Ajira Sambad

Ajira Sambad we are provide fresh and current news as soon as to our viewers

*PCRକୁ_ଚାପିଦେଲା_ହାଇଓ୍ଵା_୨_ପୋଲିସ_କର୍ମଚାରୀଙ୍କ_ମୃତ୍ୟୁ**କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଦୁର୍ଘଟଣା....PCRକୁ ଚାପିଦେଲା ହାଇଓ୍ଵ...
22/04/2025

*PCRକୁ_ଚାପିଦେଲା_ହାଇଓ୍ଵା_୨_ପୋଲିସ_କର୍ମଚାରୀଙ୍କ_ମୃତ୍ୟୁ*
*କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଦୁର୍ଘଟଣା....PCRକୁ ଚାପିଦେଲା ହାଇଓ୍ଵା , ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ....CRRI ଥାନା ପିସିଆର ପାଟ୍ରୋଲିଂ ବେଳେ ପିଟିଲା ହାଇଓ୍ଵା...ଜଣେ ଗୁରୁତର ପୋଲିସ କର୍ମଚାରୀ SCBରେଭର୍ତ୍ତି*

*SRI  BHUBANANANDA SAHU, ORS, ADDITIONAL TAHASILDAR, MANESWAR TAHASIL, DIST- SAMBALPUR NABBED BY ODISHA VIGILANCE WHILE ...
19/04/2025

*SRI BHUBANANANDA SAHU, ORS, ADDITIONAL TAHASILDAR, MANESWAR TAHASIL, DIST- SAMBALPUR NABBED BY ODISHA VIGILANCE WHILE TAKING BRIBE RS 6,000/- FOR CONVERSION OF AGRICULTURAL LAND*. ..............................

Today , Sri Bhubanananda Sahu, ORS, Addl. Tahasildar, Maneswar Tahasil, Dist- Sambalpur has been apprehended by Odisha Vigilance *while demanding and taking bribe of Rs.6,000/- from a Complainant for conversion of his agricultural land to non-agricultural (homestead) purpose and issuance of ROR in his favour*. Initially, Sri Sahu demanded bribe Rs.10,000/-, however, following negotiation, he reduced the bribe amount to Rs.6,000/-. As Sri Sahu refused to do the work unless the bribe was paid, the complt reported the matter to Vigilance authorities, alleging his harassment by Sri Sahu. Following this, *a team of Odisha Vigilance nabbed Sri Sahu today in his office while taking bribe Rs 6,000/- from the complt. The entire bribe money has been recovered from accused Sri Sahu and seized*.

Following the trap, simultaneous searches are going on at 3 locations connected to Sri Sahu from DA angle.

In this connection, Sambalpur Vigilance PS Case No 09 dated 19.04.2025, U/s 7PC (Amendment) Act, 2018 has been registered against the accused Sri Sahu, Addl Tahasildar. Investigation is in progress. Detailed report follows.

କାରକୁ ଧକ୍କା ଦେଲା ଟ୍ରକ୍, ଡିଏସପି ମୃତ ଯାଜପୁର ପାଣିକୋଇଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଲେଶ୍ବର ର ଜଣେ ଡିଏସପି ବଳରାମ ନାୟକଙ୍କ ସ...
16/02/2025

କାରକୁ ଧକ୍କା ଦେଲା ଟ୍ରକ୍, ଡିଏସପି ମୃତ

ଯାଜପୁର ପାଣିକୋଇଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଲେଶ୍ବର ର ଜଣେ ଡିଏସପି ବଳରାମ ନାୟକଙ୍କ ସମେତ ଦୁଇ ମୃତ। ଦୃର୍ଘଟଣା ଘଟେଇଥିବା ଟ୍ରକ୍ ଡ଼୍ରାଇଭର ଫେରାର ସୂଚନା।

14/01/2025
10/11/2024

New song released on the occasion of Balijatra Cuttack Utsav 2024.

ପରଲୋକରେ_ରତନ_ଟାଟାଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ୮୬ ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ । ମୁମ୍ବାଇର ଏକ ହସ୍ପିଟାଲରେ ଚିକତ୍ସା...
09/10/2024

ପରଲୋକରେ_ରତନ_ଟାଟା
ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ୮୬ ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ । ମୁମ୍ବାଇର ଏକ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।

ଶେଷରେ ଜେଲ ଗଲେ ଜେଲର ବାବୁ। ଭିଜିଲାନ୍ସ ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ।ଏହା ପରେ ଆଜି ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ...
07/09/2024

ଶେଷରେ ଜେଲ ଗଲେ ଜେଲର ବାବୁ। ଭିଜିଲାନ୍ସ ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ।ଏହା ପରେ ଆଜି ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ।

Address

Cuttack
Odisha

Alerts

Be the first to know and let us send you an email when Ajira Sambad posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ajira Sambad:

Share