25/03/2026
ମଣିଷ ସବୁବେଳେ ଅନ୍ୟଠାରୁ ଗୁରୁତ୍ୱ ପାଇବାକୁ ଆଶା ରଖେ, କିନ୍ତୁ ସେ କେବେ ନିଜକୁ ପଚାରେ ନାହିଁ ଯେ— ସେ ଅନ୍ୟମାନଙ୍କୁ କେତେ ଗୁରୁତ୍ୱ ଦେଉଛି? ମନେରଖନ୍ତୁ, ସମ୍ମାନ ଦେଲେ ହିଁ ସମ୍ମାନ ମିଳେ...
🙏 ରାଧେ ରାଧେ🙏