Angul Live

Angul Live ଅନୁଗୁଳ ର ଟିକିନିଖି ଖବର ଉପରେ ଆମ ନଜର, ଆମ Page କୁ like , coment and share କରନ୍ତୁ।

05/06/2026

#ହାତୀ ଆକ୍ରମଣ ବର୍ତ୍ତମାନ ଥମିବାର ନା ନେଉନି । ଆଜି ପୁଣି ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଜଗନ୍ନାଥପୁର ଗ୍ରାମରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିବାରୁ ସେ ଅଳ୍ପକେ ବର୍ତ୍ତିଛନ୍ତି, ମହିଳା ହେଲେ ସୁଭଦ୍ରା ସାହୁ (30) ଗାଁ ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟେଈବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଂଚି ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୋଳ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।

 #ପୁଣି ହାତୀ ଆକ୍ରମଣ କଲା।
05/06/2026

#ପୁଣି ହାତୀ ଆକ୍ରମଣ କଲା।

04/06/2026

#ପୁଣି_ଆଜି_ଆଉ_ଜଣଙ୍କୁ_ମାରିଦେଲା_ହାତୀ।

03/06/2026

#କୁସୁମ ପାଟରୁ ଉତ୍ ପାତିଆ ଦନ୍ତାହାତୀକୁ ସ୍ଥାନାନ୍ତର କଲା ବନବିଭାଗ।

02/06/2026

ନନ୍ଦ ପୁରୁ ଗାଁ ରେ ହାତୀ ଆତଙ୍କ।

01/06/2026

#ସ୍ଵତନ୍ତ୍ର ସାକ୍ଷାତକାର ରେ ଦଣ୍ଡଜଗତର ସୁନାମଧନ୍ୟ କଳାକାର ତଥା ଦଣ୍ଡ ମାଲିକ ଶିଖିଧ୍ୱଜ ଦାସ୍ ।

31/05/2026

କଥା ପଦେ କହିଛନ୍ତି ଭଉଣୀ ।

30/05/2026

ମାଲିକଙ୍କ ଭିତିରି କଥା
ମାଲିକ ସୁଶାନ୍ତ ସାହୁଙ୍କ ସହ ବିଶେଷ ଆଲୋଚନା ।

29/05/2026

#କାଳବୈଶାଖୀ_ମୋର କୋଡ଼ିଏ ଲକ୍ଷ୍ୟ ଟଙ୍କାର ଦୋକାନ ଭାଙ୍ଗି ସବୁ ସାରିଦେଲା।

27/05/2026

ଆମେ କୁକୁଡାଙ୍ଗ ଓ କାଣ୍ଡଶର ପଞ୍ଚାୟତ ବାସୀ ଆଜି ବିରୋଧ ପ୍ରଦର୍ଶନ କରିବାଲାଗି ଆସିଥିଲୁ।

Address

Angul
Odisha
759122

Alerts

Be the first to know and let us send you an email when Angul Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Angul Live:

Share