Dhanamana Solutions

Dhanamana Solutions DHANAMANA SOLUTIONS, A LEADING PUBLICATION HOUSE IN BHUBANESWAR, ODISHA PUBLISHING BOOKS & "AMRUTABARTA", THE MONTHLY ODIA SPIRITUAL MAGAZINE........

11/02/2021

, , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପଦ୍ମମୁଖ ବେଶରେ କେବ...

 ,  , ମହାପ୍ରଭୁ ଶ୍ରୀଜଗନ୍ନାଥ ଇନ୍ଦ୍ରନୀଳମଣି ପ୍ରସ୍ତର ବିଗ୍ରହ ସ୍ୱରୂପ ଶ୍ରୀନୀଳମାଧବଙ୍କ ରୂପରୁ କିପରି ଓ କାହିଁକି ଦାରୁବିଗ୍ରହ ସ୍ୱରୂପ ହେଲ...
09/02/2021

, ,

ମହାପ୍ରଭୁ ଶ୍ରୀଜଗନ୍ନାଥ ଇନ୍ଦ୍ରନୀଳମଣି ପ୍ରସ୍ତର ବିଗ୍ରହ ସ୍ୱରୂପ ଶ୍ରୀନୀଳମାଧବଙ୍କ ରୂପରୁ କିପରି ଓ କାହିଁକି ଦାରୁବିଗ୍ରହ ସ୍ୱରୂପ ହେଲେ ?
Why & How Lord Shree Jagannath Ji has taken the form of Darubrahma from Lord Sri Nilamadhaba ??

Press the Link Below & Watch the Video.

, , ମହାପ୍ରଭୁ ଶ୍ରୀଜଗନ୍ନାଥ ଇନ୍ଦ୍ରନୀଳମଣି ପ୍ରସ୍ତର ବିଗ୍ରହ ସ୍ୱରୂପ ଶ୍ରୀନୀଳମାଧବଙ୍କ ରୂପରୁ କିପରି ଓ କା...

22/08/2020
ଜଗନ୍ନାଥାୟ ନମୋନମଃ......... ଶୁଭ ଅପରାହ୍ନ ଓ ଶୁଭେଚ୍ଛା........... ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାତତ୍ତ୍ୱ ଆଧାରିତ ମୋ ରଚିତ "ଶ୍ରୀଜଗନ୍ନ...
06/06/2020

ଜଗନ୍ନାଥାୟ ନମୋନମଃ.........
ଶୁଭ ଅପରାହ୍ନ ଓ ଶୁଭେଚ୍ଛା...........

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାତତ୍ତ୍ୱ ଆଧାରିତ ମୋ ରଚିତ "ଶ୍ରୀଜଗନ୍ନାଥ ଦିବ୍ୟଲୀଳାରସାମୃତ"ର ସୁଧାମୃତ ରସ ଆସ୍ବାଦନ କରିବା ନିମିତ୍ତ ମୋ ସହିତ ମୋର ନୂଆ ୟୁଟ୍ୟୁବ ଚାନେଲରେ ଯୋଡି ହୋଇ ରୁହନ୍ତୁ......

Press the link below...Open & See the Video....
Subscribe My Youtube Channel to get My New Spiritual Videos More..........

Its a "Spiritual Kabya Grantha" (Spiritual Poem Book), named as "ଶ୍ରୀଜଗନ୍ନାଥ ଦିବ୍ୟଲୀଳାରସାମୃତ"(Sri Jagannath Divyalilarasamruta), Episode -1, on Lord Sri Jaga...

04/06/2020

🙏🙏🙏🙏ଓଁ ଜଗନ୍ନାଥାୟ ନମୋନମଃ🙏🙏🙏🙏

ମାନବବାଦର ମହାଠାକୁର ସେ
ମାନବ ଶୃଙ୍ଖଳା ପାଇଁ
କରିଚାଲିଛନ୍ତି ମାନବୀୟ ଲୀଳା
ଶ୍ରୀକ୍ଷେତ୍ର ଧାମରେ ରହି...........

ଶହେ ଆଠ ଗରା ସୁନା କୂଅ ଜଳେ
ହେବେ ଆଜି ଅଭିଷେକ
ତିନ୍ତିବେ ଭିଜିବେ ହାତୀବେଶ ହେବେ
ଦେଖିବେ ଜଗତଯାକ.........

ଚନ୍ଦନ କର୍ପୂର କେଶର ଚୁଆରେ
ହେବ ଜଳ ଅଧିବାସ
ପାବମାନୀ ସୂକ୍ତେ ହେବ ସଂସ୍କାରିତ
ଅଙ୍ଗେ ଲାଗି ହେବ ସେ ତ...............

ସମୁଦ୍ରଜ୍ୟେଷ୍ଠାର ମନ୍ତ୍ରପାଠ କରି
ଜୟ ଜୟ ଧ୍ୱନି କରି
ଢାଳିଦେବେ ସୁନା କୂଅର ଜଳକୁ
ଶ୍ରୀଅଙ୍ଗରୁ ଯିବ ଝରି..........

ଗଣପତି ଭଟ୍ଟ ମାଗିଥିଲେ ବର
ହୋଇବାକୁ ହାତୀବେଶ
ମାନ ରକ୍ଷା କରି ପ୍ରତିବର୍ଷ ପ୍ରଭୁ
ସାଜୁଅଛ ଶ୍ରୀଗଣେଶ..........

ମାନବଙ୍କ ପରି ଅଣସର ଲୀଳା
ରଚୁଛ ଜଗତସାଇଁ
ନାହିଁ କି ନ ଥିବେ ଏପରି ଠାକୁର
ଭକ୍ତଜନଭାବଗ୍ରାହୀ.........

ବେଳ ରତ ରତ ପହଣ୍ଡି ଆଗତ
ଝୁଲି ଝୁଲି ଆସୁଥିବ
ହୃଦଦର୍ପଣରେ ଦେଖୁଛି ତୁମକୁ
କି ସୁନ୍ଦର ସାଜିଥିବ.........

ଶିରରେ ଟାହିଆ ଅଙ୍ଗେ ସେନାପଟା
ବାହୁରେ ବାହୁଟକଣ୍ଟ
ସେବାୟତ ମେଳେ ମତ୍ତଗଜ ପ୍ରାୟ
ହେଉଥିବ କେଡେ କଷ୍ଟ........

ପଣତକାନିରେ ପୋଛୁଚି ପୟର
ହୃଦୟ ଅର୍ଘ୍ୟକୁ ଢାଳି
ହୃଦେ ଥିବ ନାଥ ଦେଖାଇବ ପଥ
ମୋ ହୃଦନାଥ ବନମାଳୀ................

(ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୋ ଆରାଧ୍ୟ ମହାପ୍ରଭୁଙ୍କ ଶ୍ରୀରଙ୍ଗାଚରଣରେ ହୃଦୟରୁ କିଛି ପଦ......)
(Copyright Reserved By)

ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ.....
Best Wishes to All on eve of Pious "Snana Purnnima" Today...........

SWAGATIKA PANI

26/02/2020

OMM JAGANNATHAYA NAMONAMAH.......
JAY SHRI RADHAKRISHNA............
A Short Poem of Mine dedicated to the pious lotus feet of "Shri Radhamadhabam"..
The Kadamba Bana... The Spring Season & The Truely Love Divine Feelings of Shri Radhakrishna Ji being in "Jhulana" fills the heart of a devotee the very true divine thoughts full of pleasure & happiness.........

SWAGATIKA PANI

29/10/2019

"ଅମୃତବାର୍ତ୍ତା" ର ସଦସ୍ୟ ହେବା ପାଇଁ ଓ ପ୍ରତ୍ୟେକ ମାସ ଡାକ ଯୋଗେ ପତ୍ରିକା ପାଇବା ପାଇଁ ନିମ୍ନରେ ପ୍ରଦତ୍ତ ଆମର ଫର୍ମକୁ ସମ୍ପୂର୍ଣ୍ଣ କରି ଓ ପ୍ରଦତ୍ତ ବ୍ୟାଙ୍କ ଆକାଉଣ୍ଟରେ ଧାର୍ଯ୍ୟ ରାଶି ଜମା କରି ଆମକୁ ଦିଆଯାଇଥିବା ଫୋନ ନଂ ରେ ଯୋଗାଯୋଗ କରନ୍ତୁ / ନିମ୍ନ ଠିକଣାରେ ଫର୍ମ ସହିତ ଦେୟରାଶି ପଠାନ୍ତୁ.....
ନିଜର ସମ୍ପୂର୍ଣ୍ଣ ଡାକଠିକଣା ସହିତ ଯୋଗାଯୋଗ କରିବାର ନମ୍ବର ଆମକୁ ଦିଅନ୍ତୁ.......

ସୌଜନ୍ୟ : ଅମୃତବାର୍ତ୍ତା
ଇ - ମେଲ : [email protected]

ଓଁ ନମୋନମୋ ଦୁର୍ଗେଦେବୀ ତ୍ରାହିମାଂ ବିଶ୍ୱେଶ୍ୱରୀ ବିଶ୍ୱଜନନୀ.................. ଧନମନ ସଲ୍ୟୁସନ୍ସ ଦ୍ୱାରା ପ୍ରକାଶିତ "ଅମୃତବାର୍ତ୍ତା"- ମା...
27/09/2019

ଓଁ ନମୋନମୋ ଦୁର୍ଗେଦେବୀ ତ୍ରାହିମାଂ ବିଶ୍ୱେଶ୍ୱରୀ ବିଶ୍ୱଜନନୀ..................
ଧନମନ ସଲ୍ୟୁସନ୍ସ ଦ୍ୱାରା ପ୍ରକାଶିତ "ଅମୃତବାର୍ତ୍ତା"- ମାସିକ ଓଡ଼ିଆ ଆଧ୍ୟାତ୍ମିକ ପତ୍ରିକାର ଅକ୍ଟୋବର - 2019ର ଶାରଦୀୟ ବିଶେଷାଙ୍କରେ ପ୍ରକାଶିତ ହେବାକୁ ଯାଉଥିବା ଆଧ୍ୟାତ୍ମିକ ଲେଖାସମୂହର ଲେଖକଲେଖିକା : ( ସୂଚୀପତ୍ର ଆଧାରରେ )

ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ପାଣି
(ପ୍ରତିଷ୍ଠାତା ଓ ମୁଖ୍ୟମାର୍ଗଦର୍ଶକଙ୍କ କଲମରୁ)

ଶ୍ରୀମତୀ ସ୍ଵାଗତିକା ପାଣି
(ସମ୍ପାଦିକାଙ୍କ କଲମରୁ)

ସୌଜନ୍ୟ : "ଅମୃତବାର୍ତ୍ତା"
"ଅମୃତବାର୍ତ୍ତା"ର ମୂଳବାର୍ତ୍ତା
ଅମୃତୋପଲବ୍ଧି
ଗୀତାଗଙ୍ଗା
ନମୋ ନମୋ ଦୁର୍ଗାଦେବୀ
ମା' ଶାରଳାଙ୍କ ପାଦପଦ୍ମରେ

ଆଧ୍ୟାତ୍ମିକ ପ୍ରବନ୍ଧ :
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଡ଼. ସୂର୍ଯ୍ୟମଣି ରଥ ଶର୍ମା
ଡ଼. କିରଣବାଳା ରଥ
ଇଂ ପ୍ରମୋଦ କୁମାର ନନ୍ଦ
ପଣ୍ଡିତ ଦୈତାରୀ ମହାପାତ୍ର
ଶ୍ରୀ ପବିତ୍ର ମୋହନ ବାରିକ

ଆଧ୍ୟାତ୍ମିକ କବିତା :
ଡ଼. ହରିହର ମିଶ୍ର
ଡ଼. ସରୋଜିନୀ ଷଡ଼ଙ୍ଗୀ
ଶ୍ରୀ ପୀତାମ୍ବର ମିଶ୍ର
ଡ଼. ସୁକାନ୍ତି ତ୍ରିପାଠୀ

ଜୀବନଦର୍ଶନ :
ଡ଼.ରାଧାମାଧବ ଦାଶ
(ପ୍ରାକ୍ତନ କୁଳପତି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ)

ଆଧ୍ୟାତ୍ମିକ ଅନୁଭୂତି :
ଡ଼. ରବୀନ୍ଦ୍ର ସାମନ୍ତ ( ପ୍ରାକ୍ତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,KIIT, KIIMS )
ଡ଼.ସତ୍ୟବାଦୀ ବଳିୟାର ସିଂହ ( ଶିକ୍ଷାବିତ ଓ ସାହିତ୍ୟିକ )

ଆଧ୍ୟାତ୍ମିକ କ୍ଷୁଦ୍ରଗଳ୍ପ :
ସୌଜନ୍ୟ - ଅମୃତବାର୍ତ୍ତା

ଶିଶୁ ଅମୃତବାର୍ତ୍ତା :
ଶ୍ରୀମତୀ ସ୍ଵାଗତିକା ପାଣି ( ସମ୍ପାଦିକା )
ଶ୍ରୀ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର

ମନ୍ଦିରସଂସ୍କୃତି :
ମା' ଗୌରୀଙ୍କ ମନ୍ଦିର, ଭୁବନେଶ୍ୱର

"ଅମୃତବାର୍ତ୍ତା" ସମ୍ବନ୍ଧରେ
ବାର୍ଷିକ ଦେୟ ଓ କୁପନ ଓ ଅନ୍ୟାନ୍ୟ

ଜୀବନକୁ ଅମୃତମୟ କରନ୍ତୁ, "ଅମୃତବାର୍ତ୍ତା" ସହ ଯୋଡିହୋଇ ରୁହନ୍ତୁ..........

ସ୍ଵାଗତିକା ପାଣି
ସମ୍ପାଦିକା, "ଅମୃତବାର୍ତ୍ତା"
ଇ- ମେଲ : [email protected]
page : https://www.facebook.com/amrutabartamonthlyodiaspiritual/

Address

Plot No./1479, N-4, Nayapalli, Bhubaneswar/
Odisha
751015

Website

Alerts

Be the first to know and let us send you an email when Dhanamana Solutions posts news and promotions. Your email address will not be used for any other purpose, and you can unsubscribe at any time.

Share

Category