Sudam Sahu Social

Sudam Sahu Social We help those poor families who have no support.We will not be able to do anything alone. We need your help.Help us to help them

02/07/2026

ଭଗବାନ ଭରସା ରେ ଏ ପରିବାର, 3 ମାସ ହେଲା କିଛି ଖାଇ ନାହାନ୍ତି | Social Seva Foundation

We are trying to give a little happiness to the poor family who is struggling to survive, who is struggling to feed their family, yet they have to live in poverty. Please Support Us in this service.

-------For Support------
🙏🙏🙏🙏🙏
Phonepe, UPI - 7008595951

25/06/2026

ଗାଁ ଗଅନ୍ତିଆ ଧମକ ଦେଉଛି,ଜମିରେ ଗୋଡ ଦେଲେ ବହୁତ୍ ଖରାପ ହେବ, ମୋ ଜମି ରେ ମୋର ଅଧିକାର ନାହିଁ

Janata Story
Contact - 7008595951







ସ୍ୱାମୀଙ୍କୁ ହରାଇବା ପରେ ବହୁତ୍ ସଂଘର୍ଷ କରି ଏ ଭଉଣୀ ତାଙ୍କ ପୁଅ ଝିଅ ଙ୍କୁ ପାଳୁଛନ୍ତି । ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ...
16/06/2026

ସ୍ୱାମୀଙ୍କୁ ହରାଇବା ପରେ ବହୁତ୍ ସଂଘର୍ଷ କରି ଏ ଭଉଣୀ ତାଙ୍କ ପୁଅ ଝିଅ ଙ୍କୁ ପାଳୁଛନ୍ତି । ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମାନେ ବି ତାଙ୍କଠୁ ଦୂରେଇ ଗଲେ ।
ବହୁତ୍ ସଂଘର୍ଷ ପରେ ସରକାରଙ୍କ ଠୁଁ ଜାଗାଟିଏ ପାଇଲେ । ଆସନ୍ତା 19 ତାରିଖରେ ତାଙ୍କ ନୂଆ ଘର ର ପ୍ରତିଷ୍ଠା ଅଛି ।
କିନ୍ତୁ ସେ ଖୁସି ହେବା ବଦଳରେ ଦୁଃଖୀ ଅଛନ୍ତି , ଏତେ ଦିନ ଯାଏ ସେ ଭଡ଼ା ରେ ରହି ଆସୁଥିଲେ, ଭଗବାନ୍ ଙ୍କ ଦୟା ରୁ ଆଜି ସରକାର ତରଫରୁ ଜାଗା ଟିକିଏ ଓ ସେ ଜାଗା ରେ ଘର ଟିଏ କରିଛନ୍ତି ।
କିନ୍ତୁ ଘର ପ୍ରତିଷ୍ଠା ର ଏ ଖୁସି ର ଦିନ ରେ ତାଙ୍କ ସହିତ କେହି ନାହାନ୍ତି ।

ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି
ଦୟାକରି ଆସନ୍ତା 19 ତାରିଖରେ ଆମେ ସମସ୍ତେ ତାଙ୍କ ଭାଇ ଭଉଣୀ ମା ବାପା ହେଇ ତାଙ୍କ ଏ ଖୁସିର ଦିନରେ ଉପସ୍ଥିତ ରହିଲେ , ତାଙ୍କୁ ଏକା ଅନୁଭବ ହେବ ନାହିଁ ।
🙏 ଯଦି ଆପଣ ଏ ଭଉଣୀ ର ଏ ସମୟରେ ସାଥ ଦେଇ ପାରିଲେ ମୋ ପାଇଁ ବହୁତ୍ ବଡ ଉପକାର ହେବ 🙏

ସ୍ଥାନ
ଗୋବିନ୍ଦପୁର ଛକ, ବରଗଡ଼
Contact - 7008595951

12/06/2026

ମୋର ସ୍ତ୍ରୀ ପାଗଳ ହେଇ ଗଲା ନ

Social Seva Foundation
Support Us

28/05/2026

ମୋତେ karodpati ଭାବି ନେଉଛନ

Contact - 7008595951

24/05/2026

#ତିନୋଟି_ପିଢ଼ି_କୁ_ପୋଷୁଛନ୍ତି_85_ବର୍ଷ_ର_ବୁଢ଼ୀ_ମାଁ | Social Seva Foundation

-------For Support------
🙏🙏🙏🙏🙏
Phonepe, UPI - 7008595951

Instagram - 👇👇👇👇👇👇👇

https://www.instagram.com/sudamsahustory?igsh=MWxhdjhkN2NsYTd0dA==

Support us as much as you can, so that we can help those poor families better.






21/05/2026
15/05/2026

#ବର୍ଷା_ହେଲେ_ଘର_ଭିତରେ_ରହିବାକୁ_ଡର_ଲାଗୁଛି | Sudam Sahu Story | Social Seva Foundation

We are trying to give a little happiness to the poor family who is struggling to survive, who is struggling to feed their family, yet they have to live in poverty. Please Support Us in this service.

-------For Support------
🙏🙏🙏🙏🙏
UPI - 7008595951

Instagram - 👇👇👇👇👇👇👇

https://www.instagram.com/sudamsahustory?igsh=MWxhdjhkN2NsYTd0dA==

Support us as much as you can, so that we can help those poor families better.






10/05/2026

85 ବର୍ଷ ର ମାଁ କୁ ବାଧ୍ୟ ହୋଇ ବୃଦ୍ଧାଶ୍ରମ ରେ ଛାଡ଼ିବାକୁ ଚାହୁଁଛି ଝିଅ |

ଯଦି ଏ ବୁଢ଼ୀ ମାଁ ପାଇଁ ବୃଦ୍ଧାଶ୍ରମ ର ସୁବିଧା ନ ହୁଏ, ତା ହେଲେ ତାଙ୍କ ପାଇଁ ଗୋଟିଏ ଛୋଟିଆ କୁଡ଼ିଆ ତିଆରି କରିବା ପାଇଁ ଚାହୁଁଛି , ଯେଉଁଥିରେ ସେ ବୁଢୀମା ଆଉ ତାଙ୍କ ଝିଅ ଖୁସିରେ ରହି ପାରିବେ କିନ୍ତୁ ମୁଁ ଏକା ଏ କୁଡ଼ିଆ ତିଆରି କରି ପାରିବି ନାହିଁ | ଏଥି ପାଇଁ ଆପଣ ମାନଙ୍କ Support ଆଉ ସହଯୋଗ ଦରକାର୍ |

-------For Support------
🙏🙏🙏🙏🙏
Phonepe, UPI - 7008595951

Instagram - 👇👇👇👇👇👇👇

https://www.instagram.com/sudamsahustory?igsh=MWxhdjhkN2NsYTd0dA==

Support us as much as you can, so that we can help those poor families better.






07/05/2026

#ନାତି_ପରେ_ଏବେ_ଆଈ_ର_ପାଳି
ଜଣେ ପରେ ଜଣେ ଛାଡି ଛାଡ଼ି ଚାଲିଗଲେ ।
ଏପରି ପରିସ୍ଥିତି ଭଗବାନ୍ କାହାକୁ ନ ଦେଉ

Address

Bargarh

Telephone

+917008595951

Website

Alerts

Be the first to know and let us send you an email when Sudam Sahu Social posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sudam Sahu Social:

Shortcuts

Share