03/04/2026
#୨୦୦୪ରେ_ଭାଙ୍ଗିଥିଲା
#୨୦୨୬ରେ_BMC_ଦୋକାନ_ଦଉଛି
ମତେ ଖୁସି ଲାଗୁଛି, ୨୦୦୪ରେ ଭାଙ୍ଗିଥିଲା ୨୦୨୬ରେ BMC ଦୋକାନ ଦଉଛି !ନବ ନିର୍ମିତ ଦୋକାନ ଗୃହ ଓ ପିଣ୍ଡିର ଲୋକାର୍ପଣ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୨୦୦୦ ମସିହାରେ ଭୁବନେଶ୍ବର ବିଏମସି ଭବାନୀ ମଲ୍ ତିଆରି ହେଲା ସମୟରେ ଭଙ୍ଗା ଯାଇଥିଲା ୨୦୦ ରୁ ଉର୍ଦ୍ଧ ଦୋକାନ ଓ ବିସ୍ଥାପିତ ହୋଇଥିଲେ ୩୫୦ ରୁ ଉର୍ଦ୍ଧ ବ୍ୟବସାୟୀ । ତେବେ ଆଜି ୨୬ ବର୍ଷ ପରେ ବିଏମସି ତରଫରୁ ବିସ୍ଥାପିତ ବ୍ୟବସାୟୀ ଙ୍କୁ ମିଳିଛି ଦୋକାନ । Newly constructed shophouse,Bbsr