Dibakar Chhatoi Sena Fan Club

  • Home
  • Dibakar Chhatoi Sena Fan Club

Dibakar Chhatoi Sena Fan Club ଦୁର୍ନୀତି ମୁକ୍ତ ଅସ୍ତରଙ୍ଗ ବ୍ଲକ କରିବା ଆମର ଲକ୍ଷ୍ୟ
ଜୟ ବିଜେପି 🚩

ଅସ୍ତରଙ୍ଗ ଗ୍ରାମର ଶ୍ରୀଯୁକ୍ତ  #ପ୍ରକାଶ_ଚନ୍ଦ୍ର_ବେହେରା (ବାବୁଲି ଭାଇ) ଙ୍କ ମାତା ସ୍ୱର୍ଗତ ✓ଦ୍ରୌପଦୀ ବେହେରା ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ...
21/07/2025

ଅସ୍ତରଙ୍ଗ ଗ୍ରାମର ଶ୍ରୀଯୁକ୍ତ #ପ୍ରକାଶ_ଚନ୍ଦ୍ର_ବେହେରା (ବାବୁଲି ଭାଇ) ଙ୍କ ମାତା ସ୍ୱର୍ଗତ ✓ଦ୍ରୌପଦୀ ବେହେରା ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଆମର ପ୍ରିୟ ନେତା ତଥା #ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ଦିବାକର_ଛାଟୋଇ, ଅସ୍ତରଙ୍ଗ ବ୍ଲକ୍ #ଅଧ୍ୟକ୍ଷା ଶ୍ରୀମତୀ #ଆରତୀ_ନାଏକ, ବିଜେପି ନେତା ଶ୍ରୀଯୁକ୍ତ #ପ୍ରଦେଶ_କୁମାର_ପ୍ରଧାନ, ଅସ୍ତରଙ୍ଗ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ #ରାମଚନ୍ଦ୍ର_କାଣ୍ଡି, ନଇଙ୍ଗୁଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ପ୍ରତାପ_ଖୁଣ୍ଟିଆ , ବିଜେପି ନେତା ଶ୍ରୀଯୁକ୍ତ #ଅଧିକାରୀ_ବେହେରା, ନୂଆଗଡ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ #ଜିତେନ୍ଦ୍ର_ସ୍ୱାଇଁ , ଆଳଙ୍ଗପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ପ୍ରସାନ୍ତ_କୁମାର_ଭୋଳ,ଆଳସାହି ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ପ୍ରଦେଶ_ବରାଳ ଓ #ବିଜେପି ଦଳର ବରିଷ୍ଠ କର୍ମୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଅମର ଆତ୍ମାର ସଦଗତି କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।।
#ଅଶ୍ରୁଳଶ୍ରଦ୍ଧାଞ୍ଜଳି 🙏
#ଓଁଶାନ୍ତି 🙏








12/07/2025

କଂଗ୍ରେସ ପାଇଁ ମାଟି ଆଗ ନୁହଁ, ପାର୍ଟି ଆଗ!

ଓଡ଼ିଶା ବିଜେପିର ସୁତ୍ରଧର ।।ଯାହାଙ୍କ ରାଜନୈତିକ ଗୋଟି ଚାଳନା ରେ ବିରୋଧୀ  ହୋଇଥିଲେ ଧରାଶାୟୀ ।।ଯାହାଙ୍କ ପାଇଁ ୨୫ବର୍ଷର ସରକାର ମାଟି କାମୁଡି...
08/07/2025

ଓଡ଼ିଶା ବିଜେପିର ସୁତ୍ରଧର ।।
ଯାହାଙ୍କ ରାଜନୈତିକ ଗୋଟି ଚାଳନା ରେ
ବିରୋଧୀ ହୋଇଥିଲେ ଧରାଶାୟୀ ।।
ଯାହାଙ୍କ ପାଇଁ ୨୫ବର୍ଷର ସରକାର ମାଟି କାମୁଡି ଥିଲା
ଏବଂ ଓଡ଼ିଶା ମାଟିରେ ସରକାର ପରିବର୍ତ୍ତନ ପାଇଁ
ଅଣ୍ଟା ଭିଡିଥିବା ପ୍ରଖ୍ୟାତ ରାଜନେତା ତଥା #ଭାରତୀୟ_ଜନତା_ପାର୍ଟି ର ଓଡ଼ିଶା ପ୍ରଦେଶରୁ ଫୁଣି ଥରେ ରାଜ୍ୟ #ସଭାପତି ଭାବରେ ଚୟନ ହୋଇଥିବା ଶ୍ରୀ Manmohan Samal ଙ୍କୁ ଆମର ପ୍ରିୟନେତା ତଥା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ଦିବାକର_ଛାଟୋଇ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜନେଇଛନ୍ତି ।।
🪷🪷🪷🪷🪷🪷

BJP Odisha
Narendra Modi
Mohan Charan Majhi
Prabhati Parida
Bibhu Prasad Tarai
Dibakar Chhatoi Sena Fan Club

ଆଜି ଆମର ପ୍ରିୟ ନେତା ତଥା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କ ନେତୃତ୍ୱ ରେ ଅସ୍ତରଙ୍ଗ ବ୍ଳକ ଆଳସାହି ଗ୍ରାମପଞ୍ଚାୟତ ସରପଞ୍...
26/06/2025

ଆଜି ଆମର ପ୍ରିୟ ନେତା ତଥା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କ ନେତୃତ୍ୱ ରେ ଅସ୍ତରଙ୍ଗ ବ୍ଳକ ଆଳସାହି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀୟା ବରାଳ ଓ ତାଙ୍କ ସ୍ୱାମୀ ପ୍ରଦୋଷ ବରାଳଙ୍କ ସହିତ ପ୍ରାୟ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ପରିତ୍ୟାଗ କରି ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ଭାରତୀୟ ଜନତା ପାର୍ଟିର ମୁଖ୍ୟ ସ୍ରୋତରେ ସାମିଲ ହେଲେ, ଫଳରେ ବିଜେପି ଆମ ଅଞ୍ଚରରେ ଶକ୍ତିଶାଳୀ ହେବା ସହିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିର ସ୍ୱପ୍ନକୁ ବଳ ଦେବ l ଏହି ପର୍ବରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସାଂସଦ ଡ଼ଃ.ବିଭୂପ୍ରସାଦ ତରାଇ ମହୋଦୟ, ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ବିଜେପିର ଅସ୍ତରଙ୍ଗ ମଣ୍ଡଳ ସଭାପତି ଇନ୍ଦ୍ରମଣି ଜେନା ନୂଆଗଡ ମଣ୍ଡଳ ସଭାପତି ନରେଶ ପତି ଏବଂ ଅନ୍ୟ ଛାମୁଆ ନେତୃତ୍ୱ ମଣ୍ଡଳୀ ଉପସ୍ଥିତ ରହିଥିଲେ l

Dibakar Chhatoi
Indramani Jena
Mohan Charan Majhi
Prabhati Parida
Rabi Narayan Naik
Bibhu Prasad Tarai

ଆଜି ଆମର ପ୍ରିୟ ନେତା ତଥା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ଅସ୍ତରଙ୍ଗ ୧ ନଂ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା ଙ୍...
15/06/2025

ଆଜି ଆମର ପ୍ରିୟ ନେତା ତଥା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ଅସ୍ତରଙ୍ଗ ୧ ନଂ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା ଙ୍କ ଜନ୍ମ ଦିନରେ ତାଙ୍କ ବାସଭବନରେ ପୁଷ୍ପ ତୋଡା ଓ ମିଠା ଦେଈ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଜଗତର ନାଥ ପ୍ରଭୁ ଜଗନ୍ନାଥ ଓ କରୁଣାମୟୀ ମା ମଙ୍ଗଳା ଙ୍କ କରୁଣାରୁ ଦୀର୍ଘାୟୁ ରୁହନ୍ତୁ, ରାଜନୀତି ଜୀବନ ସଫଳ ହେଉ ଓ ଜୀବନ ଚଲା ପଥ ସୁଖ ମୟ ହେଉ ବୋଲି ଆଶ୍ରିବାଦ ଦେଇଥିଲେ ।💐🎂🎁🙏

ଆଜି ଏକ ବିଶେଷ ମୁହୂର୍ତ୍ତରେ  ମାନ୍ୟବର ସାଂସଦ ଡ଼ଃ .ବିଭୂପ୍ରସାଦ ତରାଇଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆମର ପ୍ରିୟ ନେତା ତଥା ସାଂସଦ ଙ୍କ ପ୍...
02/06/2025

ଆଜି ଏକ ବିଶେଷ ମୁହୂର୍ତ୍ତରେ ମାନ୍ୟବର ସାଂସଦ ଡ଼ଃ .ବିଭୂପ୍ରସାଦ ତରାଇଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆମର ପ୍ରିୟ ନେତା ତଥା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ସାକ୍ଷାତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକୁ ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ , ସମସ୍ତେ କିପରି ଲାଭବାନ ହେଇ ପାରିବେ ମାନ୍ୟବର ସାଂସଦ ପରାମର୍ଶ ଦେଇଥିଲେ ଓ ଆଲୋଚନା କରିଥିଲେ l

Mohan Charan Majhi
Prabhati Parida
Narendra Modi
Bibhu Prasad Tarai
Dibakar Chhatoi

ମାନ୍ୟବର ସାଂସଦଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନେବାର ଦିନକ ପରେ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କ ନେତୃତ୍ୱ ରେ ଅସ୍ତରଙ୍ଗ ମଣ୍...
28/05/2025

ମାନ୍ୟବର ସାଂସଦଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନେବାର ଦିନକ ପରେ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କ ନେତୃତ୍ୱ ରେ ଅସ୍ତରଙ୍ଗ ମଣ୍ଡଳ ଅଧୀନରେ ଥିବା କୋରଣା ଗ୍ରାମପଞ୍ଚାୟତର ଶତାଧିକ ବ୍ୟକ୍ତି ବିଭିନ୍ନ ରାଜନୈତିକ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ l ରାମଚଣ୍ଡୀ ଠାରେ ଆୟୋଜିତ ଏହି ମହାମିଶ୍ରଣ ପର୍ବରେ କାକଟପୁର ବିଧାନସଭା କ୍ଷେତ୍ରର ବରିଷ୍ଠ ନେତା ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ଅସ୍ତରଙ୍ଗ ବ୍ଲକର ମାନନୀୟl ଅଧ୍ୟକ୍ଷl ଶ୍ରୀମତୀ ଆରତୀ ନାୟକ ,୧ ନଂ ଜୋନ ର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା ଓ ବିଜେପି ଦଳର ଅନେକ ଅନେକ ଟାଣୁଆ ନେତୃତ୍ୱବୃନ୍ଦ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ ମଣ୍ଡିତ କରାଇଥିଲେ l

Mohan Charan Majhi
Prabhati Parida
Bibhu Prasad Tarai
Dibakar Chhatoi
Narendra Modi
Indramani Jena
Dharmendra Pradhan

ଆଜି ମାନ୍ୟବର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କୁ ଅସ୍ତରଙ୍ଗ ବ୍ଲକ ର ସାଂସଦ ଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇ...
27/05/2025

ଆଜି ମାନ୍ୟବର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କୁ ଅସ୍ତରଙ୍ଗ ବ୍ଲକ ର ସାଂସଦ ଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇଥିବା ଖବର ପାଇ ୧ ନଂ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା , ସରିପୁର ପଞ୍ଚାୟତ ର ବିଜେପି ନେତା ଶ୍ରୀଯୁକ୍ତ ହୃଦୟ ରଞ୍ଜନ ମହାନ୍ତି, ୨ ନଂ ମଣ୍ଡଳ ଶ୍ରିଯୁକ୍ତ ସଭାପତି ନରେଶ ପତି , ଅସ୍ତରଙ୍ଗ ସରପଞ୍ଚ ଶ୍ରୀଯୁକ୍ତ ରାମଚନ୍ଦ୍ର କାଣ୍ଡି , ନୁଆଗଡ ସରପଞ୍ଚ ଶ୍ରୀଯୁକ୍ତ ଜିତ୍ରେନ୍ଦ୍ର ସ୍ୱାଇଁ , ଆଳସାହି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅଧିକାରୀ ବେହେରା ଓ ପାଟଳଦା ଗ୍ରାମର ବିଜେପି ନେତା ଶ୍ରୀଯୁକ୍ତ ଈଶ୍ବର ବେହେରା ଏକତ୍ରିତ ହୋଇ ପୁଷ୍ପତୋଡା ଦେଈ ସମ୍ଭର୍ଦ୍ଧନା ଦେଇଥିଲେ | 💐💐

Mohan Charan Majhi
Prabhati Parida
Bibhu Prasad Tarai
Dibakar Chhatoi

27/05/2025
ଆମର ଜନପ୍ରିୟ ନେତା ଲୋକମାନଙ୍କ ନେତା ଅସ୍ତରଙ୍ଗ ରାଜନୀତିର ଚାଣକ୍ୟ ଶ୍ରୀଯୁକ୍ତ ଦିବାକର ଛାଟୋଇଙ୍କୁ ସାଂସଦ ପ୍ରତିନିଧି ପରି ଗୁରୁ ଦାୟିତ୍ୱ ମିଳ...
27/05/2025

ଆମର ଜନପ୍ରିୟ ନେତା ଲୋକମାନଙ୍କ ନେତା ଅସ୍ତରଙ୍ଗ ରାଜନୀତିର ଚାଣକ୍ୟ ଶ୍ରୀଯୁକ୍ତ ଦିବାକର ଛାଟୋଇଙ୍କୁ ସାଂସଦ ପ୍ରତିନିଧି ପରି ଗୁରୁ ଦାୟିତ୍ୱ ମିଳିଥିବାରୁ ଅନେକ ଅନେକ ଶୁଭେଛା ଓ ଶୁଭକାମନା । ବ୍ଲକର ସାଂସଦ ପ୍ରତିନିଧି ଭାବରେ ମନୋନୀତ କରିଥିବାରୁ ଜଗତସିଂପୁର ସାଂସଦ ଶ୍ରୀଯୁକ୍ତ ଡ଼ଃ ବିଭୁ ପ୍ରସାଦ ତରାଇ ମହୋଦୟଙ୍କୁ ହୃଦୟରୁ ଧନ୍ୟବାଦ ।💐

ଶ୍ରୀଯୁକ୍ତ Dibakar Chhatoi ମହୋଦୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମା ମଙ୍ଗଳାଙ୍କ ଆଶୀର୍ବାଦ ଓ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ କରୁଣା କାମନା କରି ତାଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରୁଛି l💐

Prabhati Parida
Mohan Charan Majhi
Bibhu Prasad Tarai

କାକଟପୁର ମା ମଙ୍ଗଳା ମନ୍ଦିର ରେ ଓଡ଼ିଶାର ନୂତନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା  Prabhati Parida
14/06/2024

କାକଟପୁର ମା ମଙ୍ଗଳା ମନ୍ଦିର ରେ ଓଡ଼ିଶାର ନୂତନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା Prabhati Parida

ଅସ୍ତରଙ୍ଗ ଗ୍ରାମରେ ଅଷ୍ଟ ପ୍ରହରୀ ରେ ଯୋଗଦେଇଛନ୍ତି Dibakar Chhatoi
10/03/2024

ଅସ୍ତରଙ୍ଗ ଗ୍ରାମରେ ଅଷ୍ଟ ପ୍ରହରୀ ରେ ଯୋଗଦେଇଛନ୍ତି Dibakar Chhatoi

Address


Website

Alerts

Be the first to know and let us send you an email when Dibakar Chhatoi Sena Fan Club posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share