18/09/2026
ଭାରତ ପେ ର ପୂର୍ବତନ ଫାଉଣ୍ଡର କହିଛନ୍ତି, ଯଦି ସରକାର ଙ୍କ ପାଖରେ 8000 କୋଟି ଟଙ୍କା ସବସିଡି ବଜେଟ ନାହିଁ, ତାହାଲେ କାହିଁକି ବିଶ୍ଵଗୁରୁ ର ଡ୍ରାମା କରୁଛନ୍ତି, ଏବଂ ଯଦି ଜି ର ଅନର ସୁବାସ ଚନ୍ଦ୍ରା ଙ୍କୁ 22000 କୋଟି ଟଙ୍କା ଛାଡ଼ ହେଇ ନଥାନ୍ତା, ତାହାଲେ ୟୁପିଆଇ 20 ବର୍ଷ ଫ୍ରି ରେ ଲୋକ ବ୍ୟବହାର କରି ପାରିଥାନ୍ତେ