05/08/2026
ବ୍ରାହ୍ମଣୀ ନଦୀରେ ନିଖୋଜ ଯୁବକ ଘଟଣାର ବଡ଼ ଖବର l ଯାଜପୁର ସଦର ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିବା ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ମିଳିଛି।ପରିବାର ଲୋକଙ୍କ କହିବା ଅନୁସାରେ, ଉଦ୍ଧାର ହୋଇଥିବା ମୃତଦେହଟି ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ହୋଇଥିବା ସେହି ଯୁବକଙ୍କର। ତେବେ ପୋଲିସ ପକ୍ଷରୁ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଜାରି ରହିଛି।
🕯️ସେହି ମୃତ ଯୁବକଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛୁ ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ।
ଓଁ ଶାନ୍ତି 🥹🙏