Utkal Express Live.

Utkal Express Live. UTKAL EXPRESS LIVE OFFICIAL

08/08/2026

ସାରା ବିଶ୍ୱ ଦେଖୁଛି ଭାରତୀୟ ବୁଣାକାରଙ୍କ ସାମଥ୍ୟ ପିପିଲି ମୌଜବେଗ ଗାଁ ର ହସ୍ତତନ୍ତ ପାଇଁ ସାରା ରାଜ୍ୟ ଗର୍ବିତ

07/08/2026

Odisha viral man Hindi speak very very funny way viral boy

04/08/2026

SLUG - ସାତଶଙ୍ଖ ମେଡିକାଲ ଭିତରେ ରାତା ରାତି ଚାଲିଛି ଚୋରା ମଦ କାରବାର

Anchor - *ଦେଖନ୍ତୁ ଏ କାର number କୁ ଯୋଉ କାର ର number ରହିଛି WB ୦୨ AD ୮୩୦୪ ଯାହା କି West Bengal ର ଏ କାର ଟି ରାତି ଅଧ ରେ ଆସି କାହିଁକି ସାତଶଙ୍ଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଲା ପୁଣି ସେଥିରୁ ପେଟି ରେ ଏ କଣ ମେଡିକାଲ ଭିତରକୁ ଯାଉଛି ତା ପୁଣି ସୁରକ୍ଷା କର୍ମୀ ଙ୍କ ଉପସ୍ଥିତି ରେ ଆପଣ ମାନେ ଭାବୁଥିବେ ଏ କଣ ହୋଇପାରେ ଯାହା କି ରାତି ରେ ମେଡିକାଲ ଭିତରକୁ ବୁହା ହୋଇ ଯାଉଛି ଆପଣ ମାନଙ୍କ ଦୋନ୍ଦ ଦୂରୀ ଭୂତ କରିବା ପାଇଁ ଆମେ କହିରଖୁଛୁ ଏ କୌଣସି ମେଡ଼ିସିନ ନୁହେଁ ଏ ହେଉଛି ଚୋରା ମଦ ହଁ ଦର୍ଶକ ବନ୍ଧୁ ଆପଣ ମାନେ ଠିକ ଶୁଣିଛନ୍ତି ଏ ହେଉଛି ଚୋରା ମଦ ଯାହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହନିକାରକ ଯାହା ସାତଶଙ୍ଖ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାତା ରାତି ଚାଲିଛି ବେଧଡ଼କ କାରବାର ଏଠାରେ ପ୍ରଶ୍ନ ବାଚୀ ସୁଷ୍ଟି ହଉଛି ଯେ ମେଡିକାଲ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ବସ୍ତା ଖରାପ ହେଲେ ରୋଗୀ ଟି ମେଡିକାଲ ଆସି ରୋଗରୁ ବିରାମ ପାଇପାରିବ କିନ୍ତୁ ଏ ଠାରେ କାହା ନିର୍ଦେଶ କର୍ମେ ରାତା ରାତି ନିଶା କାରବାର କରାଯାଉଛି ପୁଣି କାର ରେ ପେଟି ପେଟି ନିଶା ଦ୍ରବ୍ୟ କୁ ରାତା ରାତି ମେଡିକାଲ ଭିତରକୁ ନିଆଯାଉଛି ପୁଣି ଯେତେବେଳେ ମେଡିକାଲ ରେ ସୁରକ୍ଷା କର୍ମୀ ମେଡିକାଲ ର ଗେଟେ ଖୋଲି ଦେଉଛନ୍ତି ଏ visual ରେ ଯାହା ଜଣାପଡୁଛି ମେଡିକାଲ ରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀ ଙ୍କ ସମତେ ଅନ୍ୟନ୍ୟ କର୍ମଚାରି ମାନେ ମଧ୍ୟ ଏ ନିଶା କାରବାର ରେ ସମ୍ପୃକ୍ତ ହୋଇଥାଇପାରନ୍ତି ଯାହା ତଦନ୍ତ ରୁ ଜଣା ପଡିବ ସ୍ଥାନୀୟ ଲୋକ ଙ୍କ ଅନୁରୋଧ କର୍ମେ ଯେଉଁ ବ୍ୟାକ୍ତି ଏ ନିଶା କାରବାରରେ ସମ୍ପୂକ୍ତ ଅଛନ୍ତି ତାଙ୍କୁ କଠୋର ରୁ କଠୋର ସଜା ଦିଆଯାଉ video Facebook reels

01/08/2026

ଆଜାଦି ନାରାରେ ଦୋହଲିଗଲା ମୋହନ ସରକାର || Mohan Majhi || Gen-Z Protest || Bhubaneswar

ଅଯୋଗ୍ୟ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅ.....

01/08/2026

ପିପିଲି ଦୟା ନଦୀର କଣ୍ଟି କାଜ ରୁ ପ୍ରଥମ ବନ୍ୟା ଜଳ ପ୍ରଭାହିତ! ବୁଡ଼ିଲା ହଜାର ହଜାର ହେକ୍ଟର ଚାଷ ଜମି! ଫଳରେ ପିପିଲି ଡେଲାଙ୍ଗ ସତ୍ୟବାଦୀ ଅଂଚଳର ହଜାର ହଜାର ଚାଷୀ ଚିନ୍ତାରେ! ଏପଟେ ପିପିଲି କଣ୍ଟି ନିକଟରେ ଥିବା ଜଳ ସେଚନ ବିଭାଗ ରେ ପଡିଛି ତାଲା ଲୋକେ ଆସନ୍ତୋଷ୍ଟ

28/07/2026
25/07/2026

video Facebook reels railway

25/07/2026

Sunabesh pain rastajam

25/07/2026

ପ୍ରଶ୍ନପତ୍ର Leak ବିବାଦ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟର ବଡ ଅଦଳାବଦଳ ନୀତି ପ୍ରଶ୍ନପତ୍ର leak ବିବାଦ ଓ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ମନ୍ତ୍ରଣାଳୟରେ ବଡ଼ ଅଦଳବଦଳ କରିଛନ୍ତି ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀଙ୍କୁ ହଟାଯାଇ ତାଙ୍କ ସ୍ଥାନ ରେ ନରେଶ ପାଲ ଗାଙ୍ଗୱାର ଙ୍କୁ ନୁର୍ତନ ସଚିବ ଭାବେ ନିଯୁକ୍ତି କରାଯାଇଛି

Shout out to my newest followers! Excited to have you onboard! S Megha Skanta, Durga Prasad Rout, Pradeep Kumar Das, Abi...
25/07/2026

Shout out to my newest followers! Excited to have you onboard! S Megha Skanta, Durga Prasad Rout, Pradeep Kumar Das, Abinash Burma, Mrutyunjay Biswal, Debaraj Behera, Narahari Moharana Papu, Muna Khan Muna Khan, Pradip Swain, Jaydab Samanta, Siraj Khan, Bighnaraj Bighnaraj, Prafulla Kumar Sahoo, Manoj Jena, Pragyan Biswal, Akashdas Kumar, Hulas Barik, Sk Abdul Rasid, Daitari Sethy, Pradeep Kumar Pradeep Kumar, Kuna Samantray, Pradyumna Kesari Das, Pupun Kumar Sahu, Bipini Behera, Akash Sahoo, Bidyadhar Jena, Diptimayee Sahoo, Sidhanta Kumar, Sumitra Chugu, Santosh Behera Behera, Rahul Nayak, Kumar Sanu, Rajeeb Chinara, Manoranjan Pradhan, Debendra Jena, Satyajit Giri, Biswajit Das, Basant Jena, Shehezad Mohammed, Padmalochan Behera, Firoj Saha, Tilak Roul, Subrat Swain, Ajayapradhan Ajayapradhan, Bikash Sahoo, Tripada Pradhan, Dipti Bhanu Parida, Madan Suar, Kumar Bapi, Madhaba Palei

Address

Pipili
Puri
752105

Website

Alerts

Be the first to know and let us send you an email when Utkal Express Live. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share