Dill ki sayeri

Dill ki sayeri Contact information, map and directions, contact form, opening hours, services, ratings, photos, videos and announcements from Dill ki sayeri, Publisher, Puri.

E mana eka halka paban tie,Prema r akash re ghuri bule,Mana hue karibaku bicharana,Au kaha hruday sathire...Khojuchhi mu...
09/11/2020

E mana eka halka paban tie,
Prema r akash re ghuri bule,
Mana hue karibaku bicharana,
Au kaha hruday sathire...
Khojuchhi mu khojuthibi se mana rupasi ku,
Sei spandan r swobda dhwni subhuchhi manare manare...
Mane hue akhe achha pakhe achha,
Hele nayana adrusya adure ,
Jiwa kahe kahibaku naam tumar,
Hele naam tumar aspste asphure...
Prema re seema nahi,,
Nahi parisima prem bayash r manadanda re..
Bhuli hue pila khela,,
Bhuli hue sanga sathi mela,,,
Tathapi Bhuli huena se prema r alapa...

Sei lekha ru dhadie

ଫୁଲଟିଏ ଝଡିଯାଏ ଅପେଖ୍ୟା କରି କରି,ତା ପ୍ରେମିକ ଭ୍ରମରକୁ...ମନେ ମନେ ଭାବିଥାଏ କହିବ ବୋଲି କେତେ କଥା.ତା ହ୍ରୁଦୟର ରାଜା କୁ...ଦିନ ଯାଇ ସଜଂ ହ...
28/11/2017

ଫୁଲଟିଏ ଝଡିଯାଏ ଅପେଖ୍ୟା କରି କରି,
ତା ପ୍ରେମିକ ଭ୍ରମରକୁ...
ମନେ ମନେ ଭାବିଥାଏ କହିବ ବୋଲି କେତେ କଥା.
ତା ହ୍ରୁଦୟର ରାଜା କୁ...
ଦିନ ଯାଇ ସଜଂ ହୁଏ ମନ ତାର ଭାରି କଷ୍ଟହୁଏ,
ହେଲେ ତା ପ୍ରେମିକ ଖେଳୁଥାଏ ତା ଭାବନାକୁ.......
ମନେ ମନେ କାନ୍ଦେ ଆଜି ସେ ମନକୁ ମାରି,
ଭାବେ ଏ ରାତି ପାହିଗଲେ ଯିବ ସେ ଝରି...
କୁଆଁରୀ ମନରେ କେତେଯେ ଥିଲା ଆଶା,
ପ୍ରକାଶେ ତାର ପ୍ରେମିକ ଆଘରେ ପରିଭାଷା.
କହୁଛି ଏବେ ଫୁଲ ସବୁକିଛି ଭୁଲିଯିବ,
ଭ୍ରମର ବିନା ଏ ଜିବନ କାଟିଦେବ...
ଉପର ମନରେ କହିଦେଇ ଚାଲିଗଲା ଫୁଲ,
ହେଲେ ତା ହ୍ରୃୃୃଦୟେ ଭରିରହିଛି କେତେଜେ ଅଜଣା କୋହ...
ଶୁଣି ସବୁକଥା ଫୁଲର,
ମୋ ଆଖିରୁ ଝରିଗଲା ଲୁହରେ,
ମୁ ବି ହରେଇଛି ମୋ ଜିବନ ର ସାଥିକୁ,
ମନେ ମନେ ଖୋଯୁଛି ସବୁ ବେଳେ ସେ ହଯିଲା ସାଥିକୁ...........

06/09/2017

......ଜୀବନପଥ.....
ଏ ଜୀବନର ଗାଡି ଚାଲୁଥାଏ ଧିରେ ଧିରେ,
ସମୟର ସାଥି ହୋଇ...।
ଦୀନ ପରେ ରାତି ରାତି ପରେ ଦୀନ ଆସୁଥାଏ,
ସମୟର ସୂଚନା ନେଇ.....॥
"ଅନ୍ଧାରର ବୁକୁଚିରି"
ମଣିଷ ଜୀବନ ଅଢେଇଦୀନର
ଏ ଭବସସାଂରେ ରୁହେ,
ମରିଗଲା ପରେ ତରିଯାଏ,
ଏ ଭବସସାଂରେ ଆଉ ନାଫେରେ ସିଏ....।
ଏ ଜୀବନର ଗାଡି ଚାଲୁଥାଏ,
ସୁଖ ଦୁଖଃର ସାହାରା ନେଇ...।
ସୁଖ ପରେ ଦୁଖଃ ଦୁଖଃ ପରେ ସୁଖ ଆସୁଥାଏ,
ସମୟର ସାଥି ହୋଇ....॥
ମଣିଷ ଜିବନ କିଛି ଖ୍ୟଣପାଇଁ,
ଏ ସମୟ ବ୍ରୁଥା କର ନାହି....।
ଜପହେ ପ୍ରଭୁକଂ ନାମ ନେଇ....॥
ମୋହମାୟା ସସାଂରେ ସାହା ଏକା ପ୍ରଭୁ,
ତାକୁଂ ଭୁଲନାହି....
ଏ ମାୟାର ସସାଂରୁ ମଣିଷ ତରିଯାଏ,
ପ୍ରଭୁକଂ ନାମ ନେଇ....
ସମୟପଥର ଆହେ ଜଗନ୍ନାଥ,
ଚାହିଥାଅଚକାଆଖି ମେଲେଇ....
ମୋତେ ଏ ଭବସସାଂରୁ ପାରିକରିନିଅ,
ପ୍ରଭୁ ନିଜ ବାହୁ ମେଲେଇ....ଜିବନର ପଥ ସରିଆସୁଛି ମୋର,
ହେ ପ୍ରଭୁ କରୁଣାକର..........

28/01/2017

.........ସ୍ବପ୍ନ........
ଅଳ୍ପରାତିର ସ୍ବଳ୍ପ ସ୍ବପ୍ନ ଟିଏ,
ଦିବାଲୋକ ରେ କୁଆଡେ ଉଭେଇଯାଏ.
କିଚିଂତ ସମୟର ଏ ସ୍ବପ୍ନ,
ମନଭରି ଜୀବନର ସୁଖ ଦିଏ..
କେବେ ଆସେ ନାୟିକା ରୁପରେ,
ତ କେବେ ଆସେ ବାନ୍ଧବି ରୁପରେ....
କେବେ ଆସେ ଚିରଶତ୍ରୃ ରୁପରେ.....
ଭୟ ଭୟ ହୋଇ ଆଖି ଖୋଲିଦେଲା ପରେ
ଏ ସ୍ବପ୍ନ କୁଆଦେ ଉଭେଇଯାଏ.....

ଅଳ୍ପରାତିର ସ୍ବଳ୍ପ ସ୍ବପ୍ନଟିଏ....
ଏମିତିକା ଏ ସ୍ବପ୍ନଟିଏ...
ସ୍ବପ୍ନରେ ସ୍ବପ୍ନରେ ସାରା ଜହ୍ନ ରାଇଜ ବୁଲେି ନିଏ.
କେବେ କହିଦିଏ ଅକୁହା କାହାଣିଟିଏ,
ତ କେବେ ସେ ପରୀରାଇଜ ଦେଖେଇଦିଏ..
ସ୍ବପ୍ନରେ ସ୍ବପ୍ନରେ କେବେ ପହଚାଂଇଦିଏ ମଗଂଳରେ,
କେବେ ଦେଖାଏ ଚନ୍ଦ୍ରପ୍ରୃଷ୍ଠର ଫୁଲବଗିଚା ଟିଏ..

କାଳ୍ପନିକର କଳ୍ପନା ଠୁ ବଡ
କବି ର କବିତା ଠୁ ଦୁର,
ଭାବନାର ଅଗାଧ୍ୟ ସାଗର ରେ ନେଇ ଭସେଇଦିଏ....
ଅଳ୍ପରାତିର ସ୍ବଳ୍ପ ସ୍ବପ୍ନଟିଏ.....
କେବେ ପ୍ରେମିକାର ମନ ଜିଣିନିଏ ତ,
କେବେ ମଜା ମଜା ଦ୍ରୃଶ୍ୟ ଦେଖାଇଦିଏ...
ସ୍ବପ୍ନରେ ସ୍ବପ୍ନରେ କିଏ କେବେ କାହାକୁ
ଭଲ ପାଇଯାଏ
ଏ କଥା କିଏ ନ ଜାଣିପାରେ....
ଏତେ ହତଭାଗା ମନୁଷ୍ୟ ଆମେ,
ଅଧା ନିଦରୁ ସ୍ବପ୍ନ ଭାଗିଂଯାଏ,
କେତେ ସ୍ବପ୍ନ ଜୀବନରେ ଖୁସି ଆଣେ ତ,
କେତେ ଜେ ସ୍ବପଂନ ଜୀବନରେ ଦୁଖଃ ଭରିଦିଏ....
ଏ ଅଳ୍ପରାତିର ସ୍ବଳ୍ପ ସ୍ବପ୍ନଟିଏ....
ଏ ଅଳ୍ପରାତିର ସ୍ବଳ୍ପ ସ୍ବପ୍ନଟିଏ.......
ଏ ଅଳ୍ପରାତିର ସ୍ବଳ୍ପ ସ୍ବପ୍ନଟିଏ........ମ.

Pratarana...,....,Sundar r sei seshank seema rekh re,Pade sei tuma kudia ghara,Sanshar Ku karidei para.Pratarana r baata...
04/09/2016

Pratarana...,....,

Sundar r sei seshank seema rekh re,
Pade sei tuma kudia ghara,
Sanshar Ku karidei para.
Pratarana r baataku karinela nijar.
Mu ki karithili aparadha tumar.
Nija baata bachhinela,
Mote karidei para.
Mo hruday r kone anukone karithila,
Tume swopn r ghara.
Para kari chaligala bhangidei,
E prema r kach ghara
Para kari chaligala bhangidei,
E prema r kach ghara..,........,.

Kuhanti swopn kebebi sata huena. Hele emitika swopn belebele dekhihoijae jahar kalpana kari huena..,...,.......Manar sat...
01/09/2016

Kuhanti swopn kebebi sata huena. Hele emitika swopn belebele dekhihoijae jahar kalpana kari huena..,...,.......

Manar sathi kare kete priti,
Rati re ane kete asumari swopn
Kahe kete akuha katha,
Kare kete kanh raija bicharan.

Kare manar trupti kare kete priti,
Sateki lagesata e achhua achhua mana.
Se hash hash muh lage sateki puni r janh,
Lakhe heera dei kininie mana.

Pahijae rati adharahijae swopn,
Akhi kholu kholu bhari dukh hue mana.
Large satekise asumari swopn re rahigala mo jiban.
Rahigala mo jiban.....

Kale puni Kali ratire ,
Feriasib ki mo jiban....,...

Dekhi paribi ki mu puni se..

Address

Puri
752001

Telephone

+919776818846

Website

Alerts

Be the first to know and let us send you an email when Dill ki sayeri posts news and promotions. Your email address will not be used for any other purpose, and you can unsubscribe at any time.

Share

Category