K ODIA LIVE

K ODIA LIVE Contact information, map and directions, contact form, opening hours, services, ratings, photos, videos and announcements from K ODIA LIVE, News & Media Website, koraput, .

13/06/2026

କୋଟିଆ ପଞ୍ଚାୟତ ର ଆରଜୁୱାଲସା ଓ ନେରଡ଼ିୱାଲସା ଅଞ୍ଚଳରେ ହାତୀ ପୋଲ ମାଡି ଆସୁଥିବା ଦେଖିବାକୁ ମିଳିଛି।

13/06/2026

ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପ୍ରଶାସନ ମନ୍ତ୍ରୀମାନଙ୍କୁ ଖୁସି କରିବାରେ ବ୍ୟସ୍ତ ଥିବା ଅଭିଯୋଗ କଲେ ଜିଲ୍ଲା ପରିଷଦ ସଭ୍ୟ।
ଚାଷୀ ସମସ୍ୟାରେ ନିରବ ପ୍ରଶାସନ, ତୀବ୍ର ହେଲା ପ୍ରତିବାଦ।

07/06/2026

ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।
କୋଣ କହୁଛନ୍ତି ଶୁଣନ୍ତୁ।
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ , ମାଛକୁଣ୍ଡର ଡୁଡୁମା କେବେ ଠୁ ମାଲକାନଗିରି ଜିଲ୍ଲାରେ ମିଶିଲା ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

02/06/2026

କୋରାପୁଟ ସାଂସଦ ଓ ଲଷ୍ମୀପୁର ବିଧାୟକ ଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି।

25/05/2026

#ଚାକିରି_ଫେରାଇବାକୁ_କାନ୍ଦି_କାନ୍ଦି_ନ୍ୟାୟ_ଭିକ୍ଷା।
ଚାକିରି ହରାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ, ଭାବବିହ୍ୱଳ ଯୁବତୀଙ୍କ ନ୍ୟାୟ ଆକୁଳ ଆବେଦନ”।

24/05/2026

ବଡ଼ ମେଡିକାଲରେ ଅନ୍ଧାର ଯନ୍ତ୍ରଣା।
କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ଚିତ୍ର। ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବନ୍ଦ ରହିବାରୁ ରୋଗୀ ଓ ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି। ମୋବାଇଲ ଲାଇଟ୍‌ ଆଲୋକରେ ଚାଲିଛି ରୋଗୀ ସେବା। ଅଭିଭକ୍ତ କୋରାପୁଟ ଜିଲ୍ଲାର ଏକମାତ୍ର ସରକାରୀ ବଡ଼ ମେଡିକାଲରେ ଏପରି ଅବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।
#

23/05/2026

ମାଛ କୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ରେ ନିଆଁ।
କୋରାପୁଟ: ଲମତାପୁଟ ମାଛ କୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ। ସର୍ଟସର୍କିତ ରୁ ଉତ୍ପାଦନ କେନ୍ଦ୍ର ରେ ଲାଗିଲା ନିଆଁ।

17/05/2026

କୋରାପୁଟ ଜିଲ୍ଲାର ଚାଷୀଙ୍କ ସାର୍ଥ ପାଇଁ ଆମ ନେତା ପ୍ରଶାସନ କେତେ ତତ୍ପରତା ଦେଖନ୍ତୁ।ସମ୍ପୂର୍ଣ ଭିଡ଼ିଓ।
କୋରାପୁଟ ଚାଷୀଙ୍କ ସମ୍ମାନକୁ ଆଞ୍ଚ ନଲାଗୁ : ବୈଠକରେ ହାତ ଯୋଡ଼ି ନିବେଦନ କଲେ ଚାଷୀ,ଶୀଘ୍ର ପଞ୍ଜିକରଣ ପାଇଁ ଦାବି”।
ଧାନ ପଞ୍ଜିକରଣରେ ଅବ୍ୟବସ୍ଥା : ୫ ହଜାର ଚାଷୀ ବଞ୍ଚିତ, ମାଗଣା ଫର୍ମ ବଦଳରେ ଟଙ୍କା ଆଦାୟ ଦୋଷୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି।

05/05/2026
05/05/2026

କୋଟିଆ ରେ ମା ବାହାରିଗଲାଣି ଆଉ ମାଉସୀର ଆବଶ୍ୟକ ନାହିଁ।ମନ୍ତ୍ରୀ ସୁରେଶ ପୂଜାରୀ।

Address

Koraput

Telephone

+918917520379

Website

Alerts

Be the first to know and let us send you an email when K ODIA LIVE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to K ODIA LIVE:

  • Want your business to be the top-listed Media Company?

Share