Kajal Kanta Sahoo

Kajal Kanta Sahoo ⚫ କହିବି ଅଞ୍ଚଳର କଥା❗ଗାଇବି ଉତ୍କଳର ଗାଥା ⚫
( ଯୁବ ସାମ୍ବାଦିକ, ନିଆଳି କଟକ )
(1)

 ଼ା_ବୋଲବମ୍_ଭକ୍ତ ନାଁ ଅଛି ଭକ୍ତି ନାଁ ଅଛି ସମର୍ପଣ ଭାବ ଧର୍ମ ନାଁରେ ଚାଲିଛି ଭାଣ୍ଡାମି, ଦେବ ଦେବ ମହାଦେବଙ୍କ କାଉଡ଼ି ଯାତ୍ରାକୁ ଭାଣ୍ଡାମିର...
24/08/2026

଼ା_ବୋଲବମ୍_ଭକ୍ତ
ନାଁ ଅଛି ଭକ୍ତି ନାଁ ଅଛି ସମର୍ପଣ ଭାବ ଧର୍ମ ନାଁରେ ଚାଲିଛି ଭାଣ୍ଡାମି, ଦେବ ଦେବ ମହାଦେବଙ୍କ କାଉଡ଼ି ଯାତ୍ରାକୁ ଭାଣ୍ଡାମିରେ ପରିଣତ କଲେଣି ଯୁବ ବର୍ଗ, ଏଥିପାଇଁ ଦାୟୀ କିଏ ? Comment ମାଧ୍ୟମରେ କୁହନ୍ତୁ || Kajal Kanta Sahoo

24/08/2026

ଫେଣୀ ଖଜା ବିକ୍ରି କୁ ନେଇ ପୁରୀ ବଡ଼ଦାଣ୍ଡରେ ହାତାହାତି ହେଲେ ବ୍ୟବସାୟୀ || Kajal Kanta Sahoo

21/08/2026

#ରାସ୍ତା_ମଝିରେ_ମହିଳାଙ୍କ_ହାଇଡ୍ରାମା
କଟକ ପାରାଦୀପ ରାସ୍ତାରେ ଗାଡ଼ି ଧକ୍କାକୁ ନେଇ ଉତ୍ତେଜନା ରାସ୍ତା ମଝିରେ ପଛପଟୁ ଧକ୍କା ଦେଇଥିବା Bolero Pickup Driver ଙ୍କୁ ସେକି ଦେଇ ଗଲେ ମହିଳା Video ହେଲା Viral !! Kajal Kanta Sahoo

ଆରପାରିରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ.. ୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ.. ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ଗାୟକ ଥିଲେ ପ୍ରଣବ ...
21/08/2026

ଆରପାରିରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ.. ୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ.. ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ଗାୟକ ଥିଲେ ପ୍ରଣବ ପଟ୍ଟନାୟକ..

19/08/2026

ହସି ହସି ପେଟ ଦରଜ ହେଇଗଲା 😂😄🤪

ବିଶ୍ଵ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି || Kajal Kanta Sahoo
19/08/2026

ବିଶ୍ଵ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି || Kajal Kanta Sahoo

19/08/2026

#ଅଜଗରକୁ_ଦେଖି_ଗାଁ_ଲୋକେ_ଛାନିଆଁ 😱🧐🤨
ବୈତରଣୀ ନଦୀ ବନ୍ୟାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳକୁ ଭାସି ଆସିଛି ବିରାଟକାୟ ଅଜଗର || A giant python has been swept into the Bhandaripokhari area of Bhadrak district by the floodwaters of the Baitarani River || Kajal Kanta Sahoo

17/08/2026

ଏମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ 😂😱

16/08/2026

#ସ୍ବାଧୀନତା_ଦିବସରେ_ଇଏ_କି_ପାଲା ?
୮୦ତମ ସ୍ବାଧୀନତା ଦିବସ ପତାକା ଉତ୍ତୋଳନକୁ ନେଇ ମୁହାଁମୁହିଁ ହେଲେ ବିଡ଼ିଓ ଓ ବ୍ଲକ ଚେୟାରମ୍ୟାନ । ମଞ୍ଚ ଉପରକୁ ଚଢି ବିଡ଼ିଓଙ୍କୁ ଗାଳି ଗୁଲଜ କରିବା ସହିତ ପୋଡିୟମ ଫୋପାଡ଼ିଦେଲେ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଚେୟାରମ୍ୟାନ || The Block Development Officer (BDO) and the Block Chairman clashed over the flag-hoisting ceremony on the occasion of the 80th Independence Day. The Chairman of Kotagarh Block in Kandhamal district allegedly climbed onto the stage, verbally abused the BDO, and threw the podium || Kajal Kanta Sahoo

Happy Independence Day ❤️
15/08/2026

Happy Independence Day ❤️

Address

Niali
754004

Alerts

Be the first to know and let us send you an email when Kajal Kanta Sahoo posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category