24/03/2026
ପୁରୀ ବଡଦାଣ୍ଡରେ ଅନ୍ଧ ଭକ୍ତଙ୍କ ଅଦ୍ଭୁତ ସଙ୍ଗୀତ 😳🙏
**ପୁରୀ ବଡଦାଣ୍ଡ ସାମ୍ନାରେ ଏହି ଭକ୍ତମାନେ ଅସାଧାରଣ ସଙ୍ଗୀତ ପ୍ରଦର୍ଶନ କରୁଛନ୍ତି 🙏
ଦୃଷ୍ଟି ଓ ଶରୀରର ସମସ୍ୟା ଥିଲେ ମଧ୍ୟ ତାଙ୍କର ପ୍ରତିଭା ଓ ଭକ୍ତି ଦେଖି ମନ ଭରିଯାଏ ❤️
ଆପଣଙ୍କୁ କେମିତି ଲାଗିଲା? Comment କରନ୍ତୁ 🙏
Follow କରନ୍ତୁ ଏମିତି ଭିଡିଓ ପାଇଁ 🙏
ଜୟ ଜଗନ୍ନାଥ 🙏**
#ଜୟଜଗନ୍ନାଥ