Pradipta Rath Show

Pradipta Rath Show Pradipta Rath Show

02/06/2026

ବହିଷ୍କୃତ ସଭାପତିଙ୍କ ଦାଦାଗିରି l କୃଷି ସମବାୟ ସମିତି କାର୍ଯ୍ୟାଳୟରେ ପଶି ଉପ ସଭାପତି ( ମହିଳା ) ଓ ସମ୍ପାଦକ ଙ୍କୁ ବାଉଁଶ ରେ ପ୍ରହାର l ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରାଇପୁର ପାକ୍ସ ର ଘଟଣା l

14/05/2026

ମୋ ଜୀବନ କୁ ଶେଷ କରିଦେଇଥାନ୍ତା ପୋଲିସ l ହତ୍ୟାକାଣ୍ଡ ଘଟଣାରେ ମତେ ଡ଼ାକିନେଇ ଫସେଇ ଦଉଥିଲା l ପ୍ରେସ ମିଟ ରେ ଚିତ୍କାର କଲିବୋଲି ଛାଡିଲା ପୋଲିସ l
ଓଡଗାଁ ହତ୍ୟାକାଣ୍ଡର ୧୨ ଘଣ୍ଟା ଭିତରେ ୪ ଅପରାଧୀଙ୍କୁ ଧରିଦେଲୁ ବୋଲି ପ୍ରେସ ମିଟ ରେ ବାହାବା ନେଲେ IG ସତ୍ୟଜିତ ନାୟକ l ୪ ଅଭିଯୁକ୍ତଙ୍କୁ କ୍ୟାମେରା ସାମନା କୁ ବି ଆଣିଲେ l ସେତିକିବେଳେ ମୁଁ କଣ ଦୋଷ କରିଛି ବୋଲି ଚିତ୍କାର କରିଥିଲେ ଶ୍ରୀଧର ସାହୁ l ଫଳରେ ନିର୍ଦୋଷ ଶ୍ରୀଧର ଙ୍କୁ ଛାଡିଦେଲା ପୋଲିସ l
ପ୍ରଶ୍ନ ଉଠୁଛି, ଯଦି ଶ୍ରୀଧର ସାମ୍ବାଦିକଙ୍କ ଆଗରେ ପାଟି ଫିଟାଇ ନ ଥାନ୍ତେ ତାହେଲେ ପୋଲିସ କଣ ଛାଡିଥାନ୍ତା ? ବରଂ ଯାହାକୁ ମନ ତାହାକୁ ଜେଲରେ ପୁରାଇବା ନ୍ୟାୟରେ ନିଜ କାମ ସାରିଦେଇଥାନ୍ତା l ସେପଟେ ବିନା ଦୋଷ ରେ ନିର୍ଦୋଷି ଟି ସଜା ଭୋଗିଥାନ୍ତା l
ଲାଗୁଛି ଏହା ଭାତ ହାଣ୍ଡିରୁ ଗୋଟିଏ l ପୋଲିସ ନିଜ ମୁଣ୍ଡରୁ ଦୋଷ ଝାଡ଼ିବା ପାଇଁ ଏମିତି କେତେ ନିର୍ଦୋଷଙ୍କୁ ଯେ ଜେଲ ରେ ପୁରାଉନଥିବ ତା କିଏ କହିବ ???

13/05/2026

ମତେ ଜେଲ ଦିଅନ୍ତୁ କି ଫାଶୀ l ମୋର ଦି' ଟା ଝିଅ l ମତେ ମଣିଷମରା ସଜେଇ ଦିଆଯାଇଛି l
ଓଡଗାଁ ଅଜିତ ମର୍ଡର କେଶ ରେ କଣ କହିବାକୁ ଚାହୁଁଥିଲେ ଏଇ ଗିରଫ ଅଭିଯୁକ୍ତ ଜଣକ ?
IG ଙ୍କ ପ୍ରେସ ମିଟ ରେ ଏମିତି କିଛି କହିଲା ବେଳକୁ ଟାଣି ନେଇଗଲା ପୋଲିସ l

12/05/2026

କିଏ କିଏ ଓ କାହିଁକି ମାରିଥିଲେ ଅଜିତ କୁ .... IG ଙ୍କ Press Meet...

12/05/2026

ରେଡ଼କ୍ରସ ରୁ କ୍ଷତିପୂରଣ ସହାୟତା ଅର୍ଥ ନେବାକୁ ମନା କଲେ ମୃତ ଅଜିତଙ୍କ ମା l ଗତ କାଲି ହତ୍ୟାର ଶିକାର ହୋଇଥିବା ଅଜିତଙ୍କ ମା'ଙ୍କୁ କିଛି ଆର୍ଥିକ ସହାୟତା ଦେଉଥିଲେ ଓଡଗାଁ ତହସିଲଦାର l

06/05/2026

ପଥର ଖୋଲରୁ ଉଦ୍ଧାର ହେଲେ ନାବାଳକ l

06/05/2026
03/04/2026

ନୂଆଗାଁ ବାଣ ବିସ୍ଫୋରଣ ଘଟଣା ପରେ ଆକ୍ସନକୁ ଆସିଗଲା ନୟାଗଡ଼ ପୋଲିସ l ୫ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ର ବାଣ ଜବତ କଲା l

11/02/2026

୮ଶହ ଅଧିକା ଦେଲେ .... କଟଣୀ ଛଟଣୀ କରି ସେତିକି ନେଇଗଲେ l ଆଉ ଦେଲେ କଣ ?

09/02/2026

Address

Nayagarh

Telephone

+919439363003

Website

Alerts

Be the first to know and let us send you an email when Pradipta Rath Show posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pradipta Rath Show:

Share