MD Creation Odia

MD Creation Odia Please Follow and Help me. for All Social Activities. Lanjigarh Block. Kalahandi Dist of Odisha

19/09/2025

ରାଧା_ପରିଚୟ #ରାଧାନାମ #ରାଧାସୀତାରାମ

18/09/2025
18/09/2025

ମୋର ସାନ ଭାଇ ମାନଙ୍କର ଡାନ୍ସର କିଛି ଝଲକ୍। #ଗାଁଖୁଲିକେ_ପଳେଇ_ଆ.

18/09/2025

Celebrating my 3rd year on Facebook. Thank you for your continuing support. I could never have made it without you. 🙏🤗🎉

18/09/2025

ଶ୍ରୀ କୃଷ୍ଣଙ୍କ ବିଂଷଠି ବର୍ଣ୍ଣ। ଗୀତ ଭଲ ଲାଗିଲେ Page କୁ ଫୋଲୋ,LIKE, SHARE କରନ୍ତୁ ବନ୍ଧୁ ମାନେ।

ଠିକ କହିଲି ନା ବନ୍ଧୁ।
17/09/2025

ଠିକ କହିଲି ନା ବନ୍ଧୁ।

31/07/2025

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ବେହେରା ପଞ୍ଚାୟତ ଅନ୍ତର୍ଗତ ଦଳସରଗି ଗାଁ ରେ ଏସ୍ ସି ସମାଜର କେବଳ ଚାରି ଘର ଅଛନ୍ତି ଏହି ଚାରି ଘର ସମ୍ପୂର୍ଣ୍ଣ ଭୁମି ହୀନ ଅନ୍ୟ ଉଚ୍ଚ ଜାତି ଦେଢସହ ଘର ଅଛନ୍ତି ସମସ୍ତଙ୍କ ଜମି ବାଡ଼ି ଅଛି,, ୧୯୬୮ ମସିହାରୁ ଏହି ଚାରି ଘର ସରକାରକୁ ରାଜସ୍ଵ ଫାଇନ ବାନ୍ଧି ସରକାରୀ ଜମିରେ ଘର ଚାରିଟି କରିଛନ୍ତି କିଛି ଜମି ଚାଷ କରି ଆସୁଛନ୍ତି,,,ଏହି ବର୍ଷ କିଛି ଜମିରେ ହରଡ ଚାଷ କିଛି ଜମିରେ ଧାନ ତଳି ପକାଇଥିଲେ,, ଶନିବାର ଦିନ ଗାଁ ର ଉଚ୍ଚ ଜାତିର ଲୋକ ମାନେ ଗାଇ ଗୋରୁ ଆଣି ଚାଷକୁ ଖୁଆଇ ଦେଲେ ଏହି ସମୟରେ ପୁରୁଷ ମାନେ ଘରେ ନ ଥିଲେ,,ଘରେ ଥିବା ପାଞ୍ଚ ଜଣ ମା ଭଉଣୀ ଚାଷକୁ କାହିଁକି ଏମିତି କରୁଛ ବୋଲି ମନା କରିବାକୁ ଯାଇଥିଲେ ,ସେହି ସମୟରେ ୫୦ ରୁ ୬୦ ଜଣ ଯୁବକ ଅସ୍ତ୍ର ଶସ୍ତ୍ର ସହ ସଂଘବଦ୍ଧ ହୋଇ ଆସି ପାଞ୍ଚ ଜଣ ମହିଳା ଓ ଜନେ ବୁଢ଼ା ବାପାକୁ ମରଣାନ୍ତକ ଆକ୍ରମଣ କଲେ ତାହା ହୃଦୟବିଦାରକ, ଯେମିତି ଅକଥନୀୟ ଅତ୍ୟାଚାର ଯେମିତି ଅଜାଗା ମାନଙ୍କରେ ଆମ ମହିଳା ମାନଙ୍କୁ ମାଡ ମାରିଛନ୍ତି ପାଟିରେ କହି ହେବ ନାହିଁ,,, ସେହି ଶନିବାର ଦିନ ପ୍ରଥମେ କୋକସରା ହସ୍ପିଟାଲ ଯାଇ ଚିକିତ୍ସିତ ହେଲେ ତାପରେ କୋକସରା ଥାନା ରେ FIR କରାଯାଇଛି ,,, ସୋମବାର ଦିନ ଧର୍ମଗଡ଼ SDPO କୁ ଭେଟି ଅଭିଯୋଗ କରାଯାଇଛି, ଜନ ଶୁଣାଣି ସମୟରେ ଧର୍ମଗଡ଼ ଉପଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ,,additional ଏସପି କଳାହାଣ୍ଡି କୁ ମଧ୍ଯ ପୀଡିତା ମାନେ ଗୁହାରି କରିଛନ୍ତି,, ଆଜକୁ ଛଅ ଦିନ ହୋଇଗଲା ପୋଲିସର କାର୍ଯ୍ଯାନୁଷ୍ଠାନ ସୁନ ,, କାହା ଚାପରେ ପୋଲିସ ନୀରବ,, ମହିଳାକୁ ସମ୍ମାନ ନାରୀକୁ ସୁରକ୍ଷା ନାରା ଦେଇ ଶାସନକୁ ଆସିଥିବା ବିଜେପି ସରକାରର ଏହା କେଉଁ ନିତି,, କେନ୍ଦ୍ରରେ ବିଜେପି ସରକାର ରାଜ୍ୟର ବିଜେପି ସରକାର,, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପି ବିଧାୟକ,,କଣ ଜାତି ଦେଖି ମହିଳା ମାନଙ୍କୁ ସମ୍ମାନ ଦିଆଯାଉଛି କି,,, ଏହି ପୀଡିତା ମହିଳା ମାନଙ୍କୁ ନ୍ୟାୟ ମିଳିବ କେବେ,,, AOSCF

ଏ ମହିଳା ଜଣକ ଅଢେ଼ଇ ବର୍ଷର ଝିଅକୁ ଛାଡ଼ି ପଳେଇ ଯାଇଛନ୍ତି। ଦୁଇଦିନ ହେଲା ନିଖୋଜ ଅଛନ୍ତି ଏହି ମହିଳା ଜଣକ। ଆପଣ ମାନଙ୍କୁ ଆମର ବିନମ୍ର ଅନୁରୋଧ...
05/06/2024

ଏ ମହିଳା ଜଣକ ଅଢେ଼ଇ ବର୍ଷର ଝିଅକୁ ଛାଡ଼ି ପଳେଇ ଯାଇଛନ୍ତି। ଦୁଇଦିନ ହେଲା ନିଖୋଜ ଅଛନ୍ତି ଏହି ମହିଳା ଜଣକ। ଆପଣ ମାନଙ୍କୁ ଆମର ବିନମ୍ର ଅନୁରୋଧ ଏହି ମହିଳାଙ୍କୁ ଯିଏ ଯେଉଁଠି ବି ଯଦି ଦେଖିବେ ତାହାହେଲେ ଦୟାକରି ନିକଟସ୍ତ ପୋଲିସ୍ ଷ୍ଟେସନ୍ ରେ ଜଣେଇ ଦେବେ ତତ୍ ସହିତ ଦୟାପୂର୍ବକ 7907448068 ଏବଂ 6282181092. ଏହି ନମ୍ବରରେ ଆମକୁ ଫୋନ କରି ଜଣେଇ ଦେବାକୁ ନିବେଦନ। ତାଙ୍କ ନାମ-ଅପୂର୍ବ ହରପାଳ,ପିତା-ଲାଏବନ ନାଏକ. ସ୍ୱାମୀ-ନୀଳକଣ୍ଠ ହରପାଳ. ଗ୍ରାମ-ପୁନିଗୁଡ଼ା, ଲାଞ୍ଜିଗଡ଼ ବ୍ଲକ, କଳାହାଣ୍ଡି ଜିଲ୍ଲା. Tulsiram Pradhani Kalahandi.info Social Media Group Kalahandi, India MY Bhubaneswar

Address

Kalahandi
Odisha

Website

Alerts

Be the first to know and let us send you an email when MD Creation Odia posts news and promotions. Your email address will not be used for any other purpose, and you can unsubscribe at any time.

Share