20/08/2026
🚨 କରଞ୍ଜିଆର ମିଳନ ପଡ଼ିଆରେ ୨ ଟଙ୍କିଆ ବରାର ଯାଦୁ! 🚨
OMG! 😍 ଆଜି ଆମେ Karanjia Milan Padia ରେ ୨ ଟଙ୍କାରେ ଏମିତି ବରା ଖାଇଲୁ! 🤤 ବିଶ୍ୱାସ ହେଉନି ଏତେ ଶସ୍ତାରେ ?
ଆପଣ ମାନେ ଏମିତି Bara ଆଗରୁ କେବେ ଖାଇ ନଥିବେ! Guarantee! 🤤❤️
କରଞ୍ଜିଆ ଆସିଲେ ଏଇଟା MUST TRY!
( ଖାଇବାକୁ ଚାହୁଁଥିବା ସାଙ୍ଗମାନଙ୍କୁ tag କରନ୍ତୁ! 👇 )