Biju Janata Dal Salepur

  • Home
  • Biju Janata Dal Salepur

Biju Janata Dal Salepur ବିଜୁ ଜନତା ଦଳ, ସାଲେପୁର

19/10/2025

ଆଜି ନୂଆପଡ଼ାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ରାଲି ଆୟୋଜନ କରାଯାଇଥିଲା.

15/10/2025

ଜନସଂପର୍କ-ପଦଯାତ୍ରା ଆଜି ଭୀମଦାସପୁର ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଥିଲା .

ସାଲେପୁର NAC ମାନ୍ୟତା ପାଇବା ପାଇଁ ହକ୍ ର ଲଢେ଼ଇ ଲଢ଼ିଥିଲେ ସାଲେପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା.
31/08/2025

ସାଲେପୁର NAC ମାନ୍ୟତା ପାଇବା ପାଇଁ ହକ୍ ର ଲଢେ଼ଇ ଲଢ଼ିଥିଲେ ସାଲେପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା.

06/04/2025

Salepur Mahotsav 2025

ଏପ୍ରିଲ ୧ ରୁ ୫ ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ସମାରୋହ ୨୦୨୫  ।
25/03/2025

ଏପ୍ରିଲ ୧ ରୁ ୫ ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ସମାରୋହ ୨୦୨୫ ।

ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ସମାରୋହ ୨୦୨୫  ।
18/03/2025

ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ସମାରୋହ ୨୦୨୫ ।

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.! ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ...
16/09/2024

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.! ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ଏତିକି କାମନା କରୁଛି..!
#ବିଶ୍ୱକର୍ମା #ବିଶ୍ୱକର୍ମାପୂଜା

"ଓମ୍ ଗଣଗଣପତୟେ ନମଃ।"ବକ୍ରତୁଣ୍ଡଂ ମହାକାୟ, ସୂର୍ଯ୍ୟ କୋଟି ସମପ୍ରଭ Iନିର୍ବିଘ୍ନମ୍ କୁରମେ ଦେବ, ସର୍ବ କାର୍ଯ୍ୟେଷୁ ସର୍ବଦା I🌷ପବିତ୍ର ଗଣେଶ ଚ...
07/09/2024

"ଓମ୍ ଗଣଗଣପତୟେ ନମଃ।"
ବକ୍ରତୁଣ୍ଡଂ ମହାକାୟ, ସୂର୍ଯ୍ୟ କୋଟି ସମପ୍ରଭ I
ନିର୍ବିଘ୍ନମ୍ କୁରମେ ଦେବ, ସର୍ବ କାର୍ଯ୍ୟେଷୁ ସର୍ବଦା I

🌷ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l🌷

ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଓ ଆଶୀର୍ବାଦ ସଭିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଭରି ଦ...
26/08/2024

ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଓ ଆଶୀର୍ବାଦ ସଭିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଭରି ଦେଉ।

୭୮ତମ ସ୍ବାଧୀନତା ଦିବସ ଅଵସରରେ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ । ଅଦ୍ୟମ ସାହସର ସହ ଲଢ଼ି ନିଜ ଜୀବନକୁ ଉତ୍ସର୍ଗ କରି ଭାରତମାତ...
15/08/2024

୭୮ତମ ସ୍ବାଧୀନତା ଦିବସ ଅଵସରରେ ସମସ୍ତଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ । ଅଦ୍ୟମ ସାହସର ସହ ଲଢ଼ି ନିଜ ଜୀବନକୁ ଉତ୍ସର୍ଗ କରି ଭାରତମାତାକୁ ସ୍ୱାଧୀନ କରିଥିବା ସମସ୍ତ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ । ସ୍ୱାଧୀନତା ପାଇଁ ସେମାନଙ୍କର ନିର୍ଭୀକ ସଂଗ୍ରାମ, ଅସାଧାରଣ ଦେଶପ୍ରେମ, ବଳିଦାନ, ବୀରତ୍ୱ ଚିରସ୍ମରଣୀୟ ଓ ପ୍ରେରଣାଦାୟୀ । ସମସ୍ତଙ୍କୁ ମୋର ଅନୁରୋଧ ନିଜ ହୃଦୟ କୁ ପବିତ୍ର ରଖନ୍ତୁ ଆଉ ସମସ୍ତ ଙ୍କୁ ଭଲ ପାଆନ୍ତୁ।

ଶ୍ରୀଜିଉଙ୍କ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ନୀଳାଦ୍ରିବିଜେ ଅବସରରେ ମହାପ୍ରଭୁ ମଧୁର ନୈବ...
19/07/2024

ଶ୍ରୀଜିଉଙ୍କ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ନୀଳାଦ୍ରିବିଜେ ଅବସରରେ ମହାପ୍ରଭୁ ମଧୁର ନୈବେଦ୍ୟ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ।
#ରସଗୋଲାଦିବସ

ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଆଶୀର୍ବାଦ ସଭିଙ୍କ ଉପରେ ରହୁ। ସମସ୍ତଙ୍...
17/07/2024

ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଆଶୀର୍ବାଦ ସଭିଙ୍କ ଉପରେ ରହୁ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ🙏

Address


Website

Alerts

Be the first to know and let us send you an email when Biju Janata Dal Salepur posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Biju Janata Dal Salepur:

  • Want your business to be the top-listed Media Company?

Share