Mkg media

Mkg media MKG MEDIA

22/01/2026

କେଶିଓ ବଜାଇ ମନ୍ତ୍ରୀଙ୍କ ମନ ଜିତିଲେ କୁନି ଛାତ୍ର । କୁନି ଛାତ୍ରର ପ୍ରତିଭା ଦେଖି ତାକୁ ପ୍ରଶଂସା କରିବା ସହ ଉତ୍ସାହ ବଢ଼ାଇବା ପାଇଁ କଲେ ପୁରସ୍କୃତ ।

22/01/2026

ଜଳିଗଲା ଟ୍ରଲର । ସୁଙ୍କି ଘାଟିରେ ଭୟଙ୍କର ଦୁର୍ଘଟଣା । ଘାଟି ତଳକୁ ଖସିଗଲା ଟ୍ରଲର । ପଟ୍ଟାଙ୍ଗି ଅଞ୍ଚଳର ଯୋଡିମାଦିଲି ଗ୍ରାମ ନିକଟରେ ଏହି ଟ୍ରଲର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଛି।

21/01/2026

ସାଇକେଲରେ ଯାତ୍ରା କରି ଶାନ୍ତି ବାର୍ତ୍ତା ବାଣ୍ଟୁଛନ୍ତି ଦିନେଶ । ହଜିଯାଇଥିବା ସଂସ୍କୃତି , ପରମ୍ପରା, ପର୍ଯ୍ୟଟନ ସ୍ଥଳୀକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା ।

20/01/2026

ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି l

20/01/2026

କାଲାବତୀ କାଲାବତୀ ରେ ନନୀ ଗୀତ ଗାଇ ଭିଡ଼ିଓ-ଜରନାଲିଷ୍ଟ ଙ୍କୁ ଝୁମାଇଲେ ବିଧାୟକ ମଙ୍ଗୁ ଖିଲ ।

20/01/2026

ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅଧୀନସ୍ଥ କାଲିମେଳା ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି ୭୨ ନିକଟରୁ ସୋମବାର ଭୋର୍‌ ସମୟରେ ହେଟା ବାଘର ମୃତଦେହ ଉଦ୍ଧାର କରାଯାଇଛି । କୌଣସି ଅଜଣା ଗାଡି ହେଟା ବାଘକୁ ଧକ୍କା ଦେବା ଯୋଗୁ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

19/01/2026

ରାଉନସୁଗର କାରବାର ସମୟରେ ଟାଉନ ପୋଲିସର ଚଢାଉ କରିଛି । ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରି ବ୍ରାଉନ ସଗର ଜବତ କରିଚି ।

19/01/2026

ଏମ୍ ଭି ୨୬ ଗ୍ରାମର ଖ୍ୟୟଖ୍ୟତି ପରିବାରଙ୍କୁ ୧ ଲଖ୍ୟ ୭୭ ହଜାର ଟଙ୍କା ସହାୟତା କରିବା ସହ ରାଖେଲ ଗୁଡା ର ମୃତ ମହିଳା ଙ୍କ ପୁଅ କୁ ୧୦ ହଜାର ଟଙ୍କା ସହାୟତା କଲେ ପୁର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଅରବିନ୍ଦ ଢାଲି ।

19/01/2026

ନିୟମ ଅମାନ୍ୟ କରି ବ୍ୟବହାର ହେଉଛି ଓମ୍ଫେଡ ଗାଡ଼ି , ଓମ୍ଫେଡ୍ ଗାଡ଼ି ରୁ ସାମଗ୍ରୀ ନେଇ ହଇରାଣ ରେ ପଡ଼ୁଛନ୍ତି ଦୋକାନୀ ଓ ଗ୍ରାହକ ।

19/01/2026

ନିମ୍ନ ମାନର ରାସ୍ତା କାମ ; ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣ ପାତ କରୁନାହାନ୍ତି ଅଧିକାରି ।

Address

Malkangiri Old Medical Chok
Malkangiri
764045

Website

Alerts

Be the first to know and let us send you an email when Mkg media posts news and promotions. Your email address will not be used for any other purpose, and you can unsubscribe at any time.

Share