bindassbapibapi

bindassbapibapi Contact information, map and directions, contact form, opening hours, services, ratings, photos, videos and announcements from bindassbapibapi, Video Creator, Puri.

16/04/2026

ରାମ ନାଟକ ହେଉଛି ମୋ ଗାଁର ନିଜ ମାଟିର କଳା ଏହି ଐତିହ ପାଇଁ ସମସ୍ତେ ଆଜି ପୁର ପଲ୍ଲୀରେ ଗର୍ବିତ ।।

24/03/2026

ସମ୍ପର୍କ କୁ କିଏବା ଭୁଝିଚି କେ ନିଜର ଅବା ପର
ଏମିତି ଏକ ବନ୍ଧନ ନାହିଁ ତାର ଡୋର।।
ସାତ ସିନ୍ଧୁ ତଳେ ଗଢା ଏଇ ରକ୍ତ ମାଂସ ଶରୀର
ନୁହେଁ ଶେତ ହେମ ଅବା କକର ।।।
କାହିଁଗଢା ଏହି ଦୁନିଆଁରେ ଅଧା ଗଢା ଠାକୁର
ରୂପ ଅନେକ ନାହିଁ ତାର ମତାନ୍ତର।।।
ସଜେଇ ରଖିଛି ଏମିତି ନୀଳା ମୋତି ମାଣିକ ରୂପ ତାର କିବା ଅବା ବର୍ଣ୍ଣନା କରିବି ନାହିତା ମନେ ଅହଙ୍କାର
ଦେଖିଲେ ରହିବ ଲୋ ଏଇ ବେନି ଆଖିତୋର।।
କିଏ ସେ କାରିଗର ଗଢ଼ିଲା ରେ ଏତେ ନିଜର
ଭାବ କି ଭୂଜିବୁ ଏତେ ମାୟା ତୋ ଏଇ ମଣିଷ ର।।
ତତେ ଯେ ଗଢିଛି ମୋତେ ସେ ଗଢିଛି
କରିବି କାହାକୁ ପତର ଅନ୍ତଂର।।।।
ତୁମେ କନ୍ ଭୂଜିବ କିଣା ଚାକର ମାଲିକି
ସେଇ ହିସାବ କରୁଛି ଫୁଲରେ ମହକ
କେତେ ଦୂର ।।।
ଯେ କାଟେ ଜୀବନକୁ ନିଜେ ବଞ୍ଚିବା କଷ୍ଟକର
ସେ ଭଲ କି ମନ୍ଦ ବୁଦ୍ଧିର କରାମତି ଦେଖାଇବ ସେ ସବୁ କୁ ଭରସା ରଖିଛି ଦବ ତାହାର ଉତ୍ତର ବାସ୍ ଏଇତ ଜୀବନ।।।।।।

10/02/2026

Enjoy the videos and music you love, upload original content, and share it all with friends, family, and the world on YouTube.

03/01/2026

#ସମୟ #ହେ #ଆମ #ମା bindassbapibapi

02/01/2026

Address

Puri
DANDAMUKUNDPUR

Website

Alerts

Be the first to know and let us send you an email when bindassbapibapi posts news and promotions. Your email address will not be used for any other purpose, and you can unsubscribe at any time.

Share

Category