sampark news odia

sampark news odia Contact information, map and directions, contact form, opening hours, services, ratings, photos, videos and announcements from sampark news odia, Media/News Company, Odisha, Puri.

Sampark news odia ଚ୍ୟାନେଲ ଓଡିଶାର ୪ କୋଟି ଜନତା ଙ୍କ ହୃଦୟ କୁ ଛୁଇଁଛି। ଆଜି ଓଡିଶା ର ପ୍ରତ୍ୟେକ ଘଟଣା ଦୃଘଟଣା ଏବଂ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ନିରପେକ୍ଷ,ନିଛକ ସତ୍ୟ ଖବର ଦେଖାଇ ଆସୁଛି। ଆମେ ଓଡ଼ିଶା ବାସୀଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବାକୁ ସଂକଳ୍ପ ବଧ ଆମେ ଆପଣଙ୍କ ସହିତ ରହିଛୁ ରହିଥିବୁ

11/09/2025

#ବାତ୍ୟା_ଆଶ୍ରୟସ୍ଥଳୀ_ପାଲଟିଛି_ବିଦ୍ୟାଳୟ
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ର ଅଭୟମୁଖି ଗ୍ରାମ ପଞ୍ଚାୟତ ର ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ବିଦ୍ୟାଳୟ। ଏକ ବର୍ଷ ହେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇନ୍ଧିପୁର ର ଛାତ୍ର ଛାତ୍ରୀ ଖରା ବର୍ଷା ଶିତ କାକରରେ ବାତ୍ୟା ଆଶ୍ରୟସ୍ଥଳୀ ରେ ପାଠ ପଢୁଥିବା ରୁ ଏବେ ଅଭିଭାବକ ମାନେ ଚିନ୍ତା ରେ। ନା ଶୁଣୁଛି ଶିକ୍ଷା ବିଭାଗ ନା ଜିଲ୍ଲା ପ୍ରଶାସନ। ଶିକ୍ଷା ବିଭାଗର ବିକଳ ଚିତ୍ର

 #ଆକର୍ଷଣୀୟ_ଉପହାର_ଲକ୍ଷ୍ମୀ_ମୋବାଇଲ_ରେ । ଆଜି ହିଁ ଯୋଗାଯୋଗ କରନ୍ତୁ ଲକ୍ଷ୍ମୀ ମୋବାଇଲ ସହିତ, ଯୋଗାଯୋଗ :9937068663
08/09/2025

#ଆକର୍ଷଣୀୟ_ଉପହାର_ଲକ୍ଷ୍ମୀ_ମୋବାଇଲ_ରେ । ଆଜି ହିଁ ଯୋଗାଯୋଗ କରନ୍ତୁ ଲକ୍ଷ୍ମୀ ମୋବାଇଲ ସହିତ, ଯୋଗାଯୋଗ :9937068663

04/09/2025

#ପୁଣି_ଚର୍ଚ୍ଚାରେ_ଅର୍ଚ୍ଚନା_ନାଗ

'ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି...ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଡାକିଲୁ..ପୋଲିସ ଆଗରେ ଜଗବନ୍ଧୁ ମୋ ଫୋନଟାକୁ ଛେଚି ଦେଲା ମୋ ଚୁଟି ଘୋଷାଡ଼ି ମୋତେ ମାଡ଼ ମାରିଲା। ମୋ ଦୁଇ ଭଉଣୀଙ୍କୁ ବି ବାଡ଼େଇଛନ୍ତି।' - ଅର୍ଚ୍ଚନା ନାଗ, ଅଭିଯୋଗକାରିଣୀ

02/09/2025

#ମୋନାଲିସା_ଛାଡି_ଗଲା_ପରେ
ଖୁଦୁରୁକୁଣୀ ବ୍ରତ ଶେଷ ପାଳିରେ ମୋନାଲିସା ଗୀତ ରେ ପୁରା ଘାଣ୍ଟି ଦେଉଛନ୍ତି ଦେଖନ୍ତୁ

02/09/2025

#ଥାନା_ଅଧିକାରୀଣିଙ୍କ_ଆଖିରୁ_ଝରିଲା_ଲୁହ
ଏକ କଣ୍ଟେନରରୁ ଉଦ୍ଧାର ହୋଇଥିବା ମୃତ ଗୋରୁ ଦେଖି କାନ୍ଦିଲେ ବଡ଼ଚଣା #ଥାନା_ଅଧିକାରୀଣି_ମଧୁସ୍ମିତା_ବେହେରା

02/09/2025

#ବ୍ରହ୍ମଶ୍ୱର_ମନ୍ଦିରରେ_କଳା_କନା_ବୁଲାଇଲେ_ଦୃବୁର୍ତ୍ତ
ନିମାପଡା ବ୍ଲକ ଚାରିଛକ ବ୍ରହ୍ମଶ୍ୱର ମହାଦେବଙ୍କ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାଇ ଚାରିଛକ ମେଡିକାଲ ନିକଟସ୍ତ ବ୍ରହ୍ମଶ୍ୱେର ମନ୍ଦିରରୁ ପ୍ରାୟ ଦୁଇ ଲକ୍ଷ୍ୟ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ସୂଚନା

31/08/2025

#ଗାଡ଼ି_ପୋଡ଼ିଦେବି_ହେଲେ_କିସ୍ତି_ବାଲାଙ୍କୁ_ଗାଡି_ଭିଡିବାକୁ_ଦେବିନି
#ରାସ୍ତାରେ_ଗୋଡେଇଲେ_ଫାଇନାନ୍ସ_ବାଲା_ରାଗିଗଲେ_ଯୁବକ
କଟକ ପୁରୀଘାଟ ଥାନା ନିକଟ ରାସ୍ତା ଉପରେ ଏହି ଘଟଣା ଘଟାଇଥିବା ଯୁବକଙ୍କ ଘର ତେଲେଙ୍ଗାବଜାର ଜଣାପଡିଛି।

ନବୀନ ନିବାସରେ ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
23/08/2025

ନବୀନ ନିବାସରେ ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

22/08/2025

ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ବଡ ଧରଣର ଚଢ଼ାଉ

21/08/2025

ପୁରୀ ରେ ନାହିଁ baby feeding center

ପୁରୀ ଜିଲ୍ଲାର ନୂତନ ଏସପି ହେଲେ ପ୍ରତୀକ ସିଂ
21/08/2025

ପୁରୀ ଜିଲ୍ଲାର ନୂତନ ଏସପି ହେଲେ ପ୍ରତୀକ ସିଂ

Address

Odisha
Puri

Alerts

Be the first to know and let us send you an email when sampark news odia posts news and promotions. Your email address will not be used for any other purpose, and you can unsubscribe at any time.

Share