ଡ଼. ଅଚଞ୍ଛା କୀଳା

ଡ଼. ଅଚଞ୍ଛା କୀଳା ମୋ ସହ ଯୁକ୍ତି କଲେ ଶବ୍ଦର ଚୟନ ଭାବି ଚିନ୍ତି କରିବ, ମୁଁ ଅବାଗିଆ କୀଳା ଭର୍ତିକରେ ଭିଡ଼ିଲେ କାଟିବ ପେଲିଲେ କାଟିବ
😎

08/09/2025

ବହୁତ ଦିନ ପରେ ପୁଣି କଙ୍ଗ୍ରେସିଆ ଙ୍କ ପାଇଁ କିଳା ପୁଣି ଫେରିଛି

ଥରେ କୁକୁର ଏବଂ ଚିତା ବାଘ ମଧ୍ୟରେ ଦୌଡରେ ପ୍ରତିଯୋଗିତା କରାଯାଇଥିଲା,କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ଦୌଡ ଆରମ୍ଭ ହେଲା, ସବୁ କୁ...
19/06/2025

ଥରେ କୁକୁର ଏବଂ ଚିତା ବାଘ ମଧ୍ୟରେ ଦୌଡରେ ପ୍ରତିଯୋଗିତା କରାଯାଇଥିଲା,

କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ଦୌଡ ଆରମ୍ଭ ହେଲା, ସବୁ କୁକୁର ମାନେ ଧାଇଁବା ଆରମ୍ଭ କଲେ କିନ୍ତୁ ଚିତା ତା ସ୍ଥାନରୁ ଆଗକୁ ବଢିଲା ନାହିଁ , ନିଜ ସ୍ଥାନରେ ସେମିତି ରହିଲା , ଆଉ କୁକୁର ମାନଙ୍କୁ ଦୌଡିବାର ଦେଖୁ ଥିଲା ।

ଯେତେବେଳେ ଚିତାର ମାଲିକଙ୍କୁ ପଚରାଗଲା ଯେ ଚିତା ପ୍ରତିଯୋଗିତାରେ କାହିଁକି ଅଂଶଗ୍ରହଣ କଲା ନାହିଁ, ସେ ଏକ ମଜାଦାର ଉତ୍ତର ଦେଲେ ,

ବେଳେବେଳେ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବା ପ୍ରକୃତରେ ନିଜ ପାଇଁ ଅପମାନ ଅଟେ, ନିଜକୁ ସର୍ବତ୍ର ପ୍ରମାଣ କରିବାର କୌଣସି ଆବଶ୍ୟକତା ନାହିଁ, କିଛି ଲୋକଙ୍କ ସାମ୍ନାରେ ଚୁପ୍ ରହିବା ସର୍ବୋତ୍ତମ ଉତ୍ତର,

ଚିତା କେବେ କୁକୁର ମାନଙ୍କ ସହିତ ଦୌଡେ ନାହିଁ , ସେ କେବଳ ସିଂହ ଏବଂ ଚିତା ବାଘ ସହିତ ପ୍ରତିଯୋଗିତା କରେ ।

ତେଣୁ ଯଦି ଆମେ ନିଜକୁ ବିଶ୍ଵାସ କରୁ ଯେ ଆମେ ଶ୍ରେଷ୍ଠ, ତେବେ ଏହା ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବା ପାଇଁ କୁକୁରମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ ନୁହେଁ, ବରଂ ଆମେ ଚୁପ୍ ରହିବା ।
ଅନେକ ସ୍ଥାନରେ ଚୁପ୍ ରହିବା ଭଲ କାରଣ ଏପରି ଦୌଡରେ ଭାଗ ନେବା ନିଜକୁ ଅସମ୍ମାନ କରିଥାଏ । ସେଥି ପାଇଁ କୁକୁର ପ୍ରତି ସାବଧାନ ରୁହନ୍ତୁ ।।

12/05/2025

ତମେ ଇନ୍ଦିରା ଗାନ୍ଧୀ ର ଯେତେ ପ୍ରଶଂସା କଲେ ମଧ୍ୟ ଲୋକେ କଣ ଗୋଟିଏ ପପୁକୁ ଭୋଟ ଦେବେ ବୋଲି ଭାବୁଛ 😂 ସେ ପପୁ ଥିଲା ପପୁ ହିଁ ରହିଯିବ 😂

11/05/2025

ମିତ୍ରୋଂ.. ସୌଗନ୍ଧ ମୁଝେ ଇସ୍ ମିଟିକି... ମେଂ ଦେଶ୍ ନେହିଁ ଝୁକ୍‌‌ନେ ଦୁଂଗା... 👊

ହାଂ... ୟୁଦ୍ଧ୍ ବିରାମ୍ ଜରୁର୍ କରଲୁଙ୍ଗା.🫣

11/05/2025

ଗୋଟିଏ ଭୁଲ ନିଷ୍ପତି ଯୋଗୁଁ ଆମେ ଜିତି କରି ବି ମନ ଦୁଃଖ.. ସେପଟେ ପାକିସ୍ତାନ ହାରି କି ଖୁସିରେ ନାଚୁଛି...ଏପରି ନିଷ୍ପତି ସେନାର ମନୋବଳ ଭାଙ୍ଗିବା ସ‌ହ, କୋଟି କୋଟି ଦେଶ ବାସି ଙ୍କର ବି ମନୋବଳ ମକାଚି ଦେଇଛି.. 😡

11/05/2025

ମନ ଟା କାଲିଠୁ ଗାndi ମାଇଲା ଭଳିଆ ଲାଗୁଛି😡.
କିଛି ଭଲ ଲାଗୁନି, ମନ‌ ଭିତରୁ ଜେମିତି ଗୋଟେ କାପୁରୁଷ ଭୀରୁ ଟାଇପ୍ ଫିଲ୍ ହଉଛି😡ଲାଗୁଛି ଟେଙ୍ଗେଇଲା ବା@ କୁ କିଏ ଗୋଇଠା ମାରିଦେଲା ଭଳିଆ😡

10/05/2025

ପୃଥିବୀର ତିନୋଟି ନେତା ଯିଏ ମୋ ମନ‌କୁ ଛୁଇଁ ପାରିଛନ୍ତି...
୧- ବେଞ୍ଜାମିନ ନେତନ୍ୟାହୁ
୨- ବ୍ଲାଦିମିର୍ ପୁତିନ୍
୩- ବ୍ଲଦିମିର୍ ଜେଲେନଷ୍କି

09/05/2025

ସେ ମାଗିହା ଗୁହ‌ମ୍ମଦ ଅଲି ଜିନ୍ନା ନିଜେ ଗୋଟେ AID'S ରୋଗୀ ଥିଲା.. ଗୋଟେ ଦେଶ ବନେଇଲା ପାକିସ୍ତାନ ସେ ମାଗିହା ଟା ବି ଶୀଘ୍ର ପତନ ରୋଗୀ ବାହାରିଲା.. 😀 ରାତିଟେ ଲଢ଼ି ପାରିଲେନି ଶଳେ.. T-20 ଖେଳ ଭଳି ଲାଗୁଚି ଆମକୁ😀

09/05/2025

ଆଜି ରାତିରେ ମତେ ଆଉ ନିଦ ହବ‌‌ନି.. ଭାରି ଖୁସି ଲାଗୁଛି.. ଯାହା ଜଣା ପଡ଼ୁଛି ପାକିସ୍ତାନ ଖୁବ୍ ଶିଘ୍ର କବ୍ରିସ୍ତାନ ହେଇଯିବ😎.. ଗୋଟେ ଗେଣ୍ଡେଇ ଠିକ୍ କର ରେ କିଏ ଆଜି ସିନେମା ଦେଖିବି ବସିକି 😀

05/05/2025

ପାକିସ୍ତାନ ଯାଉଥିବା ପାଣିକୁ ସମ୍ପୁର୍ଣ୍ଣ ଭାବେ ରୋକିବାକୁ ହେଲେ ୨୨ ଟି ନୁଆ ଡ୍ୟାମ୍ ବନେଇବାକୁ ପଡ଼ିବ..! ଷାଠିଏ ମ‌ହଣ ଘିଅ ଆସିବ, ନା ରାଧା ନାଚିବ..! 🫣 ଏବେ ବି ମୁଁ ଅନେଇ ବସିଛି କିଛି ତ ଗୋଟେ ଘଟିବ..

30/04/2025

ଗୁପ୍ତ ସୁତ୍ର ରୁ ଯାହା ଖବର ମିଳୁଛି
ବେଲୁଚିସ୍ଥାନ ଓ ପିଓକେ ପାଇଁ କାମ ଚାଲିଛି.. ଯଦି ଏମିତି ହୁଏ ତାହାଲେ ମୁଁ ନ‌ଙ୍ଗଳା ହେଇ କୋଉ ଗେଣ୍ଡେଇ ଆଗରେ ନାଚିବି😎

04/04/2025

JIO ପୁଅ କୁକୁଡ଼ା କିଣି ବଞ୍ଚାଇ ଦେଲେ ବୋଲି ଆମ ମିଡ଼ିଆ ଗୀତ ଗାଉଛି ଏପଟେ ବାପ ୧୭୫୭ କୋଟି ଟଙ୍କା BSNL ର ଦେଉ ନାହିଁ ୧୦ ବର୍ଷ ହେଲାଣି 😂

Address

Bhubanes

Website

Alerts

Be the first to know and let us send you an email when ଡ଼. ଅଚଞ୍ଛା କୀଳା posts news and promotions. Your email address will not be used for any other purpose, and you can unsubscribe at any time.

Share