Odia Express

Odia Express Odia Express is a dynamic news channel dedicated to providing comprehensive coverage of events, stories, and developments from Odisha, India, and beyond.

With a commitment to journalistic excellence and a focus on delivering news that matters

25/12/2025

ମୋ ଭଏସକୁ ମୁଁ ହରେଇଦେଇଛି

25/12/2025

ହ୍ୟୁମାନଙ୍କୁ ମୁଁ ଭୁଲି ପାରୁନି

25/12/2025

ହ୍ୟୁମାନ ମୋ ସାନଭାଇ ଥିଲା

25/12/2025

ଗୁଲୁଆ ତମେ ପ୍ରମାଣ ଦିଅ ତମକୁ କିଏ ମାଗୁଛି

25/12/2025

ମୋ ବାପା ଗୁଲୁଆକୁ ଘର ଗାଡି ସବୁ ଦେଇଥିଲେ

25/12/2025

#ବିବାଦରେ_ଗୁଲୁଆ_ବର୍ଷାଙ୍କ_ପ୍ରେମ_କାହାଣୀ
ଦୁହିଁଙ୍କ ପ୍ରେମ କାହାଣୀରେ ବିରାଟ ଫାଟ । ଗୁଲୁଆଙ୍କୁ ମାରିବାକୁ ଆସୁଛି ଧମକ । ଏପଟେ ବର୍ଷା କରୁଛନ୍ତି ମହାନ୍ କଳାକାରଙ୍କ ପୋଲ୍ ଖୋଲିବାର ପୋଷ୍ଟ । ସ୍ବାମୀ ସ୍ତ୍ରୀଙ୍କ ଘରୋଇ କଳିରେ କିଏ ପଡିଯିବ ବଳି GuluaaBarsa

25/12/2025

ମିଛ ନାଟକ କରୁଥିଲେ ଗୁଳୁଆ,ସତ ଧରେଇଦେଲେ ଗୁଲୁଆଙ୍କ ସ୍ତ୍ରୀ ବର୍ଷା !

25/12/2025

ଗୁଲୁଆ ତମକୁ ଲାଜ ଲାଗୁନି ତମ ସବୁ କଳା ଚିଠା ମୁଁ ରଖିଛି

25/12/2025

ମୋ ବାପାଙ୍କ ପଇସାରେ Iphone ଧରିଛନ୍ତି ଗୁଲୁଆ

25/12/2025

ମୋ ବାପାଙ୍କ ପାଖରୁ ପଚାଶ ଲକ୍ଷ ନେଇଛନ୍ତି ଗୁଲୁଆ

25/12/2025

#ଗୁଲୁଆଙ୍କ_ସତ_ଧରେଇଦେଲେ_ସ୍ତ୍ରୀ
#ଗୁଲୁଆ_ଅନ୍ୟ_ଝିଅ_ସହିତ_ବୁଲନ୍ତି
ମିଛ ନାଟକ କରୁଥିଲେ ଗୁଳୁଆ,ସତ ଧରେଇଦେଲେ ଗୁଲୁଆଙ୍କ ସ୍ତ୍ରୀ ବର୍ଷା ! ଗୁଲୁଆ ଅନ୍ୟ ଝିଅଙ୍କୁ ଧରି ହୋଟେଲ ଯାଉଛନ୍ତି ! ମୋ ବାପା ଗୁଲୁଆଙ୍କୁ ସବୁ ପଇସା ଦେଇଥିଲେ ! ଗୁଲୁଆ ପଚାରିଥିଲେ କେତେ ଟଙ୍କା ନେଲେ ମୋତେ ଛାଡିବ ! ଗୁଲୁଆଙ୍କୁ ସବୁକିଛି ଭାବିଥିଲି ସେ ମୋତେ ଧୋକା ଦେଇଦେଲେ ! ଗୁଲୁଆ କହୁଥିଲେ ସେ ବହୁତ ସୁନ୍ଦର ହେଲେ ମୋ ସହିତ ତାଙ୍କ ଯୋଡି ମିଶୁନି ! ଗୁଲୁଆ କହୁଛନ୍ତି ମୁଁ ସୁନ୍ଦର ନୁହଁ ତାଙ୍କୁ ସୁନ୍ଦର ଝିଅ ଦରକାର BarshaSpecial

25/12/2025

#ଗୁଲୁଆ_ଅନ୍ୟ_ଝିଅଙ୍କୁ_ଧରି
#ହୋଟେଲ_ଯାଉଛନ୍ତି
ଗୁଲୁଆ ଭଲ ପାଇ ବାହାହେଲା ଧୋକାଦେଲା !ଗୁଲୁଆ କହୁଥିଲେ ସେ ବହୁତ ସୁନ୍ଦର ହେଲେ ମୋ ସହିତ ତାଙ୍କ ଯୋଡି ମିଶୁନି ! ଗୁଲୁଆ କହୁଛନ୍ତି ମୁଁ ସୁନ୍ଦର ନୁହଁ ତାଙ୍କୁ ସୁନ୍ଦର ଝିଅ ଦରକାର ! ବର୍ଷେ ହେଲା ମୋତେ କଷ୍ଟ ଦେଉଛନ୍ତି ଗୁଲୁଆ ! ମୋତେ ତଣ୍ଟିଆ ମାରି ଘରୁ ବାହାର କରିଦେଲେ ଗୁଲୁଆ ! ଗୁଲୁଆଙ୍କ ପରିବାର ମିଶି ମତେ ଫସେଇଦେଲେ ! GuluaHotelStory

Address

Patia, Bhubaneswar
Odisha
751024

Alerts

Be the first to know and let us send you an email when Odia Express posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Express:

Share