ମୋହନ ମାଝି

ମୋହନ ମାଝି CHIEF MINISTER OF ODISHA

14/07/2024

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ ଦୀର୍ଘ ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଗଲା । ଏ ମହାନ୍ କାର୍ଯ୍ୟ ସଫଳ ହେଉ, ଏତିକି ମୋର କାମନା ।

ଜୟ ଜଗନ୍ନାଥ 🙏

ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି20 ବିଶ୍ୱକପ ବିଜୟୀ ହୋଇଛି। ବିଶ୍ୱକପ ବିଜେତା ସମସ୍ତ ଖ...
29/06/2024

ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି20 ବିଶ୍ୱକପ ବିଜୟୀ ହୋଇଛି। ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜିର ଏହି ବିଜୟ ପୁଣି 140 କୋଟି ଭାରତୀୟଙ୍କ ମନରେ ଖୁସି ଭରିଦେଇଛି । ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ ଗୌରାବାନ୍ୱିତ କରୁ ଏତିକି କାମନା । ବନ୍ଦେ ମାତରମ 🙏

କେନ୍ଦୁଝର ଠାରେ ବିଶାଳ ରୋଡ଼ ସୋ’ରେ ଯୋଗ ଦେଲି । କେନ୍ଦୁଝରବାସୀଙ୍କ ଭଲପାଇବା ପାଇଁ ମୁଁ ଆଜି ଓଡ଼ିଶାର ସେବା କରିବା ପାଇଁ ସୁଯୋଗ ପାଇଛି । ଆପଣମା...
24/06/2024

କେନ୍ଦୁଝର ଠାରେ ବିଶାଳ ରୋଡ଼ ସୋ’ରେ ଯୋଗ ଦେଲି । କେନ୍ଦୁଝରବାସୀଙ୍କ ଭଲପାଇବା ପାଇଁ ମୁଁ ଆଜି ଓଡ଼ିଶାର ସେବା କରିବା ପାଇଁ ସୁଯୋଗ ପାଇଛି । ଆପଣମାନଙ୍କର ଏ ଆଶୀର୍ବାଦ ଓଡ଼ିଶାକୁ ନୂଆ କରି ଗଢି ତୋଳିବ ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକାମନା। ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ...
22/06/2024

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକାମନା। ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ, ଏହା ହିଁ କାମନା।

ଅନ୍ତର୍ଜାତୀୟ ଯୋଗ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ ବରଂ ଦୈନନ୍ଦନ ଜୀବନ ଶୈଳୀରେ ଏହା ଏକ ପର...
21/06/2024

ଅନ୍ତର୍ଜାତୀୟ ଯୋଗ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I

ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ ବରଂ ଦୈନନ୍ଦନ ଜୀବନ ଶୈଳୀରେ ଏହା ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସହ ସାମାଜିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ I

ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ । ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ।

ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ...
21/06/2024

ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି । ସେ ଏହି ପବିତ୍ର ଗୃହର ଗର୍ବ, ଗରିମା ଓ ପଦ ମର୍ଯ୍ୟାଦା ରକ୍ଷା କରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ ଭାବରେ ପରିଚାଳନା କରିବେ ବୋଲି ମୋର ଦୃଢ ବିଶ୍ବାସ ।

ଗତ କାଲି ବିଧାୟକ ଦଳ ବୈଠକ ନିଷ୍ପତି ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି...
20/06/2024

ଗତ କାଲି ବିଧାୟକ ଦଳ ବୈଠକ ନିଷ୍ପତି ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ନାମାଙ୍କନ କାର୍ଯ୍ୟକ୍ରମରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo , ଶ୍ରୀମତୀ Prabhati Parida ଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ଯୋଗ ଦେଲି ।

20/06/2024

ଓଡ଼ିଆଙ୍କ ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନର ଶୁଭେଚ୍ଛା ସହ ହାର୍ଦ୍ଦିକ ଅଭିନନ୍ଦନ I ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି I
Draupadi Murmu

ସାରା ଓଡ଼ିଶାକୁ ଆହାର ଯୋଗାଉଥିବା ବରଗଡ଼ ମାଟିରେ ଆୟୋଜିତ ରୋଡ଼ ସୋ'ରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ I ବରଗଡ଼ବାସୀଙ୍କ ଏହି ଭବ୍ୟ ସ୍ବାଗତ ପାଇଁ ସ...
19/06/2024

ସାରା ଓଡ଼ିଶାକୁ ଆହାର ଯୋଗାଉଥିବା ବରଗଡ଼ ମାଟିରେ ଆୟୋଜିତ ରୋଡ଼ ସୋ'ରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ I ବରଗଡ଼ବାସୀଙ୍କ ଏହି ଭବ୍ୟ ସ୍ବାଗତ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଉଛି I

17/06/2024

ନୂଆପଡ଼ା ଖଡ଼ିଆଳ ଲଛିପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକାକୁଳ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି I

17/06/2024

ଦାର୍ଜିଲିଂରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ମୃତ ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ଯ କାମନା କରୁଛି । ଏହି ଦୁଃଖଦ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।

Address

Odisha
Keonjhar

Website

Alerts

Be the first to know and let us send you an email when ମୋହନ ମାଝି posts news and promotions. Your email address will not be used for any other purpose, and you can unsubscribe at any time.

Share