ANGUL LIVE

ANGUL LIVE ଅନୁଗୁଳ ର ଟିକିନିଖି ଖବର ଉପରେ ଆମ ନଜର, ଆମ Page କୁ like , coment and share କରନ୍ତୁ।

28/10/2025

ଅନ୍ୟାୟ ହଉଚି ମୁଁ ଅନ୍ୟାୟ ହବାକୁ ଦେବିନି, ଉଛେଦ ବେଳେ ପୋଲିସ ପ୍ରଶାସନ ଏବଂ ତାଳଚେର ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ।

28/10/2025

୫୫ନଂ ବାଇପାସ୍ ରାସ୍ତା କୁଲୁକବସା ସାହି ନିକଟରେ ଦଳ ହାତୀ।

27/10/2025

ଗାଉଁଲି ଦେଶୀ କୁକୁଡା ସହ କଡକନାଥ କୁକୁଡା।

27/10/2025

ନଳକୂପରୁ ପାଣି ମାଡି ପିଉଛି ଦନ୍ତା ହାତୀ।

25/10/2025

ତୁରଙ୍ଗ ଗାଁ ରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ୍ ।

24/10/2025

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁମଣ୍ଡ ଗ୍ରାମର ସହ ସହ ମହିଳାଙ୍କ ପ୍ରତିବାଦ।

24/10/2025

ଅନୁଗୁଳ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ପାଇଁ ଜିଲ୍ଲାସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମ ।

23/10/2025

କୁମଣ୍ଡ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ବିବାଦରେ ପୂର୍ଣ୍ଣଛେଦ ପକେଇବାକୁ ଶାନ୍ତି କମିଟି ବୈଠକ କଲେ ଜିଲ୍ଲା ପ୍ରଶାସନ।

23/10/2025

ଘରୋଇ ମେଡିକାଲରେ ଚିକିତ୍ସା ଅବହେଳା କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର।

19/10/2025

ଶାବଳ ଭଙ୍ଗା ଲିଙ୍ଗରାଯୋଡି ସାହିରୁ ଉଦ୍ଧାର ହେଲା ବିରାଟକାୟ ଅଯୋଗର ସାପ, ଲୋକେ ଦେଖି ଛାନିଆ।

19/10/2025

ମଉସାଗୋ ରାତି ଅଧେ ଡାକିଲା କିଏ ।

18/10/2025

ତାଳଚେର ର ବିଭିନ୍ନ କୋଇଲା ଖଣିରେ ବ୍ୟାପକ ଦୁର୍ନିତୀ ହେଇଥିବା ଅଭିଯୋଗରେ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ।

Address

Angul
Odisha
759122

Alerts

Be the first to know and let us send you an email when ANGUL LIVE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ANGUL LIVE:

Share