Kisan kumar pattnayak कलम से क्रान्ति

  • Home
  • Kisan kumar pattnayak कलम से क्रान्ति

Kisan kumar pattnayak कलम से क्रान्ति ଆମେ ଦେଖାଇବୁ ପରଦା ପଛର ସତ୍ୟତା

02/07/2023

କଟାକ୍ଷ କିଶନ

କଂସ ମାମୁଁ ପୁଣିଥରେ ବିଧାୟକ ଟିକେଟ ପାଇବେ
********************

ଆମ କଂସ ମାମୁଁ ପୁଣିଥରେ ବିଧାୟକ ଟିକେଟ ପାଇବେ
କର୍ମୀ ପାଇଁ ପାଞ୍ଚ ବର୍ଷ ଦୁଃଖରେ ବିତିଲା
ଯାହା ବାକିଥିଲା ସବୁ ଅଜାଡ଼ି ଦେବେ
ଶଂକସରା ଲୁଟି ଚରିବେଟିଖିଆ
ଅଦାନୀ ବ୍ରଦର୍ସ ପୁଣି ତେଜିବେ

ଇଏ ମାମୁଁଙ୍କର ସେଇ ମାଇପ
ଏଠି କରୁଅଛି କେଡେ ବହପ
କଂସ ମାମୁଁ ମୋର ଏତେ ସରଳ ଯେ
କ୍ଷୀର ଦେଇ ସେ ପୋଷନ୍ତି ସାପ

ରାଜା ଘର ରୋଶନୀର କିରଣ ବଳେ
ଏତେ ବର୍ଷ କାଳ ଶୋଷଣ କଲେ
ରାଜନୀତି କୁଟ ଚକ୍ରାନ୍ତ କରି
ଶୋଲେ ଫିଲିମିର ଧର୍ମେନ୍ଦ୍ର ଜିତେନ୍ଦ୍ର
ଧାଇଁ ଆସନ୍ତି ପୁଣି ପରଶୁ ଧରି

ବେଶୋର ଅଦାନୀ, ଏତେ ଅଭିମାନୀ
କିଣା ମାନପତ୍ରେ ବୋଲାଏ ମାନୀ
ତିନି ତିନି ଥର ପରପଞ୍ଚ ହେଲା
ପନ୍ଦର ବରଷ ଶାସନ କଲା

ଯେତେ ସବୁ ଥିଲା ଗାଁ ପଞ୍ଚାୟତେ
ସବୁ ସମ୍ପତ୍ତିକୁ ଲୁଟି ଖାଇଲା
ବିଧାୟକ ହେବା ମୋହ ଲାଗିଛି ଯେ
ପଞ୍ଚାୟତ, ବଜାର, ମାର୍କେଟ୍ କମ୍ପ୍ଲେକ୍ସ ଟଙ୍କା ସବୁ ସମାପ୍ତ ହେଲା

କ୍ରମଶଃ.........

ପଞ୍ଚାୟତ ଆମ କେଡେ ସୁନ୍ଦର.....!
20/12/2022

ପଞ୍ଚାୟତ ଆମ କେଡେ ସୁନ୍ଦର.....!

କିଆଁ ଭଣ୍ଡିଲ.....!
20/12/2022

କିଆଁ ଭଣ୍ଡିଲ.....!

ପ୍ରିୟ ପାଠକ / ପାଠିକା, ଦୈନିକ ଖବର କାଗଜ "ସମାଜ " ଯାହାକୁ ଆପଣମାନେ ନିଜର କରି ଭଲପାଇବା ଦେଇ ଆଜି ୧୦୩ ବର୍ଷରେ ପହଞ୍ଚାଇବା ସହ ଆଗକୁ ବଢିବା ପ...
26/11/2022

ପ୍ରିୟ ପାଠକ / ପାଠିକା,
ଦୈନିକ ଖବର କାଗଜ "ସମାଜ " ଯାହାକୁ ଆପଣମାନେ ନିଜର କରି ଭଲପାଇବା ଦେଇ ଆଜି ୧୦୩ ବର୍ଷରେ ପହଞ୍ଚାଇବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରି ଆସିଛନ୍ତି । ସମସ୍ତଙ୍କୁ ସହୃଦୟ ଧନ୍ୟବାଦ। ଆପଣଙ୍କ ପାଇଁ ଆଉ ଏକ ଖୁସୀ ଖବର୍, ବର୍ତ୍ତମାନ " ସମାଜ " ପକ୍ଷରୁ KBK ଏଡିସନ୍ ମୁଦ୍ରଣ କରିବା ପାଇଁ ସ୍ଥିର କରାଯାଇଛି । ଯାହାକି ଆଗାମୀ ଦିନରେ ଆପଣଙ୍କ ଅତି ନିକଟତର ହେବା ସହ ଆପଣଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ନିମନ୍ତେ ଶତଚେଷ୍ଟିତ ହେବ ।

With "The Samaja" State Team and KBK Team.....

ମଦ କୋଠି ପାଇଁ ସ୍ୱୀକୃତି ଦେଲା....!
25/11/2022

ମଦ କୋଠି ପାଇଁ ସ୍ୱୀକୃତି ଦେଲା....!

କଟାକ୍ଷ କିଶନ :ସଂସ୍କରଣ ୨୧ଧିତାଙ୍ଗ ଧେଇ....।।
25/08/2022

କଟାକ୍ଷ କିଶନ :ସଂସ୍କରଣ ୨୧
ଧିତାଙ୍ଗ ଧେଇ....।।

କଟାକ୍ଷ କିଶନ :ସଂସ୍କରଣ ୨୦ଆହେ ନବୀନ....!ବିଧାୟକ କଲେ ଚତୁର୍ଥ ସ୍ତମ୍ଭକୁ ଅପମାନ ।।
17/08/2022

କଟାକ୍ଷ କିଶନ :ସଂସ୍କରଣ ୨୦
ଆହେ ନବୀନ....!
ବିଧାୟକ କଲେ ଚତୁର୍ଥ ସ୍ତମ୍ଭକୁ ଅପମାନ ।।

କଟାକ୍ଷ କିଶନ :ସଂସ୍କରଣ ୧୯କେତେଥର ତୁମେ ରାଜଧାନୀ ଯିବ ।।
16/08/2022

କଟାକ୍ଷ କିଶନ :ସଂସ୍କରଣ ୧୯
କେତେଥର ତୁମେ ରାଜଧାନୀ ଯିବ ।।

କଟାକ୍ଷ କିଶନ :ସଂସ୍କରଣ ୧୮ ସଭିଙ୍କୁ ଗ୍ରାସିଛି ଦୁର୍ନୀତି ବିତ୍ତ ରାକ୍ଷସ ।।
14/08/2022

କଟାକ୍ଷ କିଶନ :ସଂସ୍କରଣ ୧୮
ସଭିଙ୍କୁ ଗ୍ରାସିଛି ଦୁର୍ନୀତି ବିତ୍ତ ରାକ୍ଷସ ।।

କଟାକ୍ଷ କିଶନ :ସଂସ୍କରଣ ୧୭ଚହଟ ମଲ୍ଲିର ହେଲା ବଦଳି .......!
13/08/2022

କଟାକ୍ଷ କିଶନ :ସଂସ୍କରଣ ୧୭
ଚହଟ ମଲ୍ଲିର ହେଲା ବଦଳି .......!

Address


Telephone

+916372468696

Website

Alerts

Be the first to know and let us send you an email when Kisan kumar pattnayak कलम से क्रान्ति posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share