13/06/2025
YouTuber ମାନଙ୍କ ପାଇଁ Best Tripod? Flipkart ରେ ଏତେ କମ ଦାମ ରେ ମିଳିବ ଭାବିନଥିଲି | Unboxing & Review
📦 ଏହି ଭିଡିଓରେ ଆମେ Flipkart ରୁ କିଣା ଏକ ବଜେଟ ଟ୍ରାଇପଡ୍ ର ଅନବକ୍ସିଂ ଓ ରିଭ୍ୟୁ କରିଛୁ।
ଯେଉଁ ଲୋକେ YouTube, ରିଲ୍ସ ବା ଫୋଟୋଗ୍ରାଫି ପାଇଁ ଏକ ସସ୍ତା ଓ ଭଲ ଟ୍ରାଇପଡ୍ ଖୋଜୁଛନ୍ତି, ସେମାନେ ଏହି ଭିଡିଓ ଅବଶ୍ୟ ଦେଖନ୍ତୁ।
ସବୁ ଡିଟେଲ୍ ଏଠି ଦିଆଯାଇଛି – କ୍ୱାଲିଟି , Unboxing ଓ Review ।
flipkart ରୁ ଏହି ଲିଙ୍କ ରୁ କିଣନ୍ତୁ :- http://fkrt.it/Rq3UnTNNNN
🔔 Like | Share | Subscribe କରିବାକୁ ଭୁଲନ୍ତୁନି!