Lopa Didi

Lopa Didi 𝟭𝟬𝗞 𝗦𝘂𝗯𝘀𝗰𝗿𝗶𝗯𝗲𝗿𝘀 ❤️@𝗟𝗼𝗽𝗮𝗰𝗹𝗮𝘀𝘀𝗲𝘀❤️ 𝗬𝗼𝘂𝗧𝘂𝗯𝗲
𝟭𝗞 ❤️ 𝗟𝗼𝗽𝗮𝗗𝗶𝗱𝗶 ❤️
(3)

𝔸𝕓𝕠𝕦𝕥 𝕄𝕖 ✍️✍️

👉 My Instagram @𝗟𝗼𝗽𝗮𝗗𝗶𝗱𝗶

👉 My YouTube @𝗟𝗼𝗽𝗮𝗖𝗹𝗮𝘀𝘀𝗲𝘀

👉 My Vlog YouTube Channel @𝙇𝙤𝙥𝙖𝘿𝙞𝙙𝙞

ଆଜି ସକାଳୁ ଘର ଭିତରେ ଅପୂର୍ବ ବାସ୍ନା ରେ ମହକି ଉଠୁଥିଲା । ପାଚିଲା ପଣସ କୁ ଶୁଭ ଉଦଘାଟନ କରି ମନ ଓ ଉଦର କୁ ପ୍ରଶାନ୍ତ କରି ସ୍ୱାଦିଷ୍ଟ ମଧୁମୟ...
07/08/2025

ଆଜି ସକାଳୁ ଘର ଭିତରେ ଅପୂର୍ବ ବାସ୍ନା ରେ ମହକି ଉଠୁଥିଲା । ପାଚିଲା ପଣସ କୁ ଶୁଭ ଉଦଘାଟନ କରି ମନ ଓ ଉଦର କୁ ପ୍ରଶାନ୍ତ କରି ସ୍ୱାଦିଷ୍ଟ ମଧୁମୟ ପଣସ ଆହରଣ କଲି । ଏହା ସହିତ ଅଧା ( ଫାଳେ ) ପଣସ ଗାଁ କୁ ଲକ୍ଷ୍ମୀ ବସ ରେ ଶାଶୁ ଶ୍ୱଶୁର ଙ୍କ ପାଇଁ ପଠେଇଲି । ଏଠାରେ ଆମର ଷ୍ଟାଫ୍ ମାନଙ୍କୁ ଓ ଅତି ପରିଚିତ ପଡୋଶୀ ଙ୍କୁ ବାଣ୍ଟି ଦେଲି । କାରଣ ଖାଇବା ଓ ବାଣ୍ଟିବା ରେ ଅନେକ ଶାନ୍ତି ମିଳେ ।

ଦୀର୍ଘ ଦିନର ଅପେକ୍ଷା ପରେ ଆଜି 06/08/205 ରେ ଆମ ନିଜ ଗଛରେ ଏକମାତ୍ର ଫଳିଥିବା ପାଚିଲା ପଣସ ଟି ପରିବାର କୁ ଫେରିଆସିଛି । ତେଣୁ ତା ସହ ସେଲ୍ଫ...
06/08/2025

ଦୀର୍ଘ ଦିନର ଅପେକ୍ଷା ପରେ ଆଜି 06/08/205 ରେ ଆମ ନିଜ ଗଛରେ ଏକମାତ୍ର ଫଳିଥିବା ପାଚିଲା ପଣସ ଟି ପରିବାର କୁ ଫେରିଆସିଛି । ତେଣୁ ତା ସହ ସେଲ୍ଫି ନେଵାର ସୌଭାଗ୍ୟ ଅର୍ଜନ କରିଛି । ସମସ୍ତେ ନିରୀକ୍ଷଣ କରିସାରିଲେ ସ୍ୱାଦିଷ୍ଟ ପଣସ କୁ ଭକ୍ଷଣ କରିବୁ ।

Jagannath Hospital , Bhubaneswar
06/08/2025

Jagannath Hospital , Bhubaneswar

Everything has beauty, but not everyone sees it.”
05/08/2025

Everything has beauty, but not everyone sees it.”

Good morning
04/08/2025

Good morning

ଆଜି ରବିବାର ମନ୍ଦିରରେ ମାତୃସମ୍ମିଳନୀ ର୍ ଆୟୋଜନ କରାଯାଇଛି । ମୁଁ ଶାଢ଼ୀ ଟିଏ ପିନ୍ଧି ବାହାରିଛି ମୋ ର୍ ଇଷ୍ଟ ଦେବତା ଙ୍କୁ ଭକ୍ତି କରିଯିବାକୁ...
03/08/2025

ଆଜି ରବିବାର ମନ୍ଦିରରେ ମାତୃସମ୍ମିଳନୀ ର୍ ଆୟୋଜନ କରାଯାଇଛି । ମୁଁ ଶାଢ଼ୀ ଟିଏ ପିନ୍ଧି ବାହାରିଛି ମୋ ର୍ ଇଷ୍ଟ ଦେବତା ଙ୍କୁ ଭକ୍ତି କରିଯିବାକୁ । ଦୁଇଟି ଫୋଟୋ ଉଠାଇ ସାଙ୍ଗ ଓ ସହଯୋଗୀ ମାନଙ୍କୁ ଫେସବୁକ ରେ ଟିକେ କହିଦେଉଛି ❤️

Family tour to Regional Museum of Natural History , Bhubaneswar
03/08/2025

Family tour to Regional Museum of Natural History , Bhubaneswar

Good night ❤️💜
02/08/2025

Good night ❤️💜

ଚାନ୍ଦବାଲି ସତସଙ୍ଗ ମନ୍ଦିର ରେ ସନ୍ଧ୍ୟାରେ ବିଶେଷ ମୁହୂର୍ତ୍ତରେ ଫୋଟୋ
01/08/2025

ଚାନ୍ଦବାଲି ସତସଙ୍ଗ ମନ୍ଦିର ରେ ସନ୍ଧ୍ୟାରେ ବିଶେଷ ମୁହୂର୍ତ୍ତରେ ଫୋଟୋ

ବନ୍ୟାଜଳ ଦେଖିବାକୁ ଯାଇ ବହୁ ପୁରାତନ ଐତିହାସିକ ବନ୍ଦର ଚାନ୍ଦବାଲି ରେ ସରକାରୀ ଡ଼ଙ୍ଗା ରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନିରୀକ୍ଷଣ କ...
31/07/2025

ବନ୍ୟାଜଳ ଦେଖିବାକୁ ଯାଇ ବହୁ ପୁରାତନ ଐତିହାସିକ ବନ୍ଦର ଚାନ୍ଦବାଲି ରେ ସରକାରୀ ଡ଼ଙ୍ଗା ରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନିରୀକ୍ଷଣ କରୁଛି ମୋ 2 ବର୍ଷୀୟ ପୁଅ । ଜୀବନର ନୂଆ ନୂଆ ଅନୁଭୂତିକୁ ପ୍ରଥମ କରି ଅନୁଭବ କରୁଛି ।

Good night
30/07/2025

Good night

ଆମ ସପରିବାର ମିଶି ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ବୁଲି ଯାଇଥିଲୁ  । କିଛି ସୁନ୍ଦର ମୁହୂର୍ତ୍ତରେ ଫୋଟୋ
30/07/2025

ଆମ ସପରିବାର ମିଶି ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ବୁଲି ଯାଇଥିଲୁ । କିଛି ସୁନ୍ଦର ମୁହୂର୍ତ୍ତରେ ଫୋଟୋ

Address

Bhubaneswar
751001

Alerts

Be the first to know and let us send you an email when Lopa Didi posts news and promotions. Your email address will not be used for any other purpose, and you can unsubscribe at any time.

Share

Category