ShreSjit Life

ShreSjit Life Self-made in progress ⏳ | Hustle with patience | Stay humble 🔥
ସ୍ୱପ୍ନ ଛାଡ଼ିନି 🚀 | କର୍ମ ମୋର ଶକ୍ତି | Believe • Work • Win

"ଉତ୍ତପ୍ତ ପୃଥିବୀ,ବିପଦରେ ଭବିଷ୍ୟତ।"ଯେତେବେଳେ ଜଙ୍ଗଲ ନଷ୍ଟ ହୁଏ, ପୃଥିବୀର ତାପମାତ୍ରା ବଢ଼େ। ଆମେ ହେଉଛୁ ଶେଷ ପିଢ଼ି ଯିଏ ଏହି ପରିବର୍ତ୍ତନକ...
14/05/2026

"ଉତ୍ତପ୍ତ ପୃଥିବୀ,
ବିପଦରେ ଭବିଷ୍ୟତ।"
ଯେତେବେଳେ ଜଙ୍ଗଲ ନଷ୍ଟ ହୁଏ, ପୃଥିବୀର ତାପମାତ୍ରା ବଢ଼େ। ଆମେ ହେଉଛୁ ଶେଷ ପିଢ଼ି ଯିଏ ଏହି ପରିବର୍ତ୍ତନକୁ ରୋକିପାରିବା।
ଗଛ ବଞ୍ଚାନ୍ତୁ,
ପୃଥିବୀକୁ ରକ୍ଷା କରନ୍ତୁ। 🙌🌳
🤔 ଯଦି ଆଜି ଜଙ୍ଗଲ ଶେଷ ହୋଇଯାଏ,
ତେବେ ଆମ ପିଲାମାନଙ୍କ ପାଇଁ କେଉଁ ଦୁନିଆ ବାକି ରହିବ? 🌍💔

08/05/2026

📞😤 ଅଫିସ୍ ଟେନସନ୍ ଭିତରେ 😬!

Pov: You finally found the coolest rider in town. 😎​  ​  ​  ​ ❤️ ​
03/05/2026

Pov: You finally found the coolest rider in town. 😎

​ ​ ​ ​ ❤️ ​

My job isn’t to hold him back,but to be thelaunchpadfor his wildest dreams.⭕ ‼️ ⭕Jay Jagannath ଜୟ ଜଗନ୍ନାଥ               ...
29/04/2026

My job isn’t to hold him back,
but to be the
launchpad
for his wildest dreams.
⭕ ‼️ ⭕
Jay Jagannath ଜୟ ଜଗନ୍ନାଥ

ସବୁ ଅଛି ସତ,ହେଲେ ସେଇ ଆଶୀର୍ବାଦର ହାତ ଆଜି ନାହିଁ।ବାପା, ତୁମେ ଚାଲିଗଲା ପରେ ଏ ଦୁନିଆଟା ବଡ଼ ଅଜଣା ଲାଗୁଛି।ପ୍ରତିଟି ମୁହୂର୍ତ୍ତରେ ତୁମ କଥା...
22/04/2026

ସବୁ ଅଛି ସତ,
ହେଲେ ସେଇ ଆଶୀର୍ବାଦର ହାତ ଆଜି ନାହିଁ।
ବାପା, ତୁମେ ଚାଲିଗଲା ପରେ ଏ ଦୁନିଆଟା ବଡ଼ ଅଜଣା ଲାଗୁଛି।
ପ୍ରତିଟି ମୁହୂର୍ତ୍ତରେ ତୁମ କଥା ମନେପଡୁଛି। ❤️❤️😭

ଭକ୍ତି, ଶାନ୍ତି ଏବଂ ଇସ୍କନ। ❤️
20/04/2026

ଭକ୍ତି, ଶାନ୍ତି ଏବଂ ଇସ୍କନ। ❤️

ପରିବାରର ଆଶୀର୍ବାଦ ଏବଂ ପ୍ରଭୁଙ୍କ କୃପା ଯାହା ପାଖରେ ଅଛି, ସେ ହେଉଛି ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି।ଆଗକୁ ବଢ଼ିବା ପାଇଁ ଏତିକି ହିଁ ଯ...
18/04/2026

ପରିବାରର ଆଶୀର୍ବାଦ ଏବଂ ପ୍ରଭୁଙ୍କ କୃପା ଯାହା ପାଖରେ ଅଛି, ସେ ହେଉଛି ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି।
ଆଗକୁ ବଢ଼ିବା ପାଇଁ ଏତିକି ହିଁ ଯଥେଷ୍ଟ।
JAY Shree Ram 🙏🏻

14/04/2026

ଶୁଭ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା! 🙏🚩
​Someone is very excited to wish you a Happy Odia New Year! 🧒✨
Wishing you all health, happiness, and peace this Pana Sankranti.
⭕‼️⭕
Jay Jagannath ଜୟ ଜଗନ୍ନାଥ 🙏🏻


ସପିଂ ମସ୍ତି with friend 😊⭕ ‼️ ⭕Jay Jagannath ଜୟ ଜଗନ୍ନାଥ
02/04/2026

ସପିଂ ମସ୍ତି with friend 😊
⭕ ‼️ ⭕
Jay Jagannath ଜୟ ଜଗନ୍ନାଥ

Address

Rajnagar
Kendrapara District
754225

Alerts

Be the first to know and let us send you an email when ShreSjit Life posts news and promotions. Your email address will not be used for any other purpose, and you can unsubscribe at any time.

Share