Cultural Tradition Of Odisha

Cultural Tradition Of Odisha welcome to our Channel (ଆମ ଓଡ଼ିଆ କଳା ଓ ସଂସ୍କୃତି କୁ ବଜାୟ ରଖିବା ଆମର ଧର୍ମ) ଯୋଗାଯୋଗ -7077196149

Please follow and Share,like
(8)

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ନନ୍ଦିଘୋଷ ରଥକୁ ବିଜେ କର...
16/07/2026

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏

ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ।

-ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଲେ କାଳିଆ ଠାକୁର-ବିନା ଟାହିଆରେ ରଥାରୂଢ଼ ହେଲେ ମହାପ୍ରଭୁ-ପହଣ୍ଡି ବେଳେ ଖସି ପଡ଼ିଲା ଟାହିଆ-କୌଣସି କାରଣବଶ...
16/07/2026

-ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଲେ କାଳିଆ ଠାକୁର
-ବିନା ଟାହିଆରେ ରଥାରୂଢ଼ ହେଲେ ମହାପ୍ରଭୁ
-ପହଣ୍ଡି ବେଳେ ଖସି ପଡ଼ିଲା ଟାହିଆ
-କୌଣସି କାରଣବଶତଃ ଖସି ପଡ଼ିଥିବା ସୂଚନା

ଚକା ଚକା ନୟନ ରେ ଟିକେ ଆଖି ମିଶେଇ ଦେଖିଲ ଆପଣ କଣ ଭାବ ବିହ୍ୟୁଳ ହୋଇପଡ଼ିଲେ କି। ଜୟ ଜଗନ୍ନାଥ ସ୍ବାମୀ 🙏🙏🚩🚩🚩🚩🙏🙏🚩🚩🙏
16/07/2026

ଚକା ଚକା ନୟନ ରେ ଟିକେ ଆଖି ମିଶେଇ ଦେଖିଲ ଆପଣ କଣ ଭାବ ବିହ୍ୟୁଳ ହୋଇପଡ଼ିଲେ କି। ଜୟ ଜଗନ୍ନାଥ ସ୍ବାମୀ 🙏🙏🚩🚩🚩🚩🙏🙏🚩🚩🙏

16/07/2026

ଓଡ଼ିଆ ଜାତିର ଚଳନ୍ତି ଠାକୁର

🎪ରଥଯାତ୍ରା ୨୦୨୬,ପୁରୀ🚩😮⚜️ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ଚକ୍ରରାଜ ପ୍ରଭୁ ଶ୍ରୀସୁଦର୍ଶ...
16/07/2026

🎪ରଥଯାତ୍ରା ୨୦୨୬,ପୁରୀ🚩😮
⚜️ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ
ସେବାୟତଙ୍କ ଗହଣରେ ଧାଡ଼ି
ପହଣ୍ଡିରେ ସର୍ବ ପ୍ରଥମେ ଚକ୍ରରାଜ
ପ୍ରଭୁ ଶ୍ରୀସୁଦର୍ଶନ,ଶ୍ରୀ ବଡ଼ବାଡ଼ ସାନ୍ତ
ବଲଭଦ୍ର ଦେବ,ମା କାମ୍ପଲ୍ୟବାସିନୀ
ଶୁଭଦ୍ରା ଓ କଳୀଆ କାହ୍ନୁ ଶ୍ରୀ ଜଗନ୍ନାଥ
ରଥକୁ ବିଜେ କରିଛନ୍ତି। 🚩🙏🏻
✨Some Divine View of Chakraraj ‘Shree Sudarshan’ ,shree Balabhadra dev, Ma Subhadra & Shree Jagannath being taken to Ratha in ‘Dhadi Pahandi’.🚩🙏🏻

🙏🏻ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ🚩🙏🏻
#ଦାରୁବ୍ରହ୍ମ_ଜଗନ୍ନାଥ 🙏🏻
#ରଥଯାତ୍ରା୨୦୨୬
୍ନାଥ🙏🏻


କାଳିଆ ବିନା ଟାହିଆରେ ଆସିଲା ବଡଦାଣ୍ଡକୁହେ ଭଗବାନ କଣ ଏମିତି ହେଲା ?ରଥ ଉପରକୁ ଚଢିଲା ବେଳେ ମୁଣ୍ଡରେ ଟାହିଆ ନରହିବା ଆଶ୍ଚର୍ଯ୍ୟ କରୁଛି l
16/07/2026

କାଳିଆ ବିନା ଟାହିଆରେ ଆସିଲା ବଡଦାଣ୍ଡକୁ
ହେ ଭଗବାନ କଣ ଏମିତି ହେଲା ?
ରଥ ଉପରକୁ ଚଢିଲା ବେଳେ ମୁଣ୍ଡରେ ଟାହିଆ ନରହିବା ଆଶ୍ଚର୍ଯ୍ୟ କରୁଛି l

ଶ୍ରୀମସ୍ତକରେ ଟାହିଆ ପିନ୍ଧି, ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ନନ୍ଦିଘୋଷ ରଥକୁ ବିଜେ କ...
16/07/2026

ଶ୍ରୀମସ୍ତକରେ ଟାହିଆ ପିନ୍ଧି, ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ।
ଜୟ ଜଗନ୍ନାଥ ⭕‼️⭕🙇🙏

ପବିତ୍ର ଶ୍ରୀକ୍ଷେତ୍ର ଧାମରୁ ମହାପ୍ରଭୁଙ୍କ ଦିବ୍ୟ ରୂପ ଓ ତିନି ରଥର ଏକ ସୁନ୍ଦର ଝଲକ। ପ୍ରଭୁଙ୍କ ଚରଣ କମଳରେ କୋଟି କୋଟି ଦଣ୍ଡବତ ପ୍ରଣାମ। 🙏 ଆ...
16/07/2026

ପବିତ୍ର ଶ୍ରୀକ୍ଷେତ୍ର ଧାମରୁ ମହାପ୍ରଭୁଙ୍କ ଦିବ୍ୟ ରୂପ ଓ ତିନି ରଥର ଏକ ସୁନ୍ଦର ଝଲକ। ପ୍ରଭୁଙ୍କ ଚରଣ କମଳରେ କୋଟି କୋଟି ଦଣ୍ଡବତ ପ୍ରଣାମ। 🙏 ଆପଣ ସମସ୍ତଙ୍କର ଦିନଟି ଅତ୍ୟନ୍ତ ମଙ୍ଗଳମୟ ହେଉ। 🚩❤️

ନିମ୍ବୁଡା ନିମ୍ବୁଡା ଗୀତରେ ନାଚିଲେ Viral Girl Rani
13/07/2026

ନିମ୍ବୁଡା ନିମ୍ବୁଡା ଗୀତରେ ନାଚିଲେ Viral Girl Rani

ନିମ୍ବୁଡା ନିମ୍ବୁଡା କାଚା କାଚା ଛୋଟା ଛୋଟା। Nimbuda Nimbuda Comedy। Vira...

ବ୍ରହ୍ମାଣ୍ଡର ନାଥ ବଡ଼ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରବଳ ଜ୍ୱର । 🚩🚩 ଥଣ୍ଡା ଛାଡୁନି, ଦେହରୁ ତାତି କମୁନି। ପ୍ରଭୁ ଠିକ୍ ରେ ଶୋଇ ବି ପାରୁ ...
11/07/2026

ବ୍ରହ୍ମାଣ୍ଡର ନାଥ ବଡ଼ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରବଳ ଜ୍ୱର । 🚩🚩 ଥଣ୍ଡା ଛାଡୁନି, ଦେହରୁ ତାତି କମୁନି। ପ୍ରଭୁ ଠିକ୍ ରେ ଶୋଇ ବି ପାରୁ ନାହାନ୍ତି। ହେ ନାଥ.. ଏତିକି ପ୍ରାର୍ଥନା.. ଶୀଘ୍ର ସୁସ୍ଥ ହୋଇଯାଅ। 🙏

Address

Khordha

Telephone

+17077196149

Website

Alerts

Be the first to know and let us send you an email when Cultural Tradition Of Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share