Shree Mandir &Shree Jagannath &Srikhetra

Shree Mandir &Shree Jagannath &Srikhetra ଜୟ ଶ୍ରୀଜଗନ୍ନାଥ🙏

29/11/2025

ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ସିଦ୍ଧମହାବୀରଙ୍କ ଘୋଡଲାଗି ହୋଇ  ଆଜିର ଦର୍ଶନ..
26/11/2025

ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ସିଦ୍ଧମହାବୀରଙ୍କ ଘୋଡଲାଗି ହୋଇ ଆଜିର ଦର୍ଶନ..

24/11/2025

ମା ' ଙ୍କ ଦିବ୍ୟ ଆଳତି ଦର୍ଶନ

23/11/2025

ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୦୨ AM ରେ ସମାପ୍ତ ହେଲା

22/11/2025

#ଜଗାରେ_ମୋ_ପୁଅକୁ_ବଞ୍ଚେଇ_ଦେ
#ଛାତି_ଫଟାଇ_କାନ୍ଦୁଛି_ବାପା
ଶ୍ରୀମନ୍ଦିରରେ ଆଜି ସକାଳେ ଦେଖିବାକୁ ମିଳିଛି ଏ ଆବେଗଭରା ଦୃଶ୍ୟ। ଅସୁସ୍ଥ ପୁଅର ଜୀବନ ଭିକ୍ଷା ମାଗୁଛି ବାପାଟିଏ। ସଂସାାରର ମାଲିକକୁ ଅଭିମାନ କରି କହୁଛି ନିଜ ମନର କଥା। ଏ ଦୃଶ୍ୟ ଯିଏ ଦେଖିବ ତା’ ଆଖିରେ ଲୁହ ଆସିଯିବ...

22/11/2025

ମହାପ୍ରଭୁ ଜଗନ୍ନାଥ ଙ୍କ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୪୮ AM ରେ ସମାପ୍ତ ହେଲା।

ପ୍ରଭୁ ଶ୍ରୀ ସିଦ୍ଧ ମହାବୀର ଙ୍କ ଦର୍ଶନ
21/11/2025

ପ୍ରଭୁ ଶ୍ରୀ ସିଦ୍ଧ ମହାବୀର ଙ୍କ ଦର୍ଶନ

 #ଦେବଦୀପାବଳୀଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍...
20/11/2025

#ଦେବଦୀପାବଳୀ
ଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଶ୍ୟପ ଦଶରଥ-କୌଶଲ୍ୟା ନନ୍ଦ-ଯଶୋଦା , ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚା ଙ୍କ ଉଦେଶ୍ୟ ରେ ଦୀପଦାନ କରାଯାଇଥାଏ। ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଦିନ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବାସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି ।।ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା "ଦେବ ଦୀପାବଳି" ଓ "ଶ୍ରାଦ୍ଧବେଶ" ନାମରେ ପ୍ରସିଦ୍ଧ ।ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଆଜିଠାରୁ ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।

ଦେବଦୀପାବଳି
19/11/2025

ଦେବଦୀପାବଳି

19/11/2025

Address

Puri
Bhubaneswar
752002

Website

Alerts

Be the first to know and let us send you an email when Shree Mandir &Shree Jagannath &Srikhetra posts news and promotions. Your email address will not be used for any other purpose, and you can unsubscribe at any time.

Share