Odisha Wave 24/7

Odisha Wave 24/7 Odisha Wave 24/7 : The Real Time Update!!

୮୦ ତମ ସ୍ବାଧୀନତା ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
15/08/2026

୮୦ ତମ ସ୍ବାଧୀନତା ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପାଇଲେNSA ମୁଖ୍ୟ ଅଜିତ ଡୋଭାଲ
01/08/2026

ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପାଇଲେ
NSA ମୁଖ୍ୟ ଅଜିତ ଡୋଭାଲ

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ
27/07/2026

ପରଲୋକରେ
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

କର୍ଣ୍ଣାଟକର ବରିଷ୍ଠ ବିଜେପି ନେତାପ୍ରହ୍ଲାଦ ଯୋଶୀନୂତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
25/07/2026

କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା
ପ୍ରହ୍ଲାଦ ଯୋଶୀ
ନୂତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା।
25/07/2026

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା।

NEET ପ୍ରଶ୍ନପତ୍ର ଲିକ୍ ରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ । NTA ର ୪୭ ଜଣ ଅଧିକାରୀଙ୍କୁ ବରଖାସ୍ତ।
24/07/2026

NEET ପ୍ରଶ୍ନପତ୍ର ଲିକ୍ ରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ।
NTA ର ୪୭ ଜଣ ଅଧିକାରୀଙ୍କୁ ବରଖାସ୍ତ।

ପବିତ୍ର ରଥଯାତ୍ରା ର ନୀତି ନିର୍ଘଣ୍ଟ  ।
15/07/2026

ପବିତ୍ର ରଥଯାତ୍ରା ର ନୀତି ନିର୍ଘଣ୍ଟ ।

ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂ ମୁକ୍ତି ନିର୍ଦ୍ଦେଶ ସୂଚନା। ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜେଲ୍ ର...
14/07/2026

ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂ ମୁକ୍ତି ନିର୍ଦ୍ଦେଶ ସୂଚନା। ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜେଲ୍ ରୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସୂଚନା ଦେଲେ ଦାରା ସିଂଙ୍କ ଓକିଲ ଏପି ସିଂ।

*ନବଯୌବନ ଦର୍ଶନ ଅବଧି କମ୍‌ ରହିବ*• ରଥଯାତ୍ରା ନେଇ ଚୂଡ଼ାନ୍ତ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।• ୧୪ ତାରିଖ ନବଯୌବନ ...
13/07/2026

*ନବଯୌବନ ଦର୍ଶନ ଅବଧି କମ୍‌ ରହିବ*

• ରଥଯାତ୍ରା ନେଇ ଚୂଡ଼ାନ୍ତ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।
• ୧୪ ତାରିଖ ନବଯୌବନ ଦର୍ଶନ ଅବଧି ଅପେକ୍ଷାକୃତ କମ୍‌ ରହିବ ।
• ୧୫ ତାରିଖ ଉଭା ଦିନ ମହାପ୍ରଭୁଙ୍କ ଦର୍ଶନ ପୂରା ବନ୍ଦ ରହିବ ।
• କୌଣସି ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିବା ମନା ।
• ଯଦି କେହି ଅମାନ୍ୟ କରନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ।
• ରଥ ଉପରେ କେହି ମୋବାଇଲ୍‌ ବ୍ୟବହାର କରିପାରିବେନି ।
• ଛଦ୍ମବେଶୀ ଓ ମୋବାଇଲ ବ୍ୟବହାର ଉପରେ ଭିଡିଓ କ୍ୟାମେରା ନଜର ରଖିବ ।
• ଏଥର ସୁପରିଚାଳନା ପାଇଁ ୨ ସେଟ୍‌ ରଥ ଦଉଡ଼ି ରହିବ ।

ପ୍ରଶାସନର ଏଥର ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବନ୍ଦ ନିଷ୍ପତି କୁ ଆପଣ ସମର୍ଥନ କରନ୍ତି କି ?
13/07/2026

ପ୍ରଶାସନର ଏଥର ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବନ୍ଦ ନିଷ୍ପତି କୁ ଆପଣ ସମର୍ଥନ କରନ୍ତି କି ?

Address

Delang
Puri
752016

Website

Alerts

Be the first to know and let us send you an email when Odisha Wave 24/7 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share