prramod.pradhan

prramod.pradhan Contact information, map and directions, contact form, opening hours, services, ratings, photos, videos and announcements from prramod.pradhan, Digital creator, Naraina.

16/08/2025
16/04/2025
_.          *🎪🛕ଆଜିର ଅନୁଚିନ୍ତା🛕🎪*_*🍁🍁🍁🍁🍁🍁🍁🍁🍁🍁🍁*   **********   *✤• • • • • • ✤ • • • • • • ✤• • • • • • ✤**🦋 ଯେମିତି କର୍ମକ...
05/01/2025

_. *🎪🛕ଆଜିର ଅନୁଚିନ୍ତା🛕🎪*_
*🍁🍁🍁🍁🍁🍁🍁🍁🍁🍁🍁* ********** *✤• • • • • • ✤ • • • • • • ✤• • • • • • ✤*

*🦋 ଯେମିତି କର୍ମକୁ ସେମିତି ଫଳ ମିଳିଥାଏ।ନିଜର କ୍ଷଣିକ ସୁଖ ପାଇଁ ଅନ୍ୟକୁ ଧୋକା ଦେଉଥିବା ମଣିଷ,ଏ ଦୁନିଆର ସବୁଠାରୁ ବଡ ବିଶ୍ବାସଘାତକ ବୋଲାଇ ଥାଏ।*

*🦋 ସବୁବେଳେ ଭାଗ୍ୟକୁ ଦୋଷ ଦେଉଥିବା ଲୋକ କେବେବି ଭଲ କର୍ମ କରିନଥାଏ। ସେ ସବୁବେଳେ ଅନ୍ୟ ଉପରେ ନିର୍ଭର କରି ଭାଗ୍ୟ କୁ ଦୋଷ ଦିଏ।*

*🦋 ପ୍ରାୟ ସମସ୍ତଙ୍କର ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ,ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଗୋଟିଏ ଇଚ୍ଛା ନେଇ ଆଗକୁ ବଢିବା।*

*🦋 ଅପେକ୍ଷାର ଫଳ ନିଶ୍ଚିତ ରୂପେ ମିଠା ହୋଇଥାଏ କିନ୍ତୁ ଧୌର୍ଯ୍ୟ ଧରି ରହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ,ସେଥିପାଇଁ କିଛି ଲୋକଙ୍କର ଖୁସି ଆଖି ପାଆନ୍ତାରୁ ହିଁ ଦୂରେଇ ଯାଏ।*

. *🌞ଶୁଭ ସକାଳ🌞* *ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*

. *🙏🏻 🔘ଜୟ ଜଗନ୍ନାଥ🔘🙏🏻*

Address

Naraina

Alerts

Be the first to know and let us send you an email when prramod.pradhan posts news and promotions. Your email address will not be used for any other purpose, and you can unsubscribe at any time.

Share