ବ୍ୟାଘ୍ର ବଚନ Byaghra Bachan

ବ୍ୟାଘ୍ର ବଚନ Byaghra Bachan Contact information, map and directions, contact form, opening hours, services, ratings, photos, videos and announcements from ବ୍ୟାଘ୍ର ବଚନ Byaghra Bachan, Digital creator, odisha, Odisha.

Information Centre, Public Awareness, Devotional Motivational Speak, Book Summary ,Critics,सूचना केंद्र,जन जागरूकता, भक्ति भाषण, प्रेरक भाषण, आलोचक,ସୂଚନା କେନ୍ଦ୍ର,ଜନସାଧାରଣ ସଚେତନତା,ଉତ୍ସାହିତ ଓ ପ୍ରେରଣାଦାୟକ କଥା, ସମୀକ୍ଷା,ପର୍ଯ୍ୟଟନ ଓ ସଂସ୍କୃତି,ଓଡିଶା ର ପ୍ରଥା ଓ କଥା

24/04/2025

ତୃପ୍ତି ସଫାରୀ କେଉଁଝର. ବହୁତ ସୁନ୍ଦର ଜାଗା 10 କି ମି ମାତ୍ର
trupti safari. keonjhar. 1st time in keonjhar. pets, gardens, flowers, masti and funs best place. Visit DEC to Feb.

24/04/2025

ବୈତରଣୀ ନଦୀ ର ଉତ୍ପତି ସ୍ଥାନ. ରହସ୍ୟମୟ ଓ ଅଲୋକୀକ ଜାଗା ଗୋନାସିକା କେଉଁଝର. ଓଡ଼ିଶାର ଗୁପ୍ତ ଗଙ୍ଗା
Mystic and miracle place... Origin of rever baitarani. Named as ganga in odisha.
,Odisha Highlights.

22/04/2025

ଜଳ ପ୍ରତାପ ଗୁଣ୍ଡିଚାଘାଇ 7 କି. ମି ମାତ୍ର ଘଟଗାଁ. Waterfalls 5 km distance ghatagaon. Keonjhar. Vist must june to Sept. Keonjhar,Odisha Tarini

14/04/2025

ଓଡ଼ିଶାର କୁହାଯାଏ ଗୁପ୍ତ ଗଙ୍ଗା, ଗୋନାସିକା, ଦୂରତା 40 କି.ମି କେଉଁଝର Secret conceled and hidden ganga in odisha at gonasika keonjhar .let's visit

27/02/2025

ସାଳନ୍ଦୀ ମହୋତ୍ସବ 2025 କାନପୁର, ସୋସୋ, କେନ୍ଦୁଝର, ଗ୍ରାମାଞ୍ଚଳର ନୃତ୍ୟ, ସଙ୍ଗୀତ ଓ ଅଭିନୟ ପ୍ରତିଭା ଅନ୍ୱେଷଣ ଓ ସମ୍ମାନ ର ମଞ୍ଚ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ରେ ଆଦୃତ ଓ ପରିଚିତ ହୋଇଛି.

17/02/2025

ଓଡ଼ିଶାର ସବୁଠୁ ବଡ଼ ଯାତ୍ରା ସ୍ଥାନ ଖଣ୍ଡଗିରି ମେଳା ଯାତ୍ରା 2025 ର ରାତ୍ରି ର ଦୃଶ୍ୟ ଓ ମାହୋଲ.

04/02/2025

ପୂର୍ବ ଗୌରବ ଓ ବିଶ୍ବାସ ଫେରିପାଇବ କି କଂଗ୍ରେସ. ଦିଲ୍ଲୀ ବାସୀ ଙ୍କ ଆସ୍ଥା କଣ ପୁଣି ଫେରିବ କି..ବିଧାନସଭା ନିର୍ବାଚନ ଦିଲ୍ଲୀ.

*ଆଦ୍ୟାଶକ୍ତି , ଜ୍ଞାନଦାତ୍ରୀ ଓ କଣ୍ଠସମ୍ଭୁତା ମା' ସରସ୍ବତୀ ପୂଜନର ଶୁଭଅବସର ପବିତ୍ର ବସନ୍ତପଞ୍ଚମୀ ର ଶୁଭେଚ୍ଛା ଓ ଶୁଭକାମନା ।🙏*ଯାକୁନ୍ଦେନ୍...
02/02/2025

*ଆଦ୍ୟାଶକ୍ତି , ଜ୍ଞାନଦାତ୍ରୀ ଓ କଣ୍ଠସମ୍ଭୁତା ମା' ସରସ୍ବତୀ ପୂଜନର ଶୁଭଅବସର ପବିତ୍ର ବସନ୍ତପଞ୍ଚମୀ ର ଶୁଭେଚ୍ଛା ଓ ଶୁଭକାମନା ।🙏*ଯାକୁନ୍ଦେନ୍ଦୁ ତୁଷାର ହାର ଧବଳା
ଯା ଶ୍ବେତ ପଦ୍ମାସନା
ଯା ବୀଣା ବରଦଣ୍ଡ ମଣ୍ଡିତ କରା
ଯା ଶୁଭ୍ର ବସ୍ତ୍ରାବୃତ୍ତା।
ଯା ବ୍ରହ୍ମାଚ୍ୟୁତ ଶଙ୍କର ଦେବ ପ୍ରଭୃତିର୍ଭି
ଦେବୈ ସଦା ବନ୍ଦିତା
ସା ମାଂ ପାତୁ ସରସ୍ବତୀ ଭଗବତୀ
ନିଃଷେସ ଜାଡ୍ୟାପହା ॥

29/01/2025

ସମ୍ମାନ ରଖି ପାରିବ ତ ଏଇ ଥର ବିଜେପି. ଦିଲ୍ଲୀ ବିଧାନସଭା ନିର୍ବାଚନ 2025 ପୁଣି ବାଜି ମାରି ନେବ ଆଉ କିଏ. 7 ଗୋଟି MP ବିଜେପି ହାତରେ.

29/01/2025

ହେବକି କଷ୍ଟକର ନା ମିଳିବ ଅନୁକମ୍ପା, ଦିଲ୍ଲୀ ବିଧାନସଭା ନିର୍ବାଚନ 2025 ପୁଣି କଣ ଝାଡୁ ସଫା କରିଦେବ?

Address

Odisha
Odisha

Telephone

+919937430773

Website

Alerts

Be the first to know and let us send you an email when ବ୍ୟାଘ୍ର ବଚନ Byaghra Bachan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ବ୍ୟାଘ୍ର ବଚନ Byaghra Bachan:

Share