Utkal Media

Utkal Media ଉତ୍କଳ ମିଡ଼ିଆ : କହେ ମାଟିର କଥା
Registered Under
Ministry of MSME,Govt. of India
-------------------------------------------------
follow us on youtube.

search on 👉 youtube link https://youtube.com/.?si=_cDkWB2CirTO-wCe

27/05/2026

ୀକ୍ଷାରେ_ବୁବୁନ୍_ସାହୁଙ୍କ_କୃତିତ୍ୱ❗
କେନ୍ଦୁଝର ଜିଲ୍ଲା ଟୋଲଙ୍କପଡ଼ା ନିବାସୀ ବୁବୁନ ସାହୁ,
#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

26/05/2026

#ସମବାୟ_ସମିତି_କର୍ମଚାରୀଙ୍କ_ଧାରଣା❗
କେନ୍ଦୁଝର ଜିଲ୍ଲା ସମବାୟ ସମିତି ଲିଃ. ସଂଘ ଆନନ୍ଦପୁର ପକ୍ଷରୁ ୫ଦଫା ଦାବି ପ୍ରତିବାଦରେ ଏଆରସିଏସ୍ ଅଫିସ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି ll
demands of co-operative workers
#ରିପୋର୍ଟ : #ମୁନ୍ନା_ମହାନ୍ତି

25/05/2026
24/05/2026

#ପଞ୍ଚ_କୁଣ୍ତୀୟ_ଗାୟତ୍ରୀ_ମହାଯଜ୍ଞ❗
ପୁରୁଣାବାନ୍ଧଗୋଡା ଜଗନ୍ନାଥ ମନ୍ଦିର ପରିସରରେ ଏକ ଦିବସୀୟ ପଞ୍ଚକୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି ll
#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

24/05/2026

#କଇଁସିଆରୀ_ଗୌଡିଓ_ମଠରେ_ପଖାଳ_ମହୋତ୍ସବ❗
ମଠର ଆରାଧ୍ଯ ପ୍ରଭୁ ପତିତପାବନଙ୍କ ନିକଟରେ ସୁସ୍ବାଦୁ ବ୍ଯଞ୍ଜନ ସହ ଦହି ପଖାଳ ସମର୍ପଣ କରାଯିବା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଛି ll ମଠ ମହନ୍ତ ପଖାଳ ମହୋତ୍ସବର ଇତି ବୃତ୍ତି ସହ ପଖାଳର ମହାତ୍ମ୍ଯ ବିଷୟରେ ଭକ୍ତ ମାନଙ୍କୁ ମାର୍ଗ ଦର୍ଶନ କରିଛନ୍ତି ll
#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

24/05/2026

#ବାଇକ_ଦୁର୍ଘଟଣା_୧ମୃତ_ଅନ୍ୟଜଣେ_ଗୁରୁତର❗
ଉଭୟ କଳିଙ୍ଗନଗର ଜିନ୍ଦଲ ପ୍ଲାଣ୍ଟରୁ ଡିୟୁଟି ସାରି ଏକ ବାଇକ୍ ଯୋଗେ ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ll


#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

24/05/2026

#ଘସିପୁରା_ବିଜେପି_ନାଁରେ_ଅପପ୍ରଚାର❗
#ଖଣ୍ତନ_କଲେ_ମଣ୍ତଳ_ସଭାପତି_ଅଜୟ_ବାରିକ



#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

23/05/2026

#କୋଳିପାଳରେ_କାଳବୈଶାଖୀ_ବଜ୍ରପାତ❗
#ଜଳିଗଲା_ରୋଷେଇ_ଘର❗
#ଅଳ୍ପକେ_ବର୍ତ୍ତିଲେ_ହାଡ଼ିବନ୍ଧୁଙ୍କ_ପରିବାର_ଲୋକେ




#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

22/05/2026

#ନାରୀ_ଅଧିକାର_ଅଭିଯାନ❗
ବିଜେପି ସରକାର ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ, ନାରୀ ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ପ୍ରତିବାଦରେ ଆଜି ହାଟଡ଼ିହୀ ବ୍ଲକରେ ନାରୀ ଅଧିକାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି ll









#ରିପୋର୍ଟ : #ମୁନ୍ନା_ମହାନ୍ତି

22/05/2026

#ହାଟଡ଼ିହୀରେ_ନାରୀ_ଅଧିକାର_ଅଭିଯାନ

20/05/2026

#ବାଣୀଚିତ୍ର_ସିନେ_ଆୱାର୍ଡ_୨୦୨୬
#ଶୁଭଶ୍ରୀଙ୍କୁ #ବେଷ୍ଟ_ଫିମେଲ୍_ସିଙ୍ଗର_ଆୱାର୍ଡ
#କେନ୍ଦୁଝର ଜିଲ୍ଲା #ଆନନ୍ଦପୁର ଉପଖଣ୍ତ
#ଖଡ଼ିକାଶୁଳବାହାଳୀ ଗ୍ରାମର #ଶୁଭଶ୍ରୀ_ଜେନା
ଓଡିଆ ଚଳଚିତ୍ର #ବୋଉ_ବୁଟୁ_ଭୂତ
ଶୁଭଶ୍ରୀଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ


#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

Address

Keonjhargarh

Alerts

Be the first to know and let us send you an email when Utkal Media posts news and promotions. Your email address will not be used for any other purpose, and you can unsubscribe at any time.

Share