mlfnews24

mlfnews24 MLFNEWS24 is a page through this page you can get short news about daily happenings.

31/01/2026

???? ବଜେଟ୍‌ରୁ ଲୋକମାନଙ୍କ ମୁଖ୍ୟ ଆଶା ???? 1. ଚାକିରି (Employment) ଯୁବମାନଙ୍କର ସବୁଠାରୁ ବଡ଼ ଆଶା — ✔️ ନୂଆ ଜବ୍ ସୃଷ୍ଟି ✔️ ଛୋଟ ବ୍ୟବସାୟ ପାଇଁ ....

https://m.facebook.com/story.php?story_fbid=122183083106562404&id=61566872147539
18/10/2025

ଏ ବ୍ୟକ୍ତିଙ୍କ ନାମ ଭରତଚନ୍ଦ୍ର ସାହୁ, ପିତା ସ୍ୱର୍ଗତ ବଳରାମ ସାହୁ, ଗ୍ରାମ- ବଳରାମ ପୁର ଗ୍ରାମପଞ୍ଚାୟତ ଆୟତପୁର ମାର୍ଶାଘାଇ, କେନ୍ଦ୍ରାପଡା,
ବାବୁ ଜଣଙ୍କ ଗତ ଆଠ ଦିନ ତଳେ ସାନମାଣତିଆ ଗ୍ରାମପଞ୍ଚାତ ବ୍ରାହ୍ମଣ ସାହି ଗ୍ରାମ ଅଞ୍ଚଳରୁ ଜୈନେକ ବିବାହିତ ମହିଳାଙ୍କୁ ନେଇ ଯାଇଥିବାର ଖବର ଆସିଥିଲା କିନ୍ତୁ ଗତକାଲି ରାତ୍ରିରେ ସେହି ଗ୍ରାମରୁ ଆଉ ଜଣେ ମହିଳାଙ୍କୁ ଅପହରଣ ସମୟରେ ଗ୍ରାମବାସୀ ଧରି ପୋଲିସଙ୍କୁ 112 ସହାୟତାରେ ଜିମା ଦେଇଛନ୍ତି, କିନ୍ତୁ ରହସ୍ୟର କଥା ଉଭୟ ଦୁଇ ମହିଳାଙ୍କ ପରିବାର ଆଇନର ଆଶ୍ରୟ ଖୋଜୁଥିବା ବେଳେ ସାନ ମାଣତିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଭୁତି ଭୂଷଣ ମଲ୍ଲିକ ତାଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ସୁରକ୍ଷା ଦେବା ଅଭିଯୋଗ ଉକ୍ତ ଅଂଚଳରେ ଆଲୋଚନା ତୀବ୍ରରୂପ ନେଉଛି।

ଏ ବ୍ୟକ୍ତିଙ୍କ ନାମ ଭରତଚନ୍ଦ୍ର ସାହୁ, ପିତା ସ୍ୱର୍ଗତ ବଳରାମ ସାହୁ, ଗ୍ରାମ- ବଳରାମ ପୁର ଗ୍ରାମପଞ୍ଚାୟତ ଆୟତପୁର ମାର୍ଶାଘାଇ, କେନ୍ଦ୍ରାପଡା,ବା...
18/10/2025

ଏ ବ୍ୟକ୍ତିଙ୍କ ନାମ ଭରତଚନ୍ଦ୍ର ସାହୁ, ପିତା ସ୍ୱର୍ଗତ ବଳରାମ ସାହୁ, ଗ୍ରାମ- ବଳରାମ ପୁର ଗ୍ରାମପଞ୍ଚାୟତ ଆୟତପୁର ମାର୍ଶାଘାଇ, କେନ୍ଦ୍ରାପଡା,
ବାବୁ ଜଣଙ୍କ ଗତ ଆଠ ଦିନ ତଳେ ସାନମାଣତିଆ ଗ୍ରାମପଞ୍ଚାତ ବ୍ରାହ୍ମଣ ସାହି ଗ୍ରାମ ଅଞ୍ଚଳରୁ ଜୈନେକ ବିବାହିତ ମହିଳାଙ୍କୁ ନେଇ ଯାଇଥିବାର ଖବର ଆସିଥିଲା କିନ୍ତୁ ଗତକାଲି ରାତ୍ରିରେ ସେହି ଗ୍ରାମରୁ ଆଉ ଜଣେ ମହିଳାଙ୍କୁ ଅପହରଣ ସମୟରେ ଗ୍ରାମବାସୀ ଧରି ପୋଲିସଙ୍କୁ 112 ସହାୟତାରେ ଜିମା ଦେଇଛନ୍ତି, କିନ୍ତୁ ରହସ୍ୟର କଥା ଉଭୟ ଦୁଇ ମହିଳାଙ୍କ ପରିବାର ଆଇନର ଆଶ୍ରୟ ଖୋଜୁଥିବା ବେଳେ ସାନ ମାଣତିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଭୁତି ଭୂଷଣ ମଲ୍ଲିକ ତାଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ସୁରକ୍ଷା ଦେବା ଅଭିଯୋଗ ଉକ୍ତ ଅଂଚଳରେ ଆଲୋଚନା ତୀବ୍ରରୂପ ନେଉଛି।

ମୃତ ବ୍ୟକ୍ତିଙ୍କ ନାମ ବ୍ୟବହାର କରି ରସିଦରେ ଜାଲିଆତି।
03/10/2025

ମୃତ ବ୍ୟକ୍ତିଙ୍କ ନାମ ବ୍ୟବହାର କରି ରସିଦରେ ଜାଲିଆତି।

Happy independence day 🫡
15/08/2025

Happy independence day 🫡

27/06/2025
ରଜ ପର୍ବର ଶୁଭେଛା
14/06/2025

ରଜ ପର୍ବର ଶୁଭେଛା

Address

Kendrapara

Alerts

Be the first to know and let us send you an email when mlfnews24 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share