Puri Khabar

Puri Khabar creator

25/05/2026

୫୫ ଦିନରେ ପହଞ୍ଚିଲା ପୁରୀ ବାସୀଙ୍କ ଆନ୍ଦୋଳନ

09/05/2026

#କଣାସ_ବ୍ଲକ_ହତ୍ୟାକାଣ୍ଡ_ଘଟଣା । ବେକ ଉପରେ ବୁଲେଟ ଚଢାଇ ମାରିବା । କଣାସ ଘଟଣାର ଗ୍ରାମବାସୀଙ୍କ ଆନ୍ଦୋଳନରେ ଜିନ୍ଦାବାଦ ର ନାରା କଣ ପାଇଁ ?
ଏ ଆନ୍ଦୋଳନ ପଛରେ କେଉଁ ନେତା ? ୪ ଘଣ୍ଟାରେ ଆନ୍ଦୋଳନରୁ ଓହରି ଗଲେ କାହା କଥାରେ ?

09/05/2026

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକରେ ହଟ୍ଟଗୋଳ, ପ୍ରଥମ ବୈଠକ ରେ ଯଦି ଏମିତି ବିଶୃଙ୍ଖଳା ତେବେ ରଥଯାତ୍ରାରେ କେମିତି ଆସିବ ଶୃଙ୍ଖଳା

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ରଥଖଳା ନିକଟରେ ଟଳି ପଡ଼ିଲେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଛି ଅଘଟଣ। ମୃତ ଶ୍ରଦ୍ଧାଳ...
08/05/2026

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ରଥଖଳା ନିକଟରେ ଟଳି ପଡ଼ିଲେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଛି ଅଘଟଣ। ମୃତ ଶ୍ରଦ୍ଧାଳୁ କଟକ ସିଡିଏ-୧୧ ର ବିଚିତ୍ରାନନ୍ଦ ବେହେରା

02/05/2026

ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ୩ ଯୁବକ

02/05/2026

ଗୋ-ଚାଲାଣ କାରୀ ଙ୍କୁ ବାନ୍ଧିଲା ପୁରୀ ପୋଲିସ, ବନ୍ଧୁକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ

27/04/2026

ସରିଲା କାକଟପୁର ମଙ୍ଗଳା ମହୋତ୍ସବ ୨୦୨୬ । ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ଏ ମହୋତ୍ସବ । ଶେଷ ଦିନରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଙ୍କ ଗୀତରେ ମୁଗ୍ଧ ହେଲେ ଦର୍ଶକ । ଭିଡ଼ରେ ଜମିଲା ମହୋତ୍ସବ

27/04/2026

ପୁରୀରେ ଲାଇଫଗାର୍ଡ ଙ୍କୁ ବେଙ୍ଗଲି ପର୍ଯ୍ୟଟକ ଙ୍କ ନାଲି ଆଖି

23/04/2026

ନାରୀ ଶକ୍ତିଙ୍କ ଅଧିକାର ଛଡ଼ାଇନେଇ ଉତ୍ସବ ମନାଉଥିବା ମହିଳା ବିରୋଧୀ କଂଗ୍ରେସ, ବିଜେଡି, ନବୀନ ପଟନାୟକ ଓ ରାହୁଲ ଗାନ୍ଧୀ ଙ୍କ କୁସପୁତ୍ତଳିକା ଦାହ । ବିଜେପି ଜ଼ିଲ୍ଲା ଯୁବମୋର୍ଚ୍ଚ ସଭାପତି ବିଶ୍ୱଜିତ ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଗୁଣ୍ଡିଚା ମନ୍ଦିର ଠାରେ ଏକତ୍ରିତ ହୋଇ ମହିଳା ଙ୍କ ଅଧିକାର ଛଡେଇନେଵା ଅଭିଯୋଗରେ ଏକ ଶୋଭାଯାତ୍ରା ଓ ସମାବେଶ'ରେ ବାହାରିବା ଶହ ନାରୀ ଶକ୍ତିର ସମ୍ମାନ ଓ ଅଧିକାର ପାଇଁ ଆଜି ଆରମ୍ଭ ହୋଇଥିବା ଲଢ଼େଇ ଆହୁରି ବ୍ୟାପକ ହେବ

ବଟା ଭାଙ୍ଗ ବିକ୍ରି କରି ଗିରଫ । ଭାଙ୍ଗ ବିକ୍ରି ଅଭିଯୋଗରେ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ପୁରୀ ତାଳବଣିଆ ଥାନା ପୋଲିସ
22/04/2026

ବଟା ଭାଙ୍ଗ ବିକ୍ରି କରି ଗିରଫ ।
ଭାଙ୍ଗ ବିକ୍ରି ଅଭିଯୋଗରେ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ପୁରୀ ତାଳବଣିଆ ଥାନା ପୋଲିସ

22/04/2026

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଘଟଣାରେ, ପୁରୀ ଏସପି ଙ୍କୁ ଭେଟିଲା ବିଜେଡି ଟିମ୍ । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

Address

Puri
Puri
752001

Website

Alerts

Be the first to know and let us send you an email when Puri Khabar posts news and promotions. Your email address will not be used for any other purpose, and you can unsubscribe at any time.

Share