ୍ୱ ପ୍ରସିଦ୍ଧ...
ଭକ୍ତଙ୍କ ଭିତରେ ଉତ୍ସାହ.. ଯେମିତି ହେଉ ଉପରୁ ପଡୁଥିବା ଫୁଲ ପାଖୁଡ଼ା ଏ ପାଇବାକୁ ସଭିଏଁ ବ୍ୟାକୁଳ..! ହଜାର ହଜାର ଭକ୍ତଙ୍କ ସମାଗମ ଭିତରେ ପିଠିରେ କଣ୍ଟା ଫୋଡି କାଳସୀ ଖୁବ୍ ଉଚ୍ଚତାରେ ଉପରେ ଉଡ଼ି ଉଡି ପୂଜାଫୁଲ ସବୁକୁ ପକାନ୍ତି, ତାକୁ ପାଇବା ପାଇଁ ଭକ୍ତ ଆତୁର..

14/04/2025

#ମାଆଙ୍କ_ଦିବ୍ୟ_ଦର୍ଶନ
ମହାବିଷୁବ ସଂକ୍ରାନ୍ତିରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ରାଣୀ, ସଙ୍କଟ ହାରିଣୀ #ମାଆ_ତାରିଣୀ
ସକାଳୁ ମାଆଙ୍କ କରନ୍ତୁ ଦିବ୍ୟ ଦର୍ଶନ....

Address

Karanjia

Website

Alerts

Be the first to know and let us send you an email when Bijay Kumar Mohanta posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bijay Kumar Mohanta:

Share