BKB Youth club Manatri

BKB Youth club Manatri This is a Youth club of Manatri . Mayurbhanj , Odisha

05/06/2024

ଓଡ଼ିଶା ରାଜନୀତି ରେ ନୂଆ ଇତିହାସ ର ଆରମ୍ଭ ହେବାକୁ ଯାଉଛି. ଆଶା କରୁଛୁ ଓଡ଼ିଶା ର ଯିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ସେ ଓଡ଼ିଶା କୁ ଏକ ଉଚ୍ଚ ସମୃଦ୍ଧି ଏବଂ ପ୍ରଗତି ଦିଗରେ ଆଗେଇ ନେବାକୁ ପ୍ରୟାସ ରଖିବେ. ଶିକ୍ଷା, ସ୍ବାସ୍ଥ୍ୟ , ରୋଜଗାର କୁ ଗୁରୁତ୍ଵ ଦବା ଦରକାର. ପ୍ରତି ଟି ଗାଆଁ ଏବଂ ସାହି କୁ ପହଞ୍ଚି ସବୁ ଅସୁବିଧା କୁ ବୁଝିବା ଦରକାର. ଉନ୍ନତି କେବଳ ଯେମିତି ସହରାଞ୍ଚଳ ରେ ନ ରହି ସବୁ ଜାଗା ସବୁ ସ୍ତର ରେ ପହଞ୍ଚିବା ଦରକାର. ଦଳ ର କୁଜି ନେତା ଯେମିତି ଗୋଟେ ଗରିବ ବା ସାଧାରଣ ଜନତା କୁ ଯୋଜନା ନାମ ରେ ନ ଲୁଟିବା ଦରକାର. ପଞ୍ଚାୟତ ରୁ ଆରମ୍ଭ କରି କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ସବୁ ଢାଞ୍ଚା ବଦଳିବା ଦରକାର. ଦଳୀୟ ନେତା ନେତ୍ରୀ ଙ୍କ ସୁବିଧା ଅପେକ୍ଷା ସାଧାରଣ ଜନତା ଙ୍କ ଅସୁବିଧା କୁ ଗୁରୁତ୍ଵ ଦବା ଦରକାର. ବହୁ ଅଞ୍ଚଳ ରେ ପହଞ୍ଚି ନଥିବା ଆବଶ୍ୟକତାକୁ , ସୁବିଧା ସୁଯୋଗ କୁ ପହଞ୍ଚାଇବା ଦରକାର. ଚାଷୀ କୁ ତାର ଉଚିତ୍ ପାଉଣା ମିଳିବା ଦରକାର, ରୋଗୀ କୁ ଉପଯୁକ୍ତ ଚିକିତ୍ସା ମିଳିବା ଦରକାର, ଛାତ୍ର ଛାତ୍ରୀ ମାନଙ୍କୁ ଉପଯୁକ୍ତ ଏବଂ ଉଚ୍ଚ ଶିକ୍ଷା ମିଳିବା ଦରକାର, ସବୁ କ୍ଷେତ୍ର ର କର୍ମୀ ମାନଙ୍କୁ ଉଚିତ୍ ଦରମା ମିଳିବା ଦରକାର. ଆରମ୍ଭ ହେଲା ଆଗାମୀ ପାଞ୍ଚ ବର୍ଷ ର ହିସାବ କିତାବ. ଯେମିତି କର୍ମ କରିବ ସେମିତି ଫଳ ପାଇବ. ଇଏ ଜନ ସାଧାରଣ ଙ୍କ ଦ୍ଵାରା ନିର୍ବାଚିତ ହୋଇଛି ତେଣୁ ଉପଯୁକ୍ତ କର୍ମ ନ କଲେ ସେଇ ଜନ ସାଧାରଣ ପୁଣି ତାହାର ଉତ୍ତର ପ୍ରଦାନ କରିବେ. ତେଣୁ ସେଇ ବିଶ୍ୱାସ ଆଉ ଭରସା ସମସ୍ତଙ୍କ ମନରେ ଦେଇ ଓଡ଼ିଶା କୁ ଏକ ପ୍ରଗତିଶୀଳ ରାଜ୍ୟ ରେ ପରିଣତ କରିବା ପାଇଁ ପ୍ରଚେଷ୍ଟାବଦ୍ଧ ହବା ଦରକାର.

ଜୟ ଜଗନ୍ନାଥ 🏵️🌸🌹🌼🌻
ଜୟ ଶ୍ରୀ ରାମ 🚩🚩🌼🏵️🌹
ବନ୍ଦେ ଉତ୍କଳ ଜନନୀ 🇮🇳🇮🇳

Pizza party free time with my angels and their mamu Mane salaka😊😊😊
28/12/2023

Pizza party free time with my angels and their mamu Mane salaka😊😊😊

ନିହାତି ଆସିବେ।🙏🏾🙏🏾🙏🏾
28/12/2023

ନିହାତି ଆସିବେ।🙏🏾🙏🏾🙏🏾

ଦୟାକରି ଆସିବେ। 🙏🏾🙏🏾🙏🏾
27/12/2023

ଦୟାକରି ଆସିବେ। 🙏🏾🙏🏾🙏🏾

ବଡ଼ ଏକାଦଶୀରେ ମହାଦୀପ ଦର୍ଶନ। Please subscribe to watch full video 🙏🏾🙏🏾🙏🏾https://youtube.com/?si=x9nhX-Or1fRJfp8m
26/09/2023

ବଡ଼ ଏକାଦଶୀରେ ମହାଦୀପ ଦର୍ଶନ। Please subscribe to watch full video 🙏🏾🙏🏾🙏🏾https://youtube.com/?si=x9nhX-Or1fRJfp8m

like share and subscribe

Really a good step 👍👍👍
25/09/2023

Really a good step 👍👍👍

My daughter Sikha's art, Bless her🙏🏾🙏🏾🙏🏾🙏🏾🙏🏾
21/09/2023

My daughter Sikha's art, Bless her🙏🏾🙏🏾🙏🏾🙏🏾🙏🏾

19/09/2023

Pari new look

28/09/2022

Address

Odisha

Website

Alerts

Be the first to know and let us send you an email when BKB Youth club Manatri posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BKB Youth club Manatri:

Share